ରାତିରେ କେତେଟା ବାଜିବା ପରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ? ଜାଣନ୍ତୁ ଭୟଙ୍କର କଥା

ଆମ ଜିବନ ଏକ ଚକ୍ର ଭଳି ଥାଏ ଯେଉଁ ତିରେ ଆମେ ଜନ୍ମ ହୋଇ ଥାଉ ଓ ଏହା ପରେ ବିବାହ କରି ଆମେ ଆମ ଜୀବନକୁ ଆଗକୁ ନେଇ ଥାଉ କହିବାର ମାନେ ଆମ ଆଗାମୀ ପିଢୀ କୂ ଆମେ ଏହି ଦୁନିଆକୁ ଆଣି ଥାଉ । ଏହା ଅପାଇନ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ଚିନ୍ତା ଧାରା ଶୁଦ୍ଧ ହୋଇବା ଆବଶ୍ୟକ ଅଟେ । ଯେତେ ଭଲ ଚିନ୍ତା ଓ ଭଲ ଖୁଶି ଆମେ ଆମ ପରିବାର କିମ୍ବା ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ରହିବ ସେହି ଭଳି ସେମାନଙ୍କ ସନ୍ତାନ ମଧ୍ୟ ହେବ । ଆପଣ ଜାଣିଥିବେ କି ସନ୍ତାନ ପ୍ରାପ୍ତି ପାଇଁ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଖୁବ ଆବଶ୍ୟକ ଥାଏ ।

କୁହାଯାଏ କି ବେଳେ ବେଳେ ଖରାପ ସମୟ ରେ ସମ୍ପର୍କ ରଖିବା ଦ୍ଵାରା ଆମ ଜୀବନରେ ଆସି ଥିବା ସନ୍ତାନ ଉପରେ ଖରାପ ପ୍ରଭାବ ପଡିଥାଏ । ଶାସ୍ତ୍ର ଅନୁସାରେ କୁହାଯାଏ କି ଶା-ରୀ-ରି-କ ସ-ମ୍ପ-ର୍କ ରଖିବାର ଏକ ସମୟ ଅଛି କିନ୍ତୁ ଯଦି ଆପଣ ଏହାକୁ ନମାନି କିଛି କରିବେ ତେବେ ପିଲା ମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଆପଣ ଜାଣି ଥିବେ କି ଭଗବାନ ଆମକୁ କିଛି ନିୟମ ରେ ରହିବା ପାଇଁ କହିଛନ୍ତି । ଯଦି ଆମେ ଆମ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ଆପଣ କେଉଁ ସମୟରେ ନିଜ ଜୀବନ ସାଥି ସହ ସମ୍ପର୍କ ରଖିବେ ଏହା ମଧ୍ୟ ଲେଖା ହେଇଛି ।

ପ୍ରକୃତରେ ଦେଖିବା ପାଇଁ ଗଲେ ରାତି ୧୨ ଟା ପରେ ଆପଣ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଦ୍ଵାରା ଖରାପ ହୋଇ ଥାଏ । ଆପଣ ଜାଣି ଥିବେ କି ରାତି ପରେ ସକାଳ ଆରମ୍ଭ ହୁଏ ଆମେ ସକାଳୁ ଆଗେ ଭଗବାନ ଙ୍କୁ ପୂଜା କରା ଯାଏ ତେଣୁ ରାତି ୧୨ ପରେ ବ୍ରହ୍ମ ମୂହୁର୍ତ୍ତ ଆରମ୍ଭ ହୋଇ ଥାଏ । ଯାହା ପାଇଁ ଏହି ସମୟରେ ଆପାନ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଅନୁଚିତ ଅଟେ । ଆପଣ ଜାଣି ଥିବେ କି ଆମ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ନ ବାହାରିବା ଯାଏ ଆମେ ସମ୍ପୂର୍ଣ ଭାବେ ସକାଳ କୁ ଗ୍ରହଣ କରି ନଥାଉ ।

ସେହି ଭଳି ଦେଖିବା ପାଇଁ ଗଲେ ଆପଣ ରାତି ୩ ଟା ପରେ ଆଉ ଶା-ରୀ-ରି-କ ସ-ମ୍ପ-ର୍କ ରଖିବେ ନି । ଆପଣ ଯଦି ଇଂରାଜୀ ରେ ଏହାକୁ ମାଣିବେ ତେବେ ୧୨ ପରେ ସମ୍ପର୍କ ରଖିବେ ନି । ଆପଣ ସକାଳ ୨ ଯାଏ ସମ୍ପର୍କ ରଖିବା ମଧ୍ୟ ଖରାପ ହୋଇ ଥାଏ । ତେଣୁ ଆପଣ ଏହାକୁ ଧ୍ୟାନ ରେ ରଖିବେ ଏହି ଭଳି ନକଲେ କିଛି ଭି ଅସୁବିଧା ହୋଇ ପାରେ । ଆପଣ ଙ୍କ ସନ୍ତାନ ମଧ୍ୟ ଖରାପ ପ୍ରଭାବରେ ପଡି ପାରେ । ଆପଣ ଜାଣି ଥିବେ କି ସନ୍ତାନ ବେଳେ ବେଳେ ବିକଳାଙ୍ଗ ମଧ୍ୟ ଜନ୍ମ ହୋଇ ଥାଏ । ଆପଣ ଜାଣି ଥିବେ କି ଏହା କେବଳ ହିନ୍ଦୁ ସାସ୍ତ୍ର ଅନୁସାରେ ନୁହେଁ ମୁସଲମାନ ଓ ଖ୍ରୀଷ୍ଟ ଧର୍ମ ଅନୁସାରେ ମଧ୍ୟ ଏହା ଲେଖା ହୋଇ ଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *