” ଚୁଚୁଁଦ୍ରା ” ଜଦି ଘରେ ରହୁଛନ୍ତି – ଭୟଙ୍କର କଥା ଜଲଦି ଜାଣନ୍ତୁ | Ajira Anuchinta

ଆଜି କାଲୀ ନୁହେଁ ପୃଥିବୀ ଆରମ୍ଭରୁ ଅନେକ ଜୀବ ଅଛନ୍ତି । ଏହା ମଧ୍ୟରୁ କିଛି ଆମେ ଘରେ ଦେଖିବା ପାଇଁ ପାଉ । ଯେଉଁ ଭଳି କହିବା ପାଇଁ ଗଲେ ଆମେ କହି ପାରିବା କି ଚୁଚୁନ୍ଦ୍ରା । ଯାହା ଏକ ମୂଷା ଭଳି ଦେଖିବା ପାଇଁ । ଆଜି ଆମେ ତାର ବିଷୟରେ କହିବା ପାଇଁ ଯାଉଛୁ । କହିବାର ଅର୍ଥ ହେଉଛି କି ଆମେ ଏକ କଥା ଶୁଣିଛେ ଯାହାର ମାନେ ହେଉଛି କି ଚୁଚୁନ୍ଦ୍ରା କୁ ମା-ରି-ଲେ ହାତ ଗନ୍ଧେଇବା । ଆପଣ କଣ ଜାଣିଛନ୍ତି ଏହି ଚୁଚୁନ୍ଦ୍ରା ଏକ ସାହାଶୀ ଓ ନୀଡର ସ୍ଵଭାବର ଅଟେ ।

ଏହା ସାପ ଓ ବଡ ବଡ ମୂଷା ମାନଙ୍କୁ ଖାଇ ଥାଏ । ଏହାକୁ ସାଧାରଣ ଭାବେ ଚିଲ ମାନେ ଖାଇ ଥାନ୍ତି କିନ୍ତୁ ସେମାନେ ଏହାକୁ ଖାଇବା ପରେ ଖୁବ କମ ଦିନରେ ବେମାର ହୋଇ ମା-ରି ଯାଇ ଥାନ୍ତି । କୁହା ଯାଏ କି ଏହାର ଦେହରେ ଏକ କଳା ବିଶ ଅଛି ଯାହା କଳା ନାଗ ସାପର ବିଶ ଠାରୁ ମଧ୍ୟ ଏହା ଅଧିକ ମାରତ୍ମାକ ଅଟେ । ଆପଣ ଜାଣି ଥିବେ କି ଏହା ର ଦାନ୍ତ ରେ କିଛି ବିଶ ଥାଏ କେବଳ ସେତିକି ନୁହେଁ । ଏହାର ଲାଳରେ ଏକ ପ୍ରକାର ବେହୋଶି ଥାଏ । ଶିକାରୀ ଏହାର ଦାନ୍ତ ବାଜିବା ଦ୍ଵାରା ଶିକାରୀ ର ଆଖିକୁ କିଛି ଦେଖା ଯାଇ ନଥାଏ ।

ସେ କିଛି ବୁଝି ପାରିନା ସେ କିଛି ଜାଣି ପାରେନା । ତେଣୁ କରି ଶିକାରୀ କିଛି ସମୟରେ ମା-ରି ଯାଇ ଥାଏ । ଏହା ଦ୍ଵାରା ମସ୍ତିସ୍କ କାମ କରିବା ବନ୍ଦ ହୋଇ ଯାଇଥାଏ । ନିଶ୍ଵାଷ ନେବାରେ ଅସୁବିଧା ହୋଇ ଥାଏ । ଯାହା ଦ୍ଵାରା ଶିକାରୀ ମା-ରି ଥାଏ । ଏହି ଚୁଚୁନ୍ଦ୍ରା ନିଜ ପାଟିରୁ ଗନ୍ଧ ବାହାରିଥାଏ ଯାହା ଦ୍ଵାରା କେହି ଭି ହାନି କାରକ ଜୀବ ତା ପାଖକୁ ଆଶୀ ନଥାଏ । ଆପଣ ଜାଣି ଥିବେ କି ଏହା ମଧ୍ୟ କୁହା ଯାଏ କି ଯେଉଁ ଜାଗାରେ ମୂଷା ଥାଏ ସେହି ଜାଗାରେ କେହି ଭି ଅନ୍ୟ ଜୀବ ମାନେ ଆସି ନଥାନ୍ତି ।

ଆପଣ ଜାଣି ଥିବେ ଏହା ପାଇଁ ବିଶ ଧର ସାପ ମାନେ ଆପଣଙ୍କ ଘର ପାଖକୁ ଆସି ପାରିବନି । କହିବ ଅପାଇନ ଗଲେ ଏମାନେ ଆମ ଘର ପାଇଁ ଏକ ଜଗୁଆଳି ଓ ସଫେଇ କର୍ମ ଚାରି ଅଟନ୍ତି । ଯଦି ଆପଣଙ୍କ ଘରେ ଆପଣ ଏହାକୁ ଦେଖି ଛନ୍ତି ତ ଆପଣ ଖାଦ୍ଯ କୁ ଏହା ଠାରୁ ଦୂରେଇ ରଖୀବେ ଯାହା ଦ୍ଵାରା ଆମ ସଂ-କ୍ର-ମି-ତ ହୋଇ ଥାଏ । ଆପଣ ଯାନୀ ରଖିବା ସହ ସାବଧାନ ରେ ମଧ୍ୟ ରୁହନ୍ତୁ । ଆପଣ ଜାଣିଥିବେ କି ଏହାକୁ ଆପଣ ନିଜକୁ ଦୂରେଇ ରଖିବେ । ଆପଣଙ୍କ ଘରେ ଯଦି ପିଲା ଅଛନ୍ତି ତେବେ ଆପଣ ଘରକୁ ସଫା କରି ରଖିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *