କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ ଲୁଚି ରହିଥିବା କିଛି ଗୁପ୍ତ ରହସ୍ୟ, ଶୀଘ୍ର ଦେଖନ୍ତୁ

ଜ୍ଯୋତିଷ ବିତ ମାନଙ୍କ ହିସାବରେ ଏହି କନ୍ୟା ରାଶିକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା ୧୨\୬ ଫାଲ୍ଗୁନୀ ନଖେତ୍ର, ଏମାନେ ହେଉଛି ମାନବ ଗଣ । ଏମାନେ ପ୍ରକୃତି ପ୍ରିୟ ହୋଇଥାନ୍ତି । ୧୩\୬ ହସ୍ତା ନଖେତ୍ର କନ୍ୟା ରାଶି ଏମାନେ ହେଉଛି ଦେବ ଗଣ । ନ୍ୟାୟ ଧର୍ମ ଉପରେ ଏମାନେ ବିଶ୍ବାସ କରିଥାନ୍ତି । ୧୪ \୬ ଚିତ୍ରା ନଖେତ୍ର କନ୍ୟା ରାଶି ଏମାନେ ହେଉଛନ୍ତି ଦାନବ ଗଣ । ଏମାନଙ୍କର ନାନାଦି ଦେବା ଦେବିରେ ଭକ୍ତି ରହିଥାଏ ।

ଏହି ରାଶିର ବ୍ୟକ୍ତିଙ୍କର ଭଲ ଗୁଣ ହେଉଛି ଧନ ଲାଭ, ଭୂ ସମ୍ପଦ ଲାଭ, ଗୃହ ନିର୍ମାଣ କରିବା, ବ୍ୟବସାୟରେ ଜୟ ଲାଭ କରିବା ଓ ଚାକିରିରେ ଉନ୍ନତି, ସମସ୍ତ କାର୍ଯ୍ୟ ପାଇଁ ଚେଷ୍ଟା କଲେ ବିଶେଷ ସଫଳତା ପ୍ରାପ୍ତି ହୋଇପାରିବ । ଏହି ରାଶିର ବ୍ୟକ୍ତି ସବୁବେଳେ ଜନହିତକର କାର୍ଯ୍ୟ କରିଥାନ୍ତି ।

କିନ୍ତୁ ପ୍ରଶଂସା ବଦଳରେ ଖାଲି ନିନ୍ଦା ପାଇଥାନ୍ତି । କନ୍ୟା ରାଶି ବ୍ୟକ୍ତିଙ୍କର ଅଧିପତି ହେଉଛି ବୁଧ ତେଣୁ ଦାନ ପୂଣ୍ୟ ଦେବପୁଜା ଏମିତିରେ ଏମାନଙ୍କର ଦିନ କଟିଥାଏ । ଏବେ ଜାଣିବା ଏମାନଙ୍କର ମନ୍ଦ ଗୁଣ ବିଷୟରେ । ଏମାନେ ପର ସ୍ତ୍ରୀ ପ୍ରିୟ ଚତୁର ବାଦି, ଇତ୍ୟାଦି ହୋଇଥାନ୍ତି । ଏମିତି ଲୋକଙ୍କୁ ଜୀବନରେ ଏମିତି କିଛି ରୋଗର ସାମ୍ନା କରିବାକୁ ପଡିଥାଏ ଯଥା ଝାଡା ସ୍ନାୟବିକ ଦୁର୍ବଳତା, ଚକ୍ଷୁ ରୋଗ ଅର୍ଜିର୍ଣ, ଲିଭର, ଚର୍ମ, ନାକ ରୋଗ , ମେରୁଦଣ୍ଡ ଜନିତ ରୋଗ । ଏହି ରାଶିର ବ୍ୟକ୍ତି ମାନେ ନିଜର ଗ୍ରହ ଶାନ୍ତି ପାଇଁ ସୁନାର କୌଣସି ବସ୍ତୁକୁ ବୁଧବାର ଦିନ ପୂଜା କରି ଧାରଣ କଲେ ଗ୍ରହ ଶାନ୍ତ ହୋଇଥାଏ ।


ଏମାନଙ୍କ ପାଇଁ ଶୁଭ ରଙ୍ଗ ହେଲା ସବୁଜ, ଘିଅ,ଧଳା ଓ ଶୁଭ ରଙ୍ଗ ହେଉଛି ଲାଲ । ଅନ୍ୟକୁ ଭଲ ପାଇବା ଓ ନିଜେ ଭଲ ପିନ୍ଧିବାରେ ଏମାନେ ମଜଲିସ ହୋଇ ରହିଥାନ୍ତି । ଏବେ ଜାଣିବା କନ୍ୟା ରାଶିର ଲୋକଙ୍କ ବିବାହ ଯୋଗ ବିଷୟରେ । ୧୮ ରୁ ୨୬ ବର୍ଷ ମଧ୍ୟରେ ବିବାହ ଯୋଗ ରହିଥାଏ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ବାର ହେଉଛି ବୁଧବାର । ଘାତ ବାର ହେଉଛି ଶନିବାର । ଏହି ରାଶିର ବ୍ୟକ୍ତି ବୃଷ ସିଂହ ତୁଳା ରସୀଙ୍କ ସହିତ ମିତ୍ରତା କାଲେ ଲାଭ ବାନ ହେବେ । ଏବେ ଜାଣିବା ଏମାନଙ୍କର ମୃତ୍ୟୁ ଯୋଗ ବିଷୟରେ ।

ପ୍ରଥମେ ପିତାଙ୍କର ମୃତ୍ୟୁ ହୋଇଥାଏ ତାପରେ ମାତାଙ୍କର ମୃତ୍ୟୁ ହୋଇଥାଏ । ତା ସହିତ ହଠାତ ଏମାନକୁ ଧନ ଲାଭ ମଧ୍ୟ ହୋଇଥାଏ । ଏମାନଙ୍କ ପାଇଁ ଅଶୁଭ ମାସ ହେଉଛି ପ୍ରତି ମାସର ମାର୍ଚ ମାସ । ପ୍ରତି ମାସର ଆଠ ଦଶ ତେଇଶି ଏବଂ ତିରିଶ ତାରିଖ ଅଶୁଭ ଅଟେ ତାହା ସହିତ ଶନିବାର ମଧ୍ୟ ଅଶୁଭ ଅଟେ । ଏମାନଙ୍କ ପାଇଁ ଅଶୁଭ ରାଶି ହେଉଛି ମେଶ ବିଛା ସିଂହ ଧନୁ । ଏହି ରାଶିର ଲୋକଙ୍କୁ ଚାକିରି ଅପେକ୍ଷା ବାଣିଜ୍ୟରେ ଅଧିକ ଲାଭ ମିଳିଥାଏ । ଏମାନଙ୍କର ଶୁଭ ସଂଖ୍ୟା ହେଉଛି ପାଞ୍ଚ ଓ ତିନି ଏବଂ ଶୁଭ ଦିଗ ଦକ୍ଷିଣ ଦିଗ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *