କଥା କଥାରେ ରାଗି ଯାଅନ୍ତି ଏହି 6ଟି ନାମର ଝିଅମାନେ- Jyotish Shastra

ହିନ୍ଦୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହାର ଶାସ୍ତ୍ର ନିଶ୍ଚିତ ଭାବେ କିଛି ନିଆରା । ଆମର ଶାସ୍ତ୍ର ରେ ଲେଖା ହୋଇ ଥିବା କଥା ଅନୁସାରେ ଆମେ ଯାହା ଜାଣିଛେ ତାହା ହେଉଛି ପ୍ରତେକ ବ୍ୟାକଟୀର ସ୍ଵଭାବ ଏହାର ନାମ ଦ୍ଵାରା ହୋଇ ଥାଏ । ଏହା ଜାତକ ରେ ତ ନିଶ୍ଚିତ ଭାବେ ଥାଏ । କିନ୍ତୁ ଦେଖିବା ପାଇଁ ଗଲେ ଯଦି ଆମେ ଏହାର ପ୍ରଭାବ ଦେଖିବା ଆମ ଜ୍ଜୀବନରେ ଏଆହ ନିଶ୍ଚିତ ଭାବେ ଆସୁଛି । ସେହି ଭଳି କିଛି ନାମ ଏମିତି ମଧ୍ୟ ଅଛି ଯାହା ର ପ୍ରଥମ ଅକ୍ଷର ବିଷୟରେ ଆମେ କହିବା ପାଇଁ ଯାଉଛୁ ।

ଆପଣଙ୍କ ଆଖ ପାଖରେ ଥିବା ଲୋକଙ୍କୁ ଯଦି ଆପଣ ଦେଖିବେ ତାହେଲେ ଆପଣ ଜାଣି ପାରିବେ କି ଏହି ଲୋକ ଙ୍କ ସ୍ଵଭାବ ରାଗି ହୋଇ ଥାଏ । ତେବେ ଆପଣ ସେମାନଙ୍କ ନାମ ରୁ ହିଁ ଜାଣି ପାରିବେ କି ଏହା କେତେ ଦୂର ସତ୍ୟ ଅଟେ । ଆମେ ଆଜି ବିଶେଷ ଭାବରେ କେବଳ ମହିଳା ମାନଙ୍କ ବିଷୟରେ ଖିବା ପାଇଁ ଯାଉଛୁ । ଆପଣ ଜାଣିଥିବେ କି ମହିଳା ମାନେ କେତେ ସୁକୁମାର ହୋଇ ଥାନ୍ତି କିଛି ମହିଳା ମାନେ ଅଳ୍ପ ଅଳ୍ପ କଥାରେ ରାଗି ଯାଇ ଥାନ୍ତି ଆମେ ଆଜି ଆପଣଙ୍କୁ କହିବୁ ଆପଣ କିଭଳି ଜାଣିବେ କି ଆପଣଙ୍କ ଜୀବନ ସାଥି କିଭଳି ଅଟେ କିମ୍ବା କେତେ ରାଗି ଅଟେ ।

ତେବେ ଆସନ୍ତୁ ଜାଣିବା ପ୍ରଥମ ଅକ୍ଷର ହେଉଛି “B” ଏହି ଅକ୍ଷର ର ମହିଳା ମାନେ ଖୁବ ରାଗି ହୋଇ ଥାନ୍ତି ଏମାନଙ୍କ ମନରେ କିଛି ନଥାଏ କିନ୍ତୁ ଏମାନେ ଛୋଟ ଛୋଟ କଥାରେ କେଉଁ ଭି ଜାଗାରେ ରାଗି ଯାଇ ପାରନ୍ତି । ତଥାପି ଏହି ମାନଙ୍କୁ ଅଧିକ ଲୋକ ମାନେ ଭଲ ପାଇ ଥାନ୍ତି । ଏହା ପରେ ନାମ ଆସେ “H” ର ଏହି ନାମର ମହିଳା ମାନେ ସବୁ ବେଳେ ମିସିକି ଚାଲିବା ପାଇ ଭଲ ପାନ୍ତି ଏମାନେ ନ୍ଯାୟ ପରିବାର ର ସବୁ ପ୍ରକାର ଯତ୍ନ ନେଇ ଥାନ୍ତି । ଏମାନେ ନିଜ ପରିବାର ର ଖୁଶି ଓ ସମ୍ମାନ ପାଇଁ କିଛି ଭି କରି ପାରନ୍ତି । ଏମାନେ କିନ୍ତୁ ନିଜ ରାଗ ପାଇଁ ସବୁ ବେଳେ ଅସୁବିଧାରେ ପଡିଥାନ୍ତି ଏମାନଙ୍କୁ ଥରେ ରାଗ ଆସିଲେ ଏମାନେ ଏହାକୁ ନିୟନ୍ତ୍ରଣ କରି ପାରନ୍ତି ନାହି ।

ଏହା ପରେ ନାମ ଆସେ “L” ନାମର ମହିଳା ମାନଙ୍କ ବିଷୟରେ । ଏହି ନାମର ମହିଳା ମାନେ ସବୁ ବେଳେ ନିଜକୁ ସଜାଗ ରଖନ୍ତି ଓ ସବୁ କାମରେ ଆଗରେ ଥାନ୍ତି କିନ୍ତୁ ଯଦି ଏହା ଙ୍କ ରାଗ ଥରେ ଆସିଲେ ଏମାନେ କାହା ଉପରେ ମଧ୍ୟ ଏହାକୁ କାଢି ଦେଇ ପାରନ୍ତି । କିନ୍ତୁ ଏହି ନାମର ମହିଳା ମାନେ ହୃଦୟରୁ ଭଲ ହୋଇ ଥାନ୍ତି । ଏହା ନାମ ଆସେ “P” ଅକ୍ଷର ର । ଏହି ନାମର ମହିଳା ମାନେ ସବୁ ବେଳେ ନିଜକୁ ନିଜ ଦୁନିଆରେ ରଖିବା ଅପାଇନ ପସନ୍ଦ କରନ୍ତି ଏମାନେ ସବୁ ବେଳେ ସାନ୍ତ ରହି ଥାନ୍ତି କିନ୍ତୁ ଏମାନେ ନିଜ ରାଗ ପାଇଁ ସବୁ ବେଳେ ଆସୁ ବିଧାରେ ପଡି ଥାନ୍ତି ।

ଏହା ଅପରେ ନାମ ଆସେ “R” ନାମର ମହିଳା ମାନଙ୍କ ର ଏହି ମହିଳା ମାନେ ସବୁ ଠାରୁ ସୁନ୍ଦରୀ ହୋଇ ଥାନ୍ତି ଓ ସଚୋଟ ମଧ୍ୟ ଥାନ୍ତି କିନ୍ତୁ ଏମାନଙ୍କ ସବୁ ଭଲ ଗୁଣକୁ କେବଳ ଏମାନଙ୍କ ରାଗ ହିଁ ଖରାପ କରି ଦେଇଥାଏ । ଏହା ପରେ ନାମ ଆସେ “S” ନାମର ମହିଳା ମାନଙ୍କ ପାଇଁ । ଏହି ନାମର ମହିଳା ମାନେ ସବୁ ବେଳେ ଖୁଶିରେ ଓ ସାନ୍ତ ରହିବା ପାଇଁ ପସନ୍ଦ କରନ୍ତି କିନ୍ତୁ ଏମାନେ ସବୁ ବେଳେ ସବୁ କାମ ଅଧା କରି ପାରନ୍ତି ନିଜ ରାଗ ପାଇ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *