ବାଟରେ ଶବ ଯାତ୍ରା ଦେଖିବା ମାତ୍ରେ କରନ୍ତୁ ଏହି 3ଟି କାମ ସବୁ ମନକାମନା ପୂର୍ଣ ହେବ

ଯେଉଁ ଭି ମଣିଷ ଜନ୍ମ ହୋଇଛନ୍ତି ସେମାନେ ମାରିବା ନିଶ୍ଚିତ ଅଟେ । ଏହା ପାଇଁ ଆମେ ମନ ଖରାପ କରିବା ଅନୁଚିତ ଅଟେ । ଆମେ ଜାଣିଛେ କି ଏହା ପ୍ରକୃତିର ନିୟମ ଅଟେ । କିନ୍ତୁ ଏହା ପାଇଁ ଆମେ ମନ ଖରାପ କରି ଥାଉ ଓ ଏହାକୁ ଭୁଲି ଆଗକୁ ଯିବା ପାଇଁ ସମାଜରେ କିଛି ପ୍ରଥା ମଧ୍ୟ ଅଛି ଯାହା ଦ୍ଵାରା ଆମ ଘରେ ଯଦି କେହି ଚାଲିଯିବେ ତେବେ ଆମ ଜୀବନ ଅଟକି ଜୀବନୀ । ଆମେ ଆଜି ଏହି ବିଷୟରେ କହିବା ପାଇଁ ଯାଉଛୁ କି ଭଗବାନ ଶିବ ମଧ୍ୟ ଏହା ଅବିଷୟରେ କହିଛନ୍ତି ।

ଭଗବାନ ଶିବ ଏକ ଯୋଗୀ କହିଲେ ଭୁଲ ହେବନି ସେକେବେଭି ନିଜ ଜୀବନରେ କାହାକୁ ପାର୍ଥକ୍ଯ କରି ନଥାନ୍ତି । ଭଗବାନ ବିଷ୍ଣୁ କରିଥିବା ମୋହ ମାୟା ର ଦୁନିଆରେ ଯେତେବେଳେ ଆମେ ସବୁ କିଛି ସାରି ଦେଇକି ବିଦାୟ ନେଉ ସେହି ସମୟରେ ଆମେ ଜାଣି ଥାଉ କିଛି ସମୟ ପାଇଁ ଆମେ ବଇରାଗ ନେଇ ଯାଇଥାଉ । କିନ୍ତୁ ଯେମିତି ଆମେ ସମସାନ ରୁ ଆସୁ ଆମେ ଏହାକୁ ଭୁଲି ଯାଉ । ଆମେ ଜାଣିଛେ କି ଆମେ ଯେତେବେଳେ ଶବ କୁ ଦେଖୁ ତାକୁ ପ୍ରଣାମ କରୁ ଏହାର ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି ।

ଏହାର ମାନ୍ୟତା ହେଉଛି କି ଆମେ ଯେତେବେଳ ଶବ କୁ ନେଇକି ଯାଉ ସେତେବେଳେ ଦୁଇ ଶବ୍ଦ କହି ଥାଉ ତାହା ହେଉଛି ରାମ ନାମ ସତ୍ୟ ହେ । ଏହା କହିଅବର ଅର୍ଥ ହେଉଛି କି ଭଗାବାନ ଙ୍କ ନାମ ହିଁ ସତ୍ୟ ଅଟେ । ଏହା ମଧ୍ୟ ସତ୍ୟ ଅଟେ କି ଆମେ ଏକ ଦିନ ଯିବା ଓ ଅନ୍ୟ ମାନେ ନିଜ କର୍ମ କରିବେ । ଏହା ପାଇଁ ଆମେ କାହାକୁ ଅପରାଧୀ ମାନିବା କିମ୍ବା ଲୋଭ କରିବା ଅନୁଚିତ । ଶେଠୀ ପାଇଁ ଏହା ପଛରେ ଭଗବାନ ଶିବ ଥାନ୍ତି । ସେ ନିଜ ଆଶିରବାଦ ଦେଇଥାନ୍ତି ଯେଉଁ ମାନେ ଶବ କୁ ଦେଖିକି ପ୍ରଣାମ କରନ୍ତି ଓ ଶିବ ଶିବ କୁହନ୍ତି । ଆଉ ଏକ ମାନ୍ୟତା ଅଛି କି ଯେଉଁ ଲୋକର ଶବ କୁ ଆମେ ନମସ୍କାର କରୁ ସେହି ଲୋକ ନିଜ ସହ ସବୁ କିଛି ନେଇ ଚାଲି ଯାଇଥାଏ ।

ଆମେ ଆପଣ ଯଦି ଏହାକୁ ନିଜ ବାମ ପଟେ ଦେଖୁଛନ୍ତି ତେବେ ଏହା ଅପାଣଙ୍କ ପାଇଁ ଭଲ ଅଟେ । ଆପଣ ଯଦି କାହାର ସବଙ୍କୁ କାନ୍ଧ ଦେବେ ଏଆହ ଭଲ ଅଟେ । କିନ୍ତୁ ଯଦି କେହି ବ୍ରାହ୍ମଣ ଙ୍କ ଶବକୁ କାନ୍ଧ ଦେଇ ଥାଏ । ତେବେ ତାର ଏକ ପାଦ ର ବାଟ ଶେଷ ହେବା ପରେ ଯଜ୍ଞ ବରାବର ର ପୂଣ୍ୟ ପାଇବା ପାଇଁ ସେ ସକ୍ଷମ ହୋଇଥାନ୍ତି । ସେ ଯେଉଁ ପାଣିରେ ବୁଡ ପକାଏ ସେ ପାଣି ପବିତ୍ର ହୋଇ ଥାଏ । ତେବେ ଆପ୍ନ ଯଦି କେଉଁ କାମରେ ଯାଉଥିବେ ଓ ବାଟରେ ଶବ ଦେଖିବେ ଜାଣି ନିଅନ୍ତୁ କି ଆପଣଙ୍କ ଯାତ୍ରା ସଫଳ ହେବ । ଆପଣ ଯାହା ଭି କରିବେ ତାହା ଭଲ ପରିଣାମ ଦେବ ।

Leave a Reply

Your email address will not be published. Required fields are marked *