କଣ ଆଜି ବି ଜୀବିତ ଅଛନ୍ତି କୌରବଙ୍କ ବଂଶଜ ? ଦେଖନ୍ତୁ

ମହାଭାରତ ଯୁଧ୍ୟରେ ଏହା ପୂର୍ବରୁ ନିଶ୍ଚିତ ଥିଲାକି ଅଧର୍ମୀଙ୍କର ନାସ ହେବ । ଆଉ ଅଧର୍ମୀ କୌରବ ଥିଲେ । ଆମକୁ ଜଣା ଅଚିକି ମହାଭାରତ ଯୁଧ୍ୟରେ ସାହେ ଭାଇ ମ-ରିଯାଇଥିଲେ । କିନ୍ତୁ ତାଙ୍କ ମଧ୍ୟରୁ ଗୋଟିଏ କୌରବ ଭାଇ ଥିଲେ ସେ କୌରବ ଥାଇ ମଧ୍ୟ କୌରବ ନଥିଲେ । ନା ସେ ବାକି ଭାଇଙ୍କ ଭଳି ଅଧର୍ମୀ ଥିଲେ । ଆଉ ସେ ଅନ୍ତରେ ମଧ୍ୟ ମ-ରିନଥିଲେ । ଆପଣ ଭାବୁଥିବେକି ସେ ଭାଇ ଜଣଙ୍କ କିଏ ଥିଲେ ?

ଆଉ ସେ ଥିଲେ ୟୁୟୁସୁ । ସେ ମହାଭାରତ ଯୁଧ୍ୟର ଶେଷରେ ମଧ୍ୟ ବଞ୍ଚିଥିଲେ । ଆଉ ସେ ଯୋଧ୍ୟା ମାନଙ୍କ ମଧ୍ୟରୁ ଜଣେ ଥିଲେ । ପିତା ଧୃତ ରାଷ୍ଟ୍ର ଥିଲେ କିନ୍ତୁ ମାତା ଗାନ୍ଧାରୀ ନୁହେଁ ତାଙ୍କ ଦାସୀ ଥିଲେ, ଯାହାର ନାମ ସୋବାଲି ଥିଲା ।


ଯେତେବେଳେ ୟୁୟୁସୁର ଜନ୍ମ ହୋଇଥିଲେ ସେ ଦେଖିବାକୁ ବହୁତ ବଳବାନ ଥିଲେ ସେ କାରଣ ଲାଗି ତାଙ୍କର ନାମ ୟୁୟୁସୁ ରଖାଯାଇଥିଲା । ଯାହାର ମାନେ ଥିଲେ ଗୋଟିଏ ଯୋଧ୍ୟା । ସେ ଦୁର୍ଜ୍ୟାଧନରୁ ଛୋଟ ଓ ଦୁଃଶାସନରୁ ବଡ ଥିଲେ, ମହାତ୍ମା ବିଦୁର ଭଳି ରାଜା ପୁତ୍ର ହେବା ପରେ ମଧ୍ୟ ଦାସ ପୁତ୍ର ହେବାର ଦୁଃଖ ଭୋଗିଥିଲେ ।

ତାଙ୍କ ଭଳି ତାଙ୍କ ପାଇଁ ହସ୍ତିନା ପୁରର ମହତ୍ଵ ମଧ୍ୟ ବହୁତ ଥିଲା । ସେ ଅନ୍ୟ ସମସ୍ତଙ୍କ ଭଳି ରାଜା ପୁତ୍ର ଭଳି ଥିଲେ । ତାଙ୍କୁ ଅତିରିକ୍ତ ଧୃତ ରାଷ୍ଟ୍ର କୌରବ ଓ ବେଶ୍ୟ ପୁତ୍ର କହି ଡାକୁଥିଲେ । ମହାଭାରତ ଯୁଧ୍ୟ ପରେ ଏକମାତ୍ର କୌରବ ଜୀବିତ ଥିଲେ , ସେ ଧୃତ ରାଷ୍ଟ୍ର ଓ ଗାନ୍ଧାରୀଙ୍କ ମୃ-ତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ୟୁୟୁସୁ କେବେ ଶଙ୍କୁନି ପ୍ରଭାବାରେ ଆସିନଥିଲେ ।

ତାଙ୍କ ଅନ୍ୟ ଭାଇଙ୍କ ଠାରୁ ତାଙ୍କର ମନ ସବୁବେଳେ ଧର୍ମ ଆଡକୁ ଥିଲା । ଏହି କାରଣ ଥିଲା ସେ ଦୁର୍ଜ୍ୟାଧନ ପାପରେ ଭାଗୀଦାରୀ ନଥିଲେ । ଏମିତି ମଧ୍ୟ କୁହାଯାଉ ଥିଲା ପିଲା ବେଳେ ସେ ଯୁଧିଷ୍ଠିରଙ୍କୁ ସୁଚିତ କରିଥିଲା ଦୁର୍ଜ୍ଯଧନ ଭୀମା ଭୋଜନରେ ବିସ ମିଶାଇ ଦେଇଥିଲା । ଧୁତ ଭବନରେ ଭିକରଣ ସହିତ ସେ ଚିର ହରଣର ମଧ୍ୟ ବିରୋଧ କରିଥିଲେ । କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ ।


ସେ ଜଣେ ଉତ୍କୃଷ୍ଟ ଯୋଧ୍ୟା ଥିଲେ । ତାଙ୍କୁ ମଧ୍ୟ ଶ୍ରେଷ୍ଠ ରଥୀ ମାନଙ୍କ ମଧ୍ୟରେ ଗଣାଯାଇଥାଏ । ଯେତେବେଳେ ମହାଭାରତ ଯୁଧ୍ୟ ହୋଇଥିଲା ନ ଚାହିଁ ମଧ୍ୟ କୌରବ ପଟରେ ଯୁଧ୍ୟ ଲଢି ଥିଲେ । କିନ୍ତୁ ଯୁଧ୍ୟ ଆରମ୍ଭ ଠିକ ପୂର୍ବରୁ କୌରବ ପକ୍ଷ ଛାଡି ପାଣ୍ଡବ ପକ୍ଷକୁ ଚାଲିଯାଇଥିଲା । ଯୁଧିଷ୍ଠିର ଜାଣି ଥିଲେ ଏହି ପୁତ୍ରଙ୍କୁ ଛାଡି ବାକି ପୁତ୍ରଙ୍କ ମୃ-ତ୍ୟୁ ହୋଇଯିବ ବୋଲି । ଶେଥିପାଇଁ ସେ ୟୁୟୁସୁ କୁ ଯୁଧ୍ୟରେ ସିଧା ଭାଗ ନେବା ପାଇଁ ଅନୁମତି ଦେଇନଥିଲେ ।

Leave a Reply

Your email address will not be published. Required fields are marked *