ସବୁ ଝିଅ ମାନଙ୍କୁ ଏହାକୁ ଥରେ ନିଶ୍ଚୟ ଦେଖିବା ଉଚିତ, ସୀତାଙ୍କ ଠାରୁ ତୁରନ୍ତ ଶିଖନ୍ତୁ ଏହି 5ଟି କଥା॥ ସାରା ଦୁନିଆ କରିବ ସଲାମ

ଦେବୀ ସୀତା ଯାହାକୁ ପୁରା ଦୁନିଆ ମା ସିତା କହିଥାନ୍ତି । ଯେଉଁ ସ୍ତ୍ରୀ କାରଣରୁ ରାମାୟଣରେ ଭୟଙ୍କର ଯୁଧ୍ୟ ମଧହୋଇଥିଲା । ଯାହା କାରଣରୁ ରବଣ ମେଘନାଦ, କୁମ୍ଭକର୍ନ ଭଳି ବୀର ମୃତ୍ୟୁ ବରଣ କରିଛନ୍ତି । ଆଜି ଆମେ ଦେବୀ ସିତାଙ୍କ ଠାରୁ ପାଞ୍ଚଟି ଗୁଣ ଶିଖିବା । ପ୍ରଥମ ଗୁଣ ହେଉଛି ପ୍ରଶ୍ନ ପଚାରିବା । ମା ସୀତା ଯେବେ ଛୋଟ ଥିଲେ ସେ ବହୁତ ଜିଜ୍ଞାଂଶୁ ଥିଲେ । ସୀତା ମା ତାଙ୍କ ଶିକ୍ଷକ, ବାପା ଓ ମାଙ୍କୁ ବହୁତ ପ୍ରଶ୍ନ ପଚାରୁଥିଲେ ।

ଏଥିରୁ ଏହା ଜଣା ପଡୁଛିକି ମା ସିତାଙ୍କୁ ନୂଆ ଜିନିଷ ଜାଣିବାରେ ଓ ଜ୍ଞାନ ଅର୍ଜନ କରିବାରେ ବହୁତ ଇଛା ଥିଲା । କିନ୍ତୁ ଆଜିର ସମାଜ ଓ ପିଲା ପ୍ରଶ୍ନ ପଚାରିବାକୁ ଡରୁଛନ୍ତି । ସେମାନେ ଭାବନ୍ତି ପ୍ରଶ୍ନ ପଚାରିବା ଦ୍ଵାରା ତାଙ୍କର ବେଜତି ହୋଇଯିବ ।

ଲୋକ ଭବିବେକୀ ତାକୁ କିଛି ଆସୁନି । ଏହି ଧାରଣା ପୁରା ଭୁଲ ଅଟେ । ଆପଣ ଯେତେ ପ୍ରଶ୍ନ ପଚାରିବା ସେତେ କିଛି ଜାଣିବାର ସୁଯୋଗ ମିଳିବ । ଆମେ ଯେତେ ଜାଣିବେ ଓ ଶିଖିବେ ସେତେ ବଡ ବନିବେ । ଆପଣ ଯଦି ଜଣେ ଛାତ୍ର ଅଟନ୍ତି ତେବେ ଆପଣଙ୍କ ଭିତରେ ଏହି ଗୁଣ ରହିବା ବହୁତ ଆବଶ୍ୟକ ହୋଇଥାଏ ।

ସିମ୍ପ୍ଲିସୀଟି :- ସୀତା ମା ରାଜା ଜଙ୍କଙ୍କ ବଡ ଝିଅ ଥିଲେ । ମିଥିଳାର ସବୁ ବଡ ଓ ପ୍ରିୟା ରାଜ କୁମାରି ଥିଲେ । ତାହା ପରେ ମଧ୍ୟ ସୀତା ମାଙ୍କୁ ଦାମିକା କପଡା ସୁନା ଜିନିଷ ଏହି ସବୁ ଜିନିଷର ସଉକ ଅଧିକ ନଥିଲା । ସୀତା ମା ସବୁ ବେଳେ ନିଜ ଘ୍ଯନ ଓ ସାଧାରଣ ଗୁଣ ଲାଗି ସମସ୍ତଙ୍କ ହୃଦୟ ଜିତି ଥିଲେ । ଅଯୋଧ୍ୟର ମହାରାଣୀ ହେବା ପରେ ମଧ୍ୟ ମା ତାଙ୍କ ଜୀବନ ବହୁତ ସାଧରାଣ କପଡାରେ କଟାଇ ଦେଇଛନ୍ତି । ତାଙ୍କର ସାଧାରଣ ଭାବ ହିଁ ସମସ୍ତଙ୍କ ହୃଦୟ ଜିତି ପାରିଥିଲା । ଆଜି କଲି ଝିଅଙ୍କୁ ମଧ୍ୟ ଶିଖିବାର ଅଛି ସିମ୍ପ୍ଲିସିଟି ହିଁ ରିଅଲ ସୁନ୍ଦର ଅଟେ ।

ପତିବ୍ରତ :- ରାମଙ୍କ ସହିତ ବିବାହ ପରେ ମା ସିତାମଧ୍ୟ ରାମଙ୍କ ସହିତ ବନବାସ ଯାଇଥିଲେ । ସିତା ଚାହିଁ ଥିଲେ ଅଜୋଧ୍ୟା ମହଲରେ ଆରାମରେ ରହି ପାରିଥାନ୍ତେ କିନ୍ତୁ ମାତା ନିଜ ସ୍ବାମୀଙ୍କ ସହିତ ବନବସ ଯାଇଥିଲେ । ଯେବେ ରବଣ ସିତା ମାତାଙ୍କ ହରଣ କରିକି ନିଜ ରାଜ୍ୟ ଲଙ୍କା ନେଇଯାଇଥିଲେ ଓ ଲଙ୍କାର ମହାରାଣୀ ବନାଇବାର ପ୍ରସ୍ତାବ ଦେଇଥିଲେ ସୀତା ମା ରାବଣଙ୍କ ପ୍ରସ୍ତାବକୁ ମନା କରିଦେଇଥିଲେ । ଆଉ ତାଙ୍କର ସ୍ଵାମୀର ଅପେକ୍ଷାରେ ରହିଥିଲେ । ଏଥିରୁ ଜଣ ପଡୁଛିକି ମା ସିତା ବହୁତ ପତିବ୍ରତା ନାରୀ ଥିଲେ । ଏହି ଶିକ୍ଷା ମହିଳା ପୁରୁଷ ଦୁଇଜଣଙ୍କ ପାଇଁ ଅଟେକି ନିଜ ଜୀବନ ସାଥି ପ୍ରତି ବିଶ୍ଵସନୀୟ ରୁହନ୍ତୁ । ତାଙ୍କର ବିଶ୍ଵାସ କେବେବି ଭାଙ୍ଗନ୍ତୁ ନହିଁ ।

ଧର୍ଜ୍ୟ ଓ ଇଛା ଶକ୍ତି :- ଇତିହାସ ସାକ୍ଷୀ ରହିଛି ସୀତା ମାତାଙ୍କ ଭିତରେ କେତେ ଧର୍ଜ୍ୟ ଓ ଇଛା ଶକ୍ତି ରହିଥିଲା । ମା ସୀତା କେବେବି ପରିସ୍ଥିତିର ଦାସ ହୋଇନାହାନ୍ତି କି ଜୀବନରେ କେବେବି ହାର ମାନି ନାହାନ୍ତି । ଲଙ୍କାରେ ମା ସୀତା ବହୁତ ଦୁଃଖର ସାମ୍ନା କରିବାକୁ ପଡିଥିଲା । ଏହା ପରେ ମଧ୍ୟ ସୀତା ମା ରାବଣଙ୍କର ଗୋଟିଏ କଥା ମଧ୍ୟ ମାନି ନଥିଲେ । ଆଉ ସେ ଲଙ୍କାରେ ରହି ମଧ୍ୟ ପବିତ୍ର ରହିଥିଲେ । ଏଥିରୁ ଜଣା ପଡୁଥିଲା ମାତା ସିତାଙ୍କର କେତେ ଧର୍ଜ୍ୟ ଓ ଇଛା ଶକ୍ତି ଥିଲା । ଧର୍ଜ୍ୟ ସ୍ତ୍ରୀ ମାନଙ୍କର ଗହଣା ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *