ଗୋଟେ ବିବାହିତ ମହିଳାକୁ ଏହି 5ଟି ଗହଣା କେବେ ବି ପିନ୍ଧିବା ଉଚିତ ନୁହେଁ, ସ୍ଵାମୀର ଜୀବନ ଉପରେ ଆସେ ବିପଦ

ଜଣେ ବିବାହିତା ମହିଳାଙ୍କୁ ଏହି ତିନୋଟି ଜିନିଷ କେବେ କରିବା ଠିକ ନୁହେଁ । ନହେଲେ ଆପଣ ନିଜ ସ୍ଵାମୀର ମୃ-ତ୍ୟୁର କାରଣ ବନି ପାରନ୍ତି । ଆଜିର ଆଧିକ ଯୁଗରେ ମହିଳା ମାନେ ଏମିତି ଜିନିଷ ପିନ୍ଧି ଦଉଛନ୍ତି ତାଙ୍କୁ ମଧ୍ୟ ଏହି ବିଷୟରେ ଜଣା ନହିଁ । ଏହା ଦ୍ଵାରା ଜୀବନ ଉପରେ ନ-କ-ରା-ତ୍ମ-କ ପ୍ରଭାବ ପଡିଥାଏ । ପରିବାର ଓ ସ୍ଵାମୀ ଉପରେ ବିପଦ ଆସିଥାଏ । ଆସନ୍ତୁ ଜାଣିବା ସେହି ତିନୋଟି ଜିନିଷ କଣ ଅଟେ ଯାହା ମହିଳାଙ୍କୁ ପିନ୍ଧିବା ଉଚିତ ହୋଇନଥାଏ ଆଜି ଆମେ ଜାଣିବା ।

ଶାସ୍ତ୍ରରେ ସ୍ପଷ୍ଟ କୁହାଯାଇଚିକି କୌଣସି ବିବାହିତା ମହିଳାଙ୍କୁ କେବେବି ସଫା ଲୁଗା ପିନ୍ଧିବା ଠିକ ହୋଇନଥାଏ । ଏହା କରିବା ଦ୍ଵାରା ନିଜ ମାନ ସନମାନ ହାନି ହୋଇଥାଏ । ଆଜି କାଲିର ଏହି ଫ୍ୟାସନ ଯୁଗରେ ସୁନ୍ଦର ଦେଖାଯିବା ପାଇଁ ବହୁତ ମହିଳା ବହୁତ ସାରା ଏମିତି ଲିମିଟ କ୍ରଶ କରିଥାନ୍ତି ।

ଯାହା ବିଷୟରେ ଭାବିବା ମଧ୍ୟ ପାପର ବରାବର ହୋଇଥାଏ । ଧଳା ଶାଢୀ ପିନ୍ଧିବା ଦ୍ଵାରା ପଟି ବ୍ରତା ଧର୍ମ ପୁରା ଖତମ ହୋଇଯାଇଥାଏ । ଆଉ ସମ୍ପର୍କରେ ନ-କ-ରା-ତ୍ମ-କ ଊର୍ଜାର ସଂଚାର ହୋଇଥାଏ । କାରଣ ଏହି ରିବାଜ ବିଧବାର ରୂପ ହୋଇଥାଏ । ଏଥିରେ ଆପଣ ସ୍ଵାମୀର ମୃ-ତ୍ୟୁର କାରଣ ବନିପାରନ୍ତି । ଏହି ଆଧୁନିକ ଯୁଗରେ ମହିଳା ସୁନ୍ଦର ଦେଖାଯିବା ପାଇଁ ପଦରେ ପାଉଁଜି ଓ ଆଙ୍ଗୁଠିରେ ସୁନାର ପିନ୍ଧିଥାନ୍ତି ।

ଯାହା ବିବାହିତା ମହିଳା ପାଇଁ ବହୁତ ଅଶୁଭ ହୋଇଥାଏ । ପାଦରେ ସୁନାର ଜିନିଷ ପିନ୍ଧିଲେ କୁବେର ମହାରାଜଙ୍କ ଅପମାନ ହୋଇଥାଏ । ଯାହା ଦ୍ଵାରା ଆପଣଙ୍କ ପରିବାର ସହିତ ସମ୍ପର୍କ ଖରାପ ହୋଇପାରେ । ଆଉ ବହୁତ ସାରା ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡିଥାଏ । ଶେଠୀ ପାଇଁ ସୁନାକୁ କେବେବି ପାଦରେ ପିନ୍ଧିବା ଠିକ ହୋଇନଥାଏ । ହିନ୍ଦୁ ଧର୍ମରେ ସିନ୍ଦୁର ଓ ମଙ୍ଗଳ ସୂତ୍ର ବିନା ବିବାହ ଅଧା ହୋଇଥାଏ । ହିନ୍ଦୁ ମହିଳାଙ୍କ ପାଇଁ ସିନ୍ଦୁର ସୁହାଗର ନିଶାନି ହୋଇଥାଏ । ଏହା ନିଜ ସ୍ଵାମୀର ଖୁସି ସହିତ ଯୋଡି ହୋଇଥାଏ ।

ଏମିତିରେ ଯେଉଁ ମହିଳା ବିବାହିତା ହୋଇ ମଧ୍ୟ ସିନ୍ଦୁର ଲଗାଇ ନଥାଏ ଦୁନିଆର ସବୁଠୁ ବଡ ପାପ ହୋଇଥାଏ । ଆପଣଙ୍କର ଏହି ପବିତ୍ର ସଂପର୍କକୁ ଲୋକ ଖରାପର ନାମ ମଧ୍ୟ ଦେଇପାରନ୍ତି । ଶେଥି ପାଇଁ ମଥାରେ ସିନ୍ଦୁର ଲଗାଇବା ବହୁତ ଆବଶ୍ୟକ ହୋଇଥାଏ । ଆଉ ମଙ୍ଗଳସୂତ୍ରର ମଧ୍ୟ ବହୁତ ମହତ୍ଵ ରହିଛି । ମଙ୍ଗଳ ସୁତ୍ରର ହଳଦୀ ଅଂଶ ମା ପାର୍ବତୀ ଓ କଳା ଭାଗ ଭଗବାନ ମହାଦେବ ହୋଇଥାନ୍ତି । ବିବାହ ପରେ ମଧ୍ୟ ଯେଉଁ ମହିଳା ମଙ୍ଗଳ ସୂତ୍ର ପିନ୍ଧି ନଥାଏ ତେବେ ତାହା ବହୁତ ବଡ ପାପ ହୋଇଥାଏ ।

Leave a Reply

Your email address will not be published. Required fields are marked *