ଧନର ବର୍ଷା କରୁଥିବା ଫୁଲ, କରନ୍ତୁ ଏହି ଉପାୟ ଆସିବ ଏତେ ପଇସା କି ସମ୍ଭାଳି ପାରିବେନି- Ajira Anuchinta

ଆପଣ ମାନେ ଜାଣିଥିବେ କି ଅପରାଜିତା ଫୁଲ ହେଉଛି ଭଗବାନ ଶିବଙ୍କ ଅତି ପ୍ରିୟ ଏହାକୁ ଅନେକ ଲୋକ ମାନେ ନୀଳକାନ୍ତ ବୋଲି ମଧ୍ୟ କୁହନ୍ତି । କେବଳ ଏତିକି ନୁହେଁ ଏହାକୁ ମା ଦୂର୍ଗା ଙ୍କୁ ମଧ୍ୟ ଅର୍ପଣ କରାଯାଏ । କୁହାଯାଏ କି ଅପରାଜିତା ହେଉଛି ଭଗବାନ ଶିବ ଓ ମା ପାର୍ବତୀ ଙ୍କ ପ୍ରତୀକ । ତେଣୁ ଏହାକୁ ସବୁ ଜାଗାରେ ଦେଖିବା ପାଇଁ ମିଳେ କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ଆଡେ ଆପଣ ଦେଖିବା ପାଇଁ ପାଇବେ ଏହାକୁ ।

ଏହାକୁ ସବୁ ଜାଗାରେ ଦେଖିବା ପାଇଁ ମିଳେ । ଏହା ଏକ ଲଟା ଜାତୀୟ ଉଦ୍ଭିଦ ଅଟେ । ଏହା ସହ ଆପଣ ଜାଣିଥିବେ କି ଏହାକୁ କିଛି ଉପାଯରେ ମଧ୍ୟ ବ୍ୟବହାର କାରାଯାଏ । ଆସନ୍ତୁ ଜାଣିବା ଏହା କଣ କଣ ଅଟେ । ଏହି ଫୁଲକୁ କିଭଳି ଭାବେ ଆମେ ବ୍ୟବହାର କରି ପାରିବା ।

କିନ୍ତୁ ଏହାକୁ କରିବା ବେଳେ ଆପଣଙ୍କୁ କେହି ନ ଦେଖିଲେ ଭଲ କିମ୍ବା କେହି ଆପଣଙ୍କ ସହ କଥା ନ ହେଲେ ଆହୁରି ଭଲ । ଆପଣ ଙ୍କ ଘରେ ଯଦି ଚିନ୍ତା ଥାଏ କିମ୍ବା କିଛି ଅଶୁଭ ନଜର ଥିବାର ଆପଣ ଭାବୁ ଥିବେ ତେବେ ଆପଣ ଏହାର ଏକ ହାର ବନେଇକି ଏହାକୁ ଦୁଆର ମୁହଁ ରେ ଟଙ୍ଗେଇ ଦିଅନ୍ତୁ । ଦେଖିବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଏହି ଫୁଲକୁ ବିଷ୍ଣୁ ପ୍ରିୟା କୁହାଯାଏ ।

ଏହା କେବଳ ଶିବ ଭଗବାନ ଙ୍କ ପ୍ରିୟ ତାହା ନୁହେଁ ଏହା ଭଗାବାନ ହନୁମାନ ଜି ଙ୍କର ମଧ୍ୟ ପ୍ରିୟ ଅଟେ । ଏହା ତନ୍ତ୍ର ମନ୍ତ୍ର କୁ ମଧ୍ୟ ଦୂର କରିଥାଏ । ଯଦି ଏହାକୁ ହନୁମାନ ଜି ଙ୍କୁ ଚଢାଇ ବା ପରେ ଏହାକୁ ଆଣି ଘର ଦୁଆର ମୁହଁ ରେ ରଖିବା କିମ୍ବା ଟଙ୍ଗାଇବା ତେବେ ଏହହା ଖୁବ ଭଲ ପରିଣାମ ଦେବ । କେବଳ ସେତିକି ନୁହେଁ ଆପଣ ଯଦି ଏହାକୁ ସୋମ ବାର କିମ୍ବା ଶନି ବାର ଦିନ 5 ଟି ଫୁଲ ତୋଳି ଏହାକୁ ନେଇ ପାଣିରେ ଭସାଇ ଦେଇ ଆସିବେ ।

ମନେ ରଖନ୍ତୁ ଏହା କରିବା ବେଳେ କେହି ଜେଭଳି ଆପଣଙ୍କୁ ନ ଦେଖନ୍ତୁ । ଶେଥି ପାଇଁ ଧ୍ୟାନ ଦିଅନ୍ତୁ । ଘରକୁ ଆଶୀ ନିଜ ଇଷ୍ଟ ଦେବା ଦେବୀଙ୍କୁ ଧ୍ୟାନ କରନ୍ତୁ ଏଭଳି କରିବା ଦ୍ଵାରା ଧନର ସମସ୍ଯା ଦୂର ହୋଇ ଥାଏ । ଏହି ନିୟମ କୁ ଆପଣ ପାଞ୍ଚ ଦିନ ଯାଏ ନିୟମିତ କରନ୍ତୁ । ଜାଡ୍ୟ ଆପଣ ନିଜ ମନ ଇଚ୍ଛା ଚାକିରି ପାଇବା ପାଇଁ ଆପଣ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଆପଣ ଛାହୁ ଥିବା ଚାକିରି ଆପଣଙ୍କୁ ମିଳି ଜୀବ ।

ଯେଉଁ ମାନେ ଏହା ଚାହାଁନ୍ତି ସେମାନେ ୧୧ ଟି ଅପରାଜିତା ଫୁଲ ନେଇଇ ମା ଦୂର୍ଗା ଙ୍କୁ ଅରପଣ କରନ୍ତୁ ସେହି ଯାଏ ଅରପଣ କରନ୍ତୁ ଯେଉଁ ଯାଏ ଆପଣଙ୍କ ମନସ୍କାମନା ପୂରଣ ନ ହୋଇଛି । ଆପଣ ଏହାକୁ ନବ ରାତ୍ରି ରେ କରନ୍ତୁ । ଯଦି ଆପଣ ଏହାକୁ ନବ ରାତ୍ର ରେ କରି ପାରି ନାହାନ୍ତି ଏହା ସଋ ଯାଇଛି ତେବେ ଆପଣ ଏହାକୁ ପ୍ରତେକ ମଙ୍ଗଲ ବାର ଦିନ କରି ପାରିବେ ।

Leave a Reply

Your email address will not be published. Required fields are marked *