ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କେଉଁ ସ୍ତ୍ରୀ ଙ୍କ ସହ କେବେ ବି ବିବାହ କରିବା ଉଚିତ ନୁହେଁ ?

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ କୁ ବହୁତ ପବିତ୍ର ସମ୍ପର୍କ ମାନାଯାଏ । ଏହା ଏମିତି ଏକ ସମ୍ପର୍କ ହୋଇଥାଏ ଯାହା ସତ ଜନ୍ମ ପାଇଁ ସାଥ ଦେବାକୁ ବଚନ ଦେଇଥାନ୍ତି । ଏଥିପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ଲକ୍ଷଣ ଓ ସ୍ଵଭାବ ସଠିକ ଦିଶା ରେ ରହିବା ଉଚିତ । ଆଜି ଆମେ ଆପଣଙ୍କୁ ଏମିତି କିଛି ସ୍ତ୍ରୀ ଙ୍କ ବିଷୟରେ କହିବୁ ଯାହାଙ୍କୁ କେବେ ବି ନିଜ ସ୍ତ୍ରୀ ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଏ ବିଷୟରେ ଚାଣକ୍ୟ ନୀତି ରେ ବିଶେଷ ଭାବେ ଉଲେଖ କରା ଯାଇଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

1- ବାହାରର ସୁନ୍ଦରତା : ଚାଣକ୍ୟ ନୀତି ଅନୁଯାୟୀ କେବେ ବି କୌଣସି ପୁରୁଷ ଙ୍କୁ ସ୍ତ୍ରୀ ଙ୍କର ବାହାରର ସୁନ୍ଦରତା ପରଖିବା ଉଚିତ ନୁହେଁ । କାରଣ ଏହା ଜରୁରୀ ନୁହେଁ କି ଯେଉଁ ନାରୀ ବାହାରୁ ସୁଦନ୍ର ଦେଖାଯାଏ ସେ ଭିତର ମନ ରୁ ମଧ୍ୟ ସେତିକି ସୁନ୍ଦର ହୋଇଥିବ । ତେଣୁ କୌଣସି ନାରୀ କୁ ବିବାହ କରିବା ପୂର୍ବରୁ ସ୍ତ୍ରୀ ର ବାହାରର ସୁନ୍ଦରତା ସହ ହୃଦୟର ସୁନ୍ଦରତା କୁ ପରଖିବା ଉଚିତ ।

2- ଲୋଭୀ ସ୍ତ୍ରୀ : ଆମ ସମାଜ ରେ ଏମିତି କିଛି ସ୍ତ୍ରୀ ଅଛନ୍ତି ଯେଉଁ ମାନେ ଅନ୍ୟ ପଛରେ ଗୋଡାଇ ଥାନ୍ତି । ଏଭଳି ସ୍ତ୍ରୀ ଙ୍କୁ ନିଜ ସ୍ଵାମୀ ଙ୍କ ଅପେକ୍ଷା ପଇସା, ଅଳଙ୍କାର, ଘରଦ୍ଵାର ର ମହତ୍ଵ ଅଧିକ ଦେଖାଯାଏ । ଚାଣକ୍ୟ ନୀତି ଅନୁଯାୟୀ ପୁରୁହ ଙ୍କୁ ଏବେ ବି ଏଭଳି ଲକ୍ଷଣ ଥିବା ସ୍ତ୍ରୀ ଙ୍କୁ ବିବାହ କରିବା ଉଚିତ ନୁହେଁ । କାରଣ ଏଭଳି ନାରୀ ସ୍ଵାମୀଙ୍କର ପଇସା ଅଯଥା ବରବାତ କରିଥାନ୍ତି ।

3- ନେଗେଟିଭ ଚିନ୍ତାଧାରା କରୁଥିବା ସ୍ତ୍ରୀ : ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଜୀବନ ସାରା ରହିବା ପାଇଁ ହୋଇଥାଏ । ଏଣୁ ଜୀବନ ସାଥି ଏମିତି ହେବା ଉଚିତ ଯିଏ ସର୍ବଦା ଆତ୍ମବିଶ୍ଵାସ ବଢାଉ ଥିବେ । କିଛି ନୂଆ ଓ ଭଲ କରିବା ପାଇଁ ପ୍ରେରିତ କରିବା ଉଚିତ । କିନ୍ତୁ ଏମିତି ବି ସ୍ତ୍ରୀ ଅଛନ୍ତି ଯିଏ ସର୍ବଦା ଅସନ୍ତୁଷ୍ଟ ଓ ନାକାରାତ୍ମକତା ରହିଥାନ୍ତି । ଏମିତି ସ୍ତ୍ରୀ ନିଜ ଭାଗ୍ୟକୁ ଦୋଷ ଦେଇଥାନ୍ତି ଯାହା କାରଣରୁ ସ୍ଵାମୀ ର ମନୋବଳ ଭାଙ୍ଗି ଯାଇଥାଏ ।

ଯାହା ଫଳରେ ସ୍ଵାମୀ ଭବିଷ୍ୟତରେ କୌଣସି କାମରେ ଉନ୍ନତି କରିପାରେ ନାହିଁ । ତେଣୁ ଚାଣକ୍ୟ ନୀତି ଅନୁଯାୟୀ ଏମିତି ସ୍ତ୍ରୀଙ୍କୁ ଭୁଲରେ ବି ବିବାହ କରିବା ଅନୁଚିତ । ନେଚେତେ ସବୁ ଦିନ ପାଇଁ ଘରୋଇ ସମସ୍ୟାରେ ପୁରୁଷ ଫସିଯିବ । ତେଣୁ ନାରୀ କୁ ବିବାହ କରିବା ପୂର୍ବର ରୁ ପ୍ରଥମେ ତାର ଗୁଣ, ଚରିତ୍ର, ଲକ୍ଷଣ, ସ୍ଵଭାବ ବିଷୟରେ ଭଲ ଭାବେ ପରଖିବା ଉଚିତ ।

ଏମିତି କି ସ୍ତ୍ରୀ ର ଅତୀତ ବିଷୟରେ ମଧ୍ୟ ଜାଣି ନେବା ଉଚିତ । ଏହି 4ଟି ଲକ୍ଷଣ ଥିବା ସ୍ତ୍ରୀ ଙ୍କୁ କେବେ ବି ବିବାହ କରିବା ଉଚିତ ନୁହେଁ । ନ ହେଲେ ଜୀବନ ବରବାତ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସାହା ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *