ମାଛ ଖାଉଥିବା ଲୋକମାନେ ନିଶ୍ଚୟ ଦେଖନ୍ତୁ, ଖାସ କରି ମାଛ ମୁଣ୍ଡ ଖାଉଥିଲେ ଜାଣନ୍ତୁ ଭୟଙ୍କର କଥା- Health Tips

ଖାଦ୍ଯର କଥା ଆସିଲେ ଆମେ ଜାଣି ଯିବା କି ଆମେ ଯାହା ଭି ଖାଉ ଏହା ଆମ କୁ ରୁଚି ଲାଗିଲେ ଖାଇବାର ମଜା ଅଧିକ ହୋଇ ଯାଇ ଥାଏ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା ଦୁନିଆ ରେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ଖାଇବା କୁ ଖୁବ ଭଲ ପାଇ ଥାନ୍ତି । ଆଜି ଆମେ କହିବା କି ଖାଇବା କୁ ଆହୁରି ଭଲ କରି ବନେଇବା ପାଇଁ ଅନେକ ପ୍ରକାର ମସଲା ମଧ୍ୟ ପ୍ରୟୋଗ କରା ଯାଇ ଥାଏ ।

ଯାହା ଦ୍ଵାରା ଆମେ ଜାଣିଛେ କି ଏହା ଆମ ଖାଦ୍ଯ କୁ ଖୁବ ଭଲ ସ୍ଵାଦ ଦେଇ ଥାଏ । ଆମେ ଯଦି ଖାଦ୍ଯର ଅନାଦର କରି ଥାଉ ତେବେ ଏହା ଆମ ପାଇଁ ଖରାପ ହୋଇ ଥାଏ । କାରଣ ହେଉଛି କି ଆମେ ଯାହା ଭି ଖାଇ ଥାଉ ଏହା ଆମ ଶରୀର ପାଇଁ ଅଧିକ ଆବଶ୍ୟକ ଅଟେ । ଆମେ ଯାହା ଭି ଖାଉଛେ କିମ୍ବା ଆମେ ଯାହା ଭି ଖାଦ୍ଯ ହିସାବରେ ଗ୍ରହଣ କରୁଛେ ଏହା ଆମ ପାଚନ ଶକ୍ତି କୁ ବଢାଇ ଥାଏ ଓ ଆମ ଶରୀର କୁ ପୋଷଣ ଦେଇ ଥାଏ ।

ତେବେ ଖାଇବା ଭିତରେ କିଛି ଲୋକମାନେ ସାଧା ଖାଇବା ଅପେକ୍ଷା ଆ-ମି-ଷ ଖାଇବା ପାଇଁ ଅଧିକ ପସନ୍ଦ କରି ଥାନ୍ତି କିନ୍ତୁ ଯଦି ଦେଖିବା ପାଇଁ ଯିବା ତ କିଛି ଲୋକମାନେ ଆ-ମି-ଷ ମଧ୍ୟରେ ମଧ୍ୟ କିଛି ପ୍ରକାର ଆ-ମି-ଷ ଭକ୍ଷଣ କରି ଥାନ୍ତି । ସାଧାରଣ ଭାବେ ଦେଖିବା ପାଇଁ ଗଲେ ବହୁ ଲୋକମାନେ ମାଛ ଖାଇବା ପାଇଁ ଭଲ ପାଇ ଥାନ୍ତି ଓ ଅନେକ ଲୋକ ମାନେ ଏହାକୁ ଖାଇବା ପାଇଁ ଭଲ ପାନ୍ତି ନି । ଆଜି ଆମେ କହିବା କି ଆପଣ ମାନେ ଯଦି ଆପଣ ମାନେ ମାଛ ଭି କ୍ଷାନ୍ତି ତ କିଛି ଜଣ ଏହାର ମାଝି କିମ୍ବା ମାଂ-ସ ଭାଗକୁ ଖାଇ ନଥାନ୍ତି କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି ଜଣ ଏହାର ମୁ-ଣ୍ଡକୁ ଜମାରୁ ଖାଇ ନଥାନ୍ତି ।

ଆଜି ଆମେ ଆପଣ ଙ୍କୁ କହିବୁ କି କେଉଁ ପ୍ରକାର ରେ ମାଛ ମୁନାଦ ଆମ ପାଇଁ ଦରକାରୀ ହୋଇ ଥାଏ ଓ ଏହାକୁ ଖାଇବା କାହିଁକି ଭଲ ହୋଇ ଥାଏ । ପ୍ରଥମ ଲାଭ ଆପଣ ଭୁଲିଯିବା ଅଭ୍ୟାଶ ରହିଛି ଆପଣ ଜିନିଷ କୁ ଏଠାରେ ସ୍ଥାରେ ରଖିକି ଆପଣ ଭୁଲି ଯାଉ ଛନ୍ତି ତେବେ ଆପଣ ମାଛ ମୁ-ଣ୍ଡ କ୍ଷା-ନ୍ତୁ । ଆପଣ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଆଖିର ଶକ୍ତି ଖୁବ ଭଲ ହୋଇ ଥାଏ ଓ ଏହା ଦ୍ଵାରା ଆପଣ ସ୍ପଷ୍ଟ ଦେଖି ପାରିବେ । ଯେଉଁ ମାନଙ୍କ ପେଟରେ ଷ୍ଟୋନ ହୋଇଥାଏ । ତେବେ ଏହା ଖାଇବା ଦ୍ଵାରା ଆପଣଙ୍କ ଷ୍ଟୋନ ଭଲ ହୋଇ ଜୀବ । ଏହା ପରିସ୍ରା ପଟେ ବାହାରକୁ ବାହାରି ଯାଇ ଥାଏ । ଏଥିରେ ଓମେଗା – 3 ଥିବା ରୁ ଏହା ଆମ ପାଇଁ ଖୁବ ଦର କାରୀ ଅଟେ । ତେବେ ଏହା କେତେ ଜରୁରୀ ଆପଣ ଜାଣି ପାରୁ ଥିବେ । ତେଣୁ ଆପଣ ଏହାକୁ ଖାଇବା ଆଦରକାର ହୋଇ ଥାଏ ।

Leave a Reply

Your email address will not be published. Required fields are marked *