ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବର ଜାଣନ୍ତୁ ତାଙ୍କ ମନରେ କଣ ଅଛି- PERSONLITY TEST

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 1ରୁ 9 ସଂଖ୍ୟା । ଧ୍ୟାନ ରଖିବେ ଆପଣ ସଂଖ୍ୟା ବାଛିବା ସମୟରେ ଭଗବାନ ହନୁମାନ ଙ୍କ ନାମ ନିଅନ୍ତୁ । ଆଖି ବନ୍ଦ କରି ହାତ ର ତର୍ଜନୀ ଆଙ୍ଗୁଠି ରଖିକି ବାଛନ୍ତୁ । ଏହା ପରେ ଆପଣ ନିଜର ଭବିଷ୍ୟତ ଜାଣି ପାରିବେ । ଆଖି ବନ୍ଦ କରି କୌଣସି ଗୋଟେ ସଂଖ୍ୟା ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟ । 1- ଯଦି ଆପଣ 1 ନମ୍ବର ବାଛିଛନ୍ତି ତେବେ ଆପଣଙ୍କର ସୌଭାଗ୍ୟ ହୀନତାର ସମୟ ଚାଲୁଅଛି । ଶରୀରରେ ରୋଗ ଯନ୍ତ୍ରଣା ଓ କଷ୍ଟ ଭୋଗ କରୁଛନ୍ତି । ଯାହା ଅର୍ଥ ଆସୁଛି ତାହା ଚାଲି ଯାଉଛି ।

2- ଆପଣଙ୍କୁ 2 ନମ୍ବର ସଂଖ୍ୟାଟି ପସନ୍ଦ ଆସିଥିଲେ ଆପଣଙ୍କର ବର୍ତ୍ତମାନ ଗ୍ରହ ଦଶା ଭଲ ନାହିଁ । ବହୁ ଅର୍ଥ ବ୍ୟୟ ହୋଇ ଯାଇଛି । ପାରିବାରିକ ଆସନ୍ତି ଦେଖା ଯାଉଛି । ଆପଣଙ୍କ ପାଇଁ ମଙ୍ଗଳମୟ ସମୟ ଆସୁଛି ।

3- ଆପଣ 3 ନମ୍ବରଟି ବାଛିଛନ୍ତି  ତେବେ ଶରୀର ଆରୋଗ୍ଯ ଲାଭ ହେବ । ଯାହା ଚିନ୍ତା କରୁଛନ୍ତି ତାହା କରିବେ । ସର୍ବ କାର୍ଯ୍ୟରେ ସିଦ୍ଧି ଲାଭ କରିବେ । କମ ସମୟରେ ସବୁ କାମ ପ୍ରାପ୍ତ ହେବ । ଏଥର ଶତ୍ରୁ ପରାଜୟ ହେବେ ।

4- ଆପଣ ପ୍ରଥମ ନଜରରେ 5 ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କର ବର୍ତ୍ତମାନ ସମୟ ବିପଦମୟ ରହିଛି । ନାନା ବିବାଦ ଲାଗିଛି । ସମ୍ମାନ ହାନି ହେଉଛି । ଲୋକେ ଆପଣଙ୍କୁ ମାନୁ ନାହାନ୍ତି ।

5- ଆପଣ 5 ନମ୍ବରଟି ବାଛିଥିଲେ ପରିବାରରେ ଯେଉଁ ରୋଗ ସମସ୍ଯା ଚାଲିଛି ତାହା ଦୂର ହେବ । ଜାତକରେ 3ଟି ଗ୍ରହ ଦୁର୍ବଳ ଅଛନ୍ତି । ସନ୍ତାନଙ୍କ ପାଇଁ ସୁଖ ପାଇଁ ବ୍ୟଥିତ ଅଛନ୍ତି । ଚିନ୍ତା ଦୂର ହେବ । ମହାଦେବଙ୍କ ଦର୍ଶନ କରିଲେ ମନ୍ଦ ଦଶା ଶେଷ ହେବ ।

6- 6 ନମ୍ବରକୁ ଯେଉଁ ମାନେ ବାଛିଛନ୍ତି ଆପଣଙ୍କର ଜୀବ ପାଇଁ ଯେଉଁ ଚିନ୍ତାରେ ଅଛନ୍ତି ତାହା ଦୂର ହେବ । ସବୁ ବିପଦରୁ ତ୍ରାହି ପାଇବେ । ଆର୍ଥିକ ସ୍ଥିତି ଭଲ ରହିବ । ଗ୍ରହ ପୀଡା ଦୂର ହେବ । ଶତ୍ରୁ ପରାଜୟ ବରଣ କରିବେ । ଆଗାମୀ ମାସରେ କର୍ମ ର ଉନ୍ନତି ହେବ । ଆପଣଙ୍କର ଭାବନା ଅଧିକ ରହିଛି ।

7- ଆପଣ 7 ନମ୍ବରଟି ବାଛିଛନ୍ତି ଆପଣଙ୍କ ଜୀବନରେ ମନ୍ଦ ଗ୍ରହ ବାଧା ସୃଷ୍ଟି କରୁଛନ୍ତି । ଏହାର ଫଳ ସ୍ୱରୂପ ଆପଣ ପୀଡା ପାଉଛନ୍ତି । ଅର୍ଥ ହାନି, ଅସମ୍ମାନ ହେଉଛି । ଦୈନଦିନ ଶିବ ଦର୍ଶନ କରନ୍ତୁ ।

8- 8 ନମ୍ବରକୁ ବାଛିଥିବା ବ୍ୟକ୍ତିଙ୍କର ଶୁଭ ସମୟ ଆସିଗଲାଣି । ବ୍ଯାକୁଳତା ଦୂର ହେବ । ରୋଗରେ ପଡି ଅର୍ଥ ବ୍ୟୟ କରିଲେ । ମାନ ସମାନ ହରାଇଛନ୍ତି ।

9- ଆପଣ 9 ସଂଖ୍ୟାକୁ ବାଛିଛନ୍ତି ତେବେ ମନରେ ଥିବା ଚିନ୍ତାକୁ ପରିହାର କରନ୍ତୁ । କ୍ଷତି ହୋଇଥିବା ଟଙ୍କା ପଇସା ଫେରି ପାଇବେ । ପାରିବାରିକ ସମସ୍ୟାର ନିବାରଣ ହେବ । ସ୍ତ୍ରୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *