ପ୍ରଶ୍ନ- ଅମୃତଭଣ୍ଡା ଗଛ ଲଗାଇଲେ ଘରକୁ କଣ ଆସିଥାଏ ? ଏହା ସହ 15+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ପୃଥିବୀ ବ୍ଯତୀତ ଅନ୍ୟ କେଉଁ ଗ୍ରହରେ ଜୀବନ ସମ୍ଭବ ହୋଇଥାଏ ?

ଉତ୍ତର- ମଙ୍ଗଳ ଗ୍ରହ ।

2- ସବୁଠାରୁ ବୁଦ୍ଧିମାନ ଫଳ ର ନାମ କଣ ?

ଉତ୍ତର- ଚେରି ।

3- ଧୁଳି ପ୍ରଦ୍ୟୁଷଣ ରୋକିବାରେ କେଉଁ ଗଛ ସହାୟକ ହୋଇଥାଏ ?

ଉତ୍ତର- ଓସ୍ତ ଗଛ ।

4- ଭୋକ ଲାଗିଲେ କେଉଁ ପଶୁ ନିଜ ଶରୀରକୁ ଖାଇପାରେ ?

ଉତ୍ତର- ମୂଷା ।

5- କେଉଁ ପକ୍ଷୀ ମଣିଷର ମାଂସ ଖାଇଥାଏ ?

ଉତ୍ତର- ଶାଗୁଣା ।

6- କଣ ଲଗାଇଲେ ପାଟି ଘା ଗୋଟିଏ ଦିନରେ ଭଲ ହୋଇଯାଏ ?

ଉତ୍ତର- ଘିଅ ।

7- କେଉଁ ଗଛ ତଳେ ମଣିଆ ସୋଇଲେ ମଣିଷ ମରି ଯାଇପାରେ ?

ଉତ୍ତର- ନିମ ଗଛ ।

8- ହୀରା କୁ କାଟିବା ପାଇଁ କାହାର ବ୍ୟବହାର କରାଯାଏ ?

ଉତ୍ତର- ପାଣି ର ।

9- କେଉଁ ଦେଶରେ ଚା ପିଇବା ଆରମ୍ଭ ହୋଇଥିଲା ?

ଉତ୍ତର- ଚୀନ ।

10- ସିଝା ଆଳୁ ଖାଇଲେ କଣ ଜଲ୍ଦି ବଢିଥାଏ ?

ଉତ୍ତର- ଓଜନ ।

11- କେଉଁ ଦେଶରେ ଗୋଟେ ବି ପିମ୍ପୁଡି ନାହାନ୍ତି ?

ଉତ୍ତର- ଫିନଲ୍ୟାଣ୍ଡ ।

12- କେଉଁ ପ୍ରାଣୀ ଲୁହା କୁ ଖାଇଲେ ବି ହଜମ କରି ଦିଏ ?

ଉତ୍ତର- କୁମ୍ଭୀର ।

13- ଦାନ୍ତ ମୂଳରେ କଣ ଲଗାଇଲେ ଦାନ୍ତ ରୁ ରକ୍ତ ବାହାରିବା କମିଯାଏ ?

ଉତ୍ତର- ହଳଦୀ ।

14- ଖାଇ ସାରିବା ପରେ ସଙ୍ଗେ ସଙ୍ଗେ କଣ କରିବା ଉଚିତ ନୁହେଁ ?

ଉତ୍ତର- ପାଣି ପିଇବା ।

15- କେଉଁ ପଶୁ ଛୋଟ ଛୁଆ ଙ୍କ ପରି କାନ୍ଦିଥାଏ ?

ଉତ୍ତର- ଭାଲୁ ।

16- କଣ ଖାଇଲେ ଶରୀରର କ୍ଷତ ଜଲ୍ଦି ଭଲ ହୋଇଥାଏ ?

ଉତ୍ତର- ବାଦାମ ।

17- ଅମୃତଭଣ୍ଡା ଗଛ ଲଗାଇଲେ ଘରକୁ କଣ ଆସିଥାଏ ?

ଉତ୍ତର- ସାପ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *