ଆଜି ରାତିରୁ 5ଟି ରାଶି ଉପରେ ହେବ ଶନିଦେବଙ୍କ କୃପା ଭାଗ୍ୟ ବଦଳିଯିବ

ଆମେ ଜାଣିଛେ କି ଭଗବାନ ଆମକୁ ନିଜ ନିୟନ୍ତ୍ରଣ ରେ ର୍ରଖିବା ପାଇଁ ଆମ ପାଇଁ ନବ ଗ୍ରହର ନିର୍ମାଣ କରିଛନ୍ତି । ଆମେ ସବୁ ପ୍ରକାର ଗ୍ରହ ଦେବ ମାନଙ୍କ ଆଗରୁ କେବଳ ଗୋଟେ ଦେବଙ୍କୁ ଡଋ ଥାଉ ଯାହା ହେଉଛି ଭଗବାନ ଶନି ଦେବ । ତାଙ୍କୁ ଆମେ ସାଧାରଣ ଭାବେ ଡଋ ଥାଉ । ଏହି ଦେବଙ୍କୁ ଡରିବାର କାରଣ ହେଉଛି ଭଗବାନ ଶନି ଦେବ ପ୍ରତେକ ଲୋକଙ୍କୁ ନିଜକୁ କର୍ମ ଅନୁସାରେ ଫଳ ଦେଇ ଥାନ୍ତି । ତେଣୁ ଏହା ପାଇଁ ପାପୀ ଲୋକମାନେ ହିନ ଏହାକୁ ଦରିଥାନ୍ତି ।

କାରଣ ହେଉଛି କି ଯେଉଁ ମାନେ ଖରାପ କାମ କରନ୍ତି ସେମାନେ ସାଢେସାତ ଶନି ପଡିବା ସମୟରେ ଯେଉଁ ମାନେ ଖରାପ କାମ କରନ୍ତି ସେମାନେ ଖରାପ ପରିଣାମ ପାଇଥାନି ।

ତେଣୁ କରି ଦେଖିବା ପାଇଁ ଗଲେ ଯେଉଁ ମାନେ ବହଗବାନ ଙ୍କୁ ଆରାଧନା କରନ୍ତି କିନ୍ତୁ ଅନ୍ୟମାନଙ୍କ ଉପରେ ଖରାପ ବ୍ୟବହାର କରନ୍ତି ସେମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇ ନଥାନ୍ତି । ଆମେ ଯେଉଁ ଭି କାମ କରୁ ତାହାର ପରିଣାମ ଆମେ ନିଶ୍ଚୟ ଭୋଗ କରୁ । ଭଗବାନ ଶନି ଦେବ ହେଉଛନ୍ତି ଖୁବ ଦୟାମୟ ସେ ସବୁ ବେଳେ ସେହି ବ୍ୟକ୍ତି ମାନଙ୍କୁ ଦୟା କରନ୍ତି ଯେଉଁ ମାନେ ଶନି ଦେବଙ୍କ ଆରାଧନା ସହ ପଶୁ ଓ ପକ୍ଷୀ ମାନଙ୍କ ଉପରେ ଦୟା କରନ୍ତି ଦାନ ଦକ୍ଷିଣ କରନ୍ତି ଓ ଏହା ସହ ସେ କେଉଁ ଭଳି ଭାବେ ନିଜ ଠାରୁ ବଡ ଓ ସାନ ମାନଙ୍କୁ ବ୍ୟବହାର କରୁଛି ତାହା ମଧ୍ୟ ସେ ଦେଖି ଆମକୁ ଫଳ ଦେଇ ଥାନ୍ତି ।

କୁହାଯାଏ କି ଭଗବାନ ଶନି ଦେବଙ୍କୁ ଆରାଧନା କରିବା ସହ ଯଦି ହନୁମା ଜି ଙ୍କୁ ଆରାଧନା ଅକରୁ ତେବେ ଆମେ ଭଲ ପରିଣାମ ପାଇ ପାରିବା । ଆଜି ଆମେ କହିବା ପାଇଁ ଯାଉଛୁ ଏହି ଭଳି ପାଞ୍ଚଟି ରାଶି ଏହି ଭଳି ଅଛନ୍ତି ଯେଉଁ ମାନେ ଭଗବାନ ଶନି ଦେବଙ୍କ କୃପା ପାଇବା ପାଇଁ ଯାଉଛନ୍ତି । ଏହି ରାଶିର ଲୋକମାନେ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ଏମାନେ ଖୁବ ଧନବାନ ହେବା ପାଇଁ । ଏମାନେ ଚାହୁଁଥିବା ଚାକିର ମିଳିଯିବ । ଯେଉଁ ମାନେ ପ୍ରେମ ସମ୍ପର୍କ ରେ ଅଛନ୍ତି ସେମାନେ ଏବେ ନିଜ ସମ୍ପର୍କ କୁ ଆଗକୁ ନେଇ ପାରିବେ ।

ଯେଉଁ ମାନେ କିଛି କାମକୁ ଅଧା କରି ଦେଇଛନୃ ସେମାନେ ଏହାକୁ ପୂରଣ କରିନେବେ । ଯେଉଁ ମାନେ ଦାଂପତ୍ଯ ଜୀବନରେ ଥିବା ସବୁ ସମସ୍ଯା ଦୂର ହୋଇଯିବ । ଯେଉଁ ମାନେ ସରକାର କାମରେ ଅଟକି ଯାଇଛନ୍ତି ସେମାନେ ଏବେ ନିଶ୍ଚିତ ଏହାକୁ ପୂରଣ ହେବାର ଦେଖିବେ । ଯେଉଁ ମାନେ ସନ୍ତାନ ପାଇଁ କଷ୍ଟ ପାଉଥିଲେ ସେମାନେ ଏବେ ସନ୍ତାନ ପ୍ରାପ୍ତି ପାଇବେ । ଯେଉଁ ମାନେ ବିବାହ କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ବିବାହ କରିବା ପାଇଁ ଭଲ ସମୟ ଅଛି । ଭଗବାନ ଶନି ଦେବଙ୍କ ଶୁଭ ଦୃଶତି ରହୁଥିବା ବେଳେ ଆପଣ ନିଶ୍ଚିତ ଭାବେ ପୂଜା କରି ନିଅନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ଏହି ରାଶି ଗୁଡିକ ହେଉଛି ମେଷ, କୁମ୍ଭ, ମିଥୁନ, କର୍କଟ, ତୁଳା ରାଶି ।

Leave a Reply

Your email address will not be published. Required fields are marked *