ଯଦି ଆପଣଙ୍କର କୌଣସି ଇଚ୍ଛା ଅଛି ତେବେ କରନ୍ତୁ ଏହି ଗୁପ୍ତ ଉପାୟ, ମାତ୍ର 24 ଘଣ୍ଟା ଭିତରେ ଦେଖିବେ ଏହାର ଚମତ୍କାର

ବନ୍ଧୁଗଣ ନମସ୍କାର । ଆଜି ଆସନ୍ତୁ ଜାଣିବା କେଉଁ ଉପାୟ କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । 1- ଆପଣ ଯଦି ତୁଳସୀ ଗଛ ମୂଳରେ ପ୍ରତିଦିନ ପାଣି ଢାଳିବେ ଓ ତାହା ସହିତ ତୁଳସୀ ଗଛ ପାଖରେ ଘିଅ ଦୀପ ଜାଳିବେ ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ । 2ରେ – ଯଦି ଆପଣ ରବିବାର ଦିନ ଶ୍ଵେତ ଅରଖ ଚେରରେ ଗଣେଶଙ୍କ ପ୍ରତିମୂର୍ତ୍ତି କରି ତାଙ୍କ ପାଖରେ ଖିରୀ ଭୋଗ କରିବେ ଓ ତାହା ସହିତ ନାଲି ରଙ୍ଗର ଫୁଲ ଦେଇ ପୂଜା କରିବେ ।

ଓ ସେହି ପ୍ରତିମୂର୍ତ୍ତି ପାଖରେ ଗଣେଶଙ୍କ ମନ୍ତ୍ର ଓଁ ଗଂ ନମଃ ମନ୍ତ୍ର 108 ଥର  ଜପ କରିବେ । ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । 3ରେ – ପ୍ରତି ଦିନ ଗୌରିଶଙ୍କର ରୁଦ୍ରାକ୍ଷ ମହାଦେବଙ୍କ ଉପରେ ଚଢାଇବେ ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କର ଇଛା ପରି ପୂରଣ ହେବ । 4ରେ – ପ୍ରତିଦିନ ଶିବ ଲିଙ୍ଗରେ ବେଲପତ୍ର ରେ ଧଳା ଚନ୍ଦନ ଲଗାଇ ଶିବ ଲିଙ୍ଗ ଉପରେ ଚଢେଇବେ ଓ ନିଜର ମନ କଥା ଜଣାଇବେ ଏହା କରିବା ଦ୍ଵାରା ଆପଣଙ୍କର ଇଛା ପୂରଣ ହେବ । 5ରେ – ବର ପତ୍ରରେ ନିଜର ମନ କଥା ଲେଖି ତାହାକୁ ପାଣି ରେ ଭସାଇ ଦେବେ ।

ଏହା କରିବା ଦ୍ଵାରା ଆପଣଙ୍କର ଇଛା ପୂର୍ଣ୍ଣ ହେବ । 6ରେ – ନାଲି ସୂତା କିମ୍ବା କପଡାରେ ଏକ ଶୁଖିଲା ନଡିଆକୁ ବାନ୍ଧି ତାହାକୁ ପାଣିରେ ଭସାଇବେ ଏହା କରିବା ଦ୍ଵାରା ଆପଣଙ୍କର ମନ ଇଛା ପୂର୍ଣ୍ଣ ହେବ । ଯଦି ଆପଣ ଏହି ଉପାୟ ମାଧ୍ୟମରୁ କୌଣସି ଏକ ଉପାୟ କରିବେ ଦେଖିବେ ଆପଣଙ୍କର ସୁନିଶ୍ଚିତ ମନ ସ୍କାମନା ପୂର୍ଣ୍ଣ ହେବ । ବନ୍ଧୁଗଣ ଆସନ୍ତୁ ଜାଣିବା ଆପଣଙ୍କ ଜୀବନରେ କିପରି ଆପଣ ଖୁସିରେ ରହିବେ । ବନ୍ଧୁଗଣ ସମସ୍ତେ ଚାହାଁନ୍ତି ତାଙ୍କ ଜୀବନରେ ସବୁବେଳେ ଖୁସି ରହିଥାଉ। କିନ୍ତୁ କିଛି ଲୋକଙ୍କ ଭାଗ୍ୟରେ ଏହା ମିଳିବା କଷ୍ଟ ହୋଇଥାଏ ।

ଅନେକ ବ୍ୟକ୍ତି ଅଶାନ୍ତିରେ ଜୀବନ ଅତିବାହିତ କରନ୍ତି । ସେଥିରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ । ବନ୍ଧୁଗଣ ସକାଳୁ କାମକୁ ବାହାରିବା ବେଳେ ଗାଈକି ରୁଟି ଖାଇବାକୁ ଦିଅନ୍ତୁ । 2ରେ ଏକ ଢାଲ ପାଣିରେ କୁଙ୍କୁମ ଢାଳି ସକାଳୁ ବରଗଛ ମୂଳରେ ଛିଞ୍ଚନ୍ତୁ । 3ରେ ସକାଳୁ କାମରେ ବାହାରିବା ସମୟରେ ମଥାରେ ଟୀକା ଲଗାଇ ଯାତ୍ରା କରନ୍ତୁ । 4ରେ ମାଛକୁ ପ୍ରତିଦିନ ଅଟା ର ଗୁଳା କରି ଖାଇବାକୁ ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟ ମଧ୍ୟରୁ ଯେ କୌଣସି ଉପାୟ ଟି କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଦେଖା ଦେବ। ଆପଣଙ୍କ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ ।

Leave a Reply

Your email address will not be published. Required fields are marked *