ନାଲି କପଡାରେ ଏହି 1 ଜିନିଷ ବାନ୍ଧିକି ରଖି ଦିଅନ୍ତୁ, ପଇସାର ଯାହା ବି ସମସ୍ଯା ରହିଥିବ ତାହା ତୁରନ୍ତ ଦୂର ହୋଇଯିବ

ବନ୍ଧୁଗଣ ନମସ୍କାର । ସମସ୍ତେ ଚାହାଁନ୍ତିକି କୋଟିପତି ହେବା ପାଇଁ କିନ୍ତୁ ଏହି ସ୍ଵପ୍ନ କେତେ ଜଣଙ୍କର ପୁରା ହୋଇଥାଏ ଓ ଆଉ କେତେ ଜଣଙ୍କର ପୁରା ହୋଇନଥାଏ । ଆପଣଙ୍କୁ ଆଜି ଆମେ ଏମିତି ଏକ ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କର ଧନ ବୃଦ୍ଧି ହେବ । ଆସନ୍ତୁ ଜାଣିବା ସେହି ଉପାୟଟି କଣ ଅଟେ ।

ଆପଣ ଲବଙ୍ଗର ଏକ ଏମିତି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କର ଧନ ବୃଦ୍ଧି ହେବ । ବନ୍ଧୁଗଣ ଯଦି ଆପଣଙ୍କର ଧନର ଅଭାବ ଦେଖା ଯାଉଛି ତାହାଲେ ଆପଣ ମଙ୍ଗଳବାର ଦିନ ହନୁମାନଙ୍କ ମୂର୍ତ୍ତି ପାଖରେ ସୋରିଷ ତେଲରେ 2ଟି ଲବଙ୍ଗ ପକାଇ ଦୀପ ଜଳାଇବେ । ଏହାପରେ ଆପଣ ହନୁମାନଙ୍କ ପାଖରେ ହନୁମାନ ଚାଳିସା ପାଠ କରିବେ ।

ଏହା କରିବା ଦ୍ଵାରା ଆପଣଙ୍କର ଧନ ବୃଦ୍ଧି ହେବ । ଆପଣଙ୍କର ଜୀବନରେ ଆସୁଥିବା ସମସ୍ତ ବାଧା ଦୂର ହୋଇଯିବ । ଆପଣଙ୍କର ଜୀବନ ସୁଖମୟ ହେବ । 2ରେ ଆପଣ ଯଦି କାହା ଠାରୁ କାର୍ଯ୍ୟ ହାସଲ କରିବାକୁ ଚାହୁଛନ୍ତି ସେହି ବ୍ୟକ୍ତିକି ବସ କରିବା ପାଇଁ  ଆପଣ ଶନିବାର ଦିନ ରାତିରେ ନିଜର ହାତରେ 7ଟି ଲବଙ୍ଗ ରଖି ହାତକୁ ମୁଠା କରି ଯେଉଁ ବ୍ୟକ୍ତିକି ବସ କରିବାକୁ ଥିବ ସେହି ବ୍ୟକ୍ତିର ନାମକୁ 31 ଥର ଜପ କରିବେ ।

ପ୍ରତିଥର ଜପ କଲା ସମୟରେ ହାତ ମୁଠାକୁ ଫୁଙ୍କିବେ । ରବିବାର ଦିନ ଏହାକୁ ଜାଳିଦେବେ ଦେଖିବେ ତାହାପରେ ଆପଣଙ୍କର ହେବାକୁ ଥିବା କାର୍ଯ୍ୟ ପୁରା ହେବ । 3 ରେ ଯଦି ଆପଣଙ୍କର ଛୁଆ ପାଠ ପଢାରେ ମନଦେଉ ନାହିଁ ତାହାଲେ ଆପଣ ବୁଧବାର ଦିନ 11 ଟି ଲବଙ୍ଗ ଏକ ନାଲି କପଡାରେ ବାନ୍ଧି ପୂଜା ହେଉଥିବା ସ୍ଥାନରେ ରଖିଦେବେ ।

ତାହା ପରେ ଏକ ମାଳରେ ଓଁ ଗଣପତାୟ ନମଃ ପାଠକରିବେ । ତାହାପରେ ଆପଣ ବାନ୍ଧିଥିବା ସେହି ଲବଙ୍ଗକୁ ଛୁଆଙ୍କୁ ଖୁଆଇଦେବେ । ଦେଖିବେ ଆପଣଙ୍କର ଛୁଆଙ୍କର ପାଠ ପଢିବାରେ ମନ ବଢିବ । 4 ରେ ଯଦି ଆପଣଙ୍କର କିଛି କାମ ହେଉନଥିବ ଅଥବା ଅଟକି ଥିବା କାମ ହେଉନଥିବ ତାହାଲେ ଆପଣ ଶନିବାର ଦିନ ସୋରିଷ ତେଲରେ 4ଟି ଲବଙ୍ଗ ପକାଇ ଏକ ଅନ୍ଧାର ଘରେ ଜାଳିବେ ଦେଖିବେ ଆପଣଙ୍କର ଅଟକୁ ଥିବା କାର୍ଯ୍ୟ ପୁରା ହେବ ।

5ରେ ଯଦି ଆପଣଙ୍କର ଚାକିରିରେ କିଛି ସମସ୍ଯା ଦେଖା ଯାଉଛି ତାହେଲେ ଆପଣ ଏକ ପାଚିଲା ଲେମ୍ବୁ ରେ 4ଟି ଲବଙ୍ଗ ଚାରିଦିଗରେ ଲଗାଇ ତାହା ପାଖରେ 21 ଥର ଓଁ ହନୁମତୟ ନମଃ ଜପ କରିବେ । ଏହା କରିବା ଦ୍ଵାରା ଆପଣଙ୍କର ଚାକିରିରେ ଲାଗିରହିଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।

6ରେ ଯଦି ଆପଣଙ୍କ ମାନସିକ ସ୍ଥିତି ଭଲ ନଥିବ ତାହେଲେ ଆପଣ 3ଟି ଲବଙ୍ଗକୁ ଜାଳି ତାହାର ଧୂଆଁକୁ ଚାଟିବେ ଦେଖିବେ ଏହା କହିବା ଦ୍ଵାରା ଆପଣଙ୍କର ମାନସିକ ସ୍ଥିତି ଠିକ ହେଇଯିବ । 7ରେ ଯଦି ଆପଣ କିଛି ମହତ୍ବପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତାହାଲେ ଆପଣ ଘରର ମୁଖ୍ୟ ଦ୍ଵାରରେ 2ଟି ଲବଙ୍ଗ ରଖି ଏହା ଉପରେ ପାଦ ରଖି ଯିବେ ଦେଖିବେ ଆପଣଙ୍କର କାର୍ଯ୍ୟ ଶୁଭ ଫଳ ମିଳିବ । ତାହେଲେ ଆପଣ ମାନେ ଜାଣିଲେ ତ ଲବଙ୍ଗ ଦ୍ଵାରା କଣ ଉପକାରିତା ମିଳିଥାଏ।

Leave a Reply

Your email address will not be published. Required fields are marked *