ମନ ଚାହୁଁଥିବା ଚାକିରି ପାଇଁ କରି ନିଅନ୍ତୁ ଏହି ଉପାୟ ମଧ୍ୟରୁ ଗୋଟେ, ଆଉ ତା ପରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ । ଆଜି କାଲି ଯୁଗରେ ଚାକିରି ମିଳିବା ବହୁତ କଠିନ ହୋଇଯାଉଛି । ପାଠ ପଢି ଅଧିକ ଯୁବକ ଯୁବତୀ ବେରୋଜଗାରିଆ ହୋଇ ବୁଲୁଛନ୍ତି । ଚାକିରି ମିଳିବା ବହୁତ କଷ୍ଟ ହୋଇଯାଉଛି । ଆପଣ ମାନଙ୍କୁ କେହି ଖାତିରି କରୁ ନାହାନ୍ତି ପରିବାରରେ କେହି ଆପଣଙ୍କୁ ସନ୍ନମାନ କରୁନାହାନ୍ତି । ଆସନ୍ତୁ ବନ୍ଧୁଗଣ ଆଜି ଜାଣିବା ଯଦି ଆପଣ ଏହି ସାଧାରଣ ଉପାୟ କରନ୍ତି  ଦେଖିବେ ସୁନିଶ୍ଚିତ ଚାକିରି ମିଳିଯିବ । 1 -ରେ ଯଦି ଆପଣ ଶନିବାର ଦିନ ହନୁମାନ ମନ୍ଦିର ଯିବେ ହନୁମାନଙ୍କ ପାଖରେ ବେସନର ଲଡୁ ଭୋଗ କରିବେ ।

ଓ ତାହା  ସହ ଘିଅ ଦୀପ ଜଳାଇ ରକ୍ତଚନ୍ଦନ କାଠରେ ତିଆରି କନନ୍ନ ସେ କାର୍ଜ କଠିନ ଯଶ ମାହି । ଜୋ ନହିଁ ହୋୟ ତାତ ତୁମ ପାହି । ଏହି ମନ୍ତ୍ରକୁ 108 ଥର  ଜପ କରିବେ । 40 ଦିନ ପର୍ଯ୍ୟନ୍ତ ନିଜ  ଘରେ ହନୁମାନଙ୍କ ପାଖରେ ଏହି ମନ୍ତ୍ରକୁ  108 ଥର ଜପକ ରିବେ ଦେଖିବେ ଆପଣକର ଅତି ଶୀଘ୍ର ଚାକିରି ମିଳିଯିବ । 2ରେ ଯଦି ପ୍ରତେକ ମଙ୍ଗଳବାର ଦିନ ସକାଳୁ ସ୍ନାନ୍ନ କରି ଖାଲି ପାଦରେ ହନୁମାନ ମନ୍ଦିର ଯିବେ ଓ ହନୁମାନଙ୍କ ପାଖରେ ନାଲି ରଙ୍ଗର ଗୋଲାପ ଫୁଲ ଚଢାଇବେ ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କୁ ଚାକିରି ମିଳିଯିବ ।

3ରେ ଯଦି ଆପଣ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି ତାହାଲେ ଆପଣ ରକ୍ତ ଚନ୍ଦନ କାଠରେ ତିଆରି ମାଳକୁ 11ଥର ଓଁ ବକ୍ରତୁଣ୍ଡାୟ ହୁଁ ଏହି ମନ୍ତ୍ର ଜପ କରିବେ ଓ ଗଣେଶଙ୍କୁ ପୂଜା କରିବେ ତାପରେ ଗଣଶଙ୍କର ଅଭିଷେକ କରି  ଯାଉଛନ୍ତି। ତାହେଲେ ଦେଖିବେ ଆପଣଙ୍କର ନିଶ୍ଚିତ ଚାକିରି ମିଳିଯିବ। 4 – ବନ୍ଧୁଗଣ ପ୍ରତ୍ୟକ ମାସ ଶୁକ୍ଲ ପକ୍ଷ ଶେଷରେ ପୂର୍ଣ୍ଣିମା ପଡିଥାଏ  ।

ଯଦି ଆପଣ ସେହି ପୂର୍ଣ୍ଣିମା ଦିନ ରାତିରେ ଖୋଲା ଜାଗାକୁ ଯିବେ ଯେଉଁ ଜାଗାରେ ଚନ୍ଦ୍ର ପରିଷ୍କାର ଆପଣଙ୍କୁ ଦେଖାଯାଉଥିବ। ତାହା ପରେ ସେହି ଜାଗାରେ ଧଳା ରଙ୍ଗର ମିଠା , ପେଡା, ଖିରୀ,ରାବିଡିର ଭୋଗ କରିବେ ତାହାପରେ ଦୀପ ଧୂପ ଲଗାଇ ଚନ୍ଦ ଙ୍କୁ ପୂଜା କରିବେ ତାହା ପରେ ସେହି ଜାଗାରେ ନିଜର ଚାକିରି ହେବା ପାଇଁ କହିବେ ଓ ଯଦି ଆପଣଙ୍କର ଅଫିସ ରେ ପ୍ରମୋଶନ ହେବାକୁ ଚାହୁଛନ୍ତି ତା ହେଲେ ସେହି ଜାଗାରେ ଆପଣଙ୍କର ମନ କଥା କହିବେ।

 

ଏହା କରିବା ଦ୍ଵାରା ଆପଣଙ୍କର ନିଶ୍ଚିତ ଭାବରେ ଚାକିରି ମିଳିଯିବ ଓ ପ୍ରୋମଶନ  ପାଇଁ ଯଦି ଚାହୁଛନ୍ତି ତା ହେଲେ ଆପଣଙ୍କର ପ୍ରୋମଶନ  ମଧ୍ୟ ହୋଇଯିବ । ତାହାଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ଯଦି ଆପଣ ମାନଙ୍କୁ ଚାକିରି ମିଳିବାରେ କିଛି ସମସ୍ଯା ହେଉଛି ଅଥବା ଚାକିରି ମିଳୁ ନାହିଁ  ତା ହେଲେ ଆପଣ ଏହି ଉପାୟ କରନ୍ତୁ ଦେଖିବେ ସୁନିଶ୍ଚିତ ଚାକିରି ପାଇଯିବେ ।

Leave a Reply

Your email address will not be published. Required fields are marked *