ଧନ ପ୍ରାପ୍ତିର ଉପାୟ, ନିଶ୍ଚୟ କରନ୍ତୁ ଏହି ୪ଟି କାମ | ଧନର ବର୍ଷା ହେବ- Ajira Anuchinta

ଆମ ଜୀବନରେ ଥିବା ସମସ୍ଯା ଏତେ ଭି ବଡ ନୁହେଁ କି ଆମେ ଏହାକୁ ସମାଧାନ କରି ପାରିବା ନି । ମଣିଷ ଚାହିଁଲେ ସବୁ କିଛି କାମ କରି ପାରିବ ସେ ଚାହିଁ ଲେ ନିଜ ଜୀବନରେ ଥିବା ଆର୍ଥିକ ସମସ୍ୟାକୁ ଦୂର କରି ପାରିବ କିନ୍ତୁ ସେ ଏହାକୁ କରିଲେ ହେଲା । ତେବେ ଆସନ୍ତୁ ଜାଣିବା କେଉଁ ଛୋଟ ଛୋଟ ଜିନିଷ ଅଛି ଯାହାକୁ ଆମେ କରିବା ଦ୍ଵାରା ଆମ ଜୀବନରେ ଥିବା ସବୁ ପ୍ରକାର ଧନର ସମସ୍ୟା ଦୂର ହୋଇ ଯାଇ ପାରେ । ଆଜି ଆମେ କହିବା ପାଇଁ ଯାଉଛୁ କି କଣ କଣ ସେହି ଜିନିଷ ଯାହାକୁ ବ୍ୟାବହାର କରି ଆପଣ ନିଶ୍ଚିତ ଭାବେ ଧନବାନ ହୋଇ ପାରିବେ ।

ନେଉଳ ଏହି ଭଳି ଜୀବ ସେ ଧନ ବୃଦ୍ଧି କରି ଥାଏ । ନେଉଳ କୁ ଆମେ ଦେଖିଲେ ଜାଣିଛେ କି ଏହା ଶୁଭ ଅଟେ । କିନ୍ତୁ ଏହା ଜାଣିବା ଖୁବ କଷ୍ଟ କର ଥାଏ କି କିଭଳି ଏହା ଶୁଭ ଆଜି ଆମେ କହିବା ପାଇଁ ଯାଉଛି କି ଭଗାବାନ କୁବେର ମଧ୍ୟ ନେଉଳକୁ ନିଜ ପାଖରେ ରଖୀ ଥାନ୍ତି । ଆପଣ ଯଦି ନେଉଳ ର ମୂର୍ତ୍ତି କିମ୍ବା ନେଉଳ କୁ ରଖିବେ ଏହା ଭଲ ଅଟେ । କିନ୍ତୁ ଆପଣ ମାନେ ମନ ରଖିବେ କି ଏହାକୁ ଆପଣ ଠାକୁର ଘର ରେ ରଖିବେ । ଦ୍ଵିତୀୟ କଥା ହେଉଛି କି ହନୁମାନ ଭଗବାନ ଙ୍କ ଡ୍ରେସ ।

ଆପଣ ଜାଣିଥିବେ କି ଭଗବାନ ସବୁ କଷ୍ଟର ସମାଧାନ ଆଣି ଦେଇ ଥାନ୍ତି । ଯିଏ ଭଗବାନ ରାମ ଚନ୍ଦ୍ର ଙ୍କ ଦୁଃଖର କାରଣ କୁ ହରାଇ ଦେଲେ ସେ ନିଶ୍ଚିତ ଭାବେ ଆମ ଜୀବନରେ ଠିଆ ସମସ୍ଯା କୁ ଦୂର କରିବେ । ଆପଣ ଯଦି ପୁରୁଣା ବସ୍ତ୍ର କୁ ଆଣିକି ରଖନ୍ତୁ ଆପଣ ଏହାକୁ ଆଣି ମୁଖ୍ୟ ଦୁଆର ରେ ଏହାକୁ ବାନ୍ଧି ଦିଅନ୍ତି । ହନୁମାନ ଜି ହେଉଛନ୍ତି ମଙ୍ଗଳର ଦେବତା ତେଣୁ ଆପଣଙ୍କ ମନଗଳ ମଧ୍ୟ ଭଲ ରହିବ ଯାହା ପାଇଁ ଆପଣ ଖୁବ ଭଲ ପରିଣାମ ପାଇବେ । ଯଦି କାହାକୁ ଧନ ର ଅଧିକ ଆବଶ୍ୟକତା ଅଛି ତେବେ ଆପଣ ଏକ କାମ କରି ପାରିବେ । ଆପଣ ଓସ୍ତ ଗଛ, ବର ଗଛ, ସମି ଗଛ, ବେଲ ଗଛ ମୂଳରେ ଚାରତି ଦୀପ ଜାଲି ଏହାର ଗୋଟିଏ ଲେଖାଏ ପତ୍ର ତୋଳି ଆଣନ୍ତୁ ।

ଆପଣ ଏହି ସବୁ ପତ୍ର କୁ ଏକ ନାଲି କପଡା ରେ ବାନ୍ଧି ଦିଅନ୍ତୁ ଓ ଏହାକୁ ଆପଣ ଘରର ମୁଖ୍ୟ ଦୁଆର ରେ ବାନ୍ଧି ଦିଅନ୍ତୁ । ମା ଲକ୍ଷ୍ମୀ ଙ୍କ ଇଚ୍ଛା ନଥିଲେ ମଧ୍ୟ ମା ଲକ୍ଷ୍ମୀ ଏହି ଜାଗାକୁ ଟାଣି ହୋଇ ଆସନ୍ତି ଓ ଧନ ଦାନ କରିବେ । ଦେଖିବେ ଆପଣ ନିଶ୍ଚିତ ଭାବେ ଧନର ଅଭାବ କୁ ଧୀରେ ଧୀରେ ଦୂର ହେବାର ଜାଣିବେ । ଏହା ପରେ ଦେଖିଲେ ଆମେ ଜାଣି ପାରିବା କି ବେଙ୍ଗ ର ପ୍ରତିମା କୁ ଆପଣ ନିଜ ଘରେ ରଖୀ ପାରିବେ । ଆପଣ ଏହାକୁ ରଖିବା ବେଳେ ଦେଖିବେ ଜେବହଳି ଏହାର ମୁହଁ ରେ ଏକ ପଇସା ଥିବା ଯାହା ପାଇଁ ଆପଣ ଙ୍କ ଘରେ ଧନର ଅଭାବ ରହିବନି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *