ଆସନ୍ତୁ ଜାଣିବା ଫ୍ରେବୃଆରିରେ ଜନ୍ମ ହୋଇଥିବା ଲୋକ କେମିତି ହୋଇଥାନ୍ତି 

ଫ୍ରେବୃଆରି ମାସ ବହୁତ ପପ୍ଯୁଲାର ହୋଇଥାଏ ଏଇ ମାସରେ ଭ୍ୟାଲେନଟାଇନ ଡେ ମଧ୍ୟ ପଡିଥାଏ । ବହୁତ ରୋମାନ୍ଟିକ ମାସ ହୋଇଥାଏ । ମାସଟି ବହୁତ ପ୍ରଭାବ ଶାଳି ହୋଇଥାଏ । ଫ୍ରେବୃଆରୀରେ ଜନ୍ମ ହୋଇଥିବା ଲୋକଙ୍କ ଭିତରେ ଭଗବାନ ଗୋଟିଏ ବହୁତ ବଡ ଆକର୍ଷଣ ଦେଇଛନ୍ତି । ତାଙ୍କ ଭିତରେ ଗ୍ରହଣ କରିବାର ଶକ୍ତି ବହୁତ ବଢିଆ ରହିଛି । ଭଗବାନ ମଣିଷ ଭିତରେ ବହୁତ ଭଲ ଗୁଣ ଦେଇଥାନ୍ତି ସେ ତାକୁ କେତେ ଦୂର କାମରେ ଲଗାଇବା ତା ଉପରେ ନିର୍ଭର କରିଥାଏ ।

ଏହି ମାସରେ ଜନ୍ମ ହୋଇଥିବା ଖୁସି ବହୁତ ସହଜରେ ଓ ଦୁଃଖୀ ମଧ୍ୟ ବହୁତ ସହଜରେ ହୋଇଯାଇଥାନ୍ତି । ଏମାନଙ୍କର ମୁଡ ସ୍ଵୀଙ୍ଗ ବହୁତ ହୋଇଥାଏ । ସେମାନେ ବହୁତ ଭାବୁକ ହୋଇଥାନ୍ତି । ତାଙ୍କୁ ବୁଝାଇବା ପାଇଁ ବହୁତ ସହଜ ହୋଇଥାଏ ।

ସେ ସବୁ କଥାକୁ ହ୍ରୁଦୟକୁ ନେଇ ଯାଇଥାନ୍ତି ଆଉ ଭାବୁକ ହୋଇପଡି ଥାନ୍ତି । ସେ ଯାହା ସହିତ ହୋଇଥାନ୍ତି ସେ ତାକୁ ବହୁତ ଭଲ ପାଇଥାନ୍ତି । ଜୀବନରେ ତାଙ୍କର ଟିନ ଏଜରେ ଯେଉଁ ପ୍ରେମ କରିଥାନ୍ତି ତାହା ସଫଳ ହୋଇନଥାନ୍ତି । ଆଉ ସେ ଯାହାକୁ ପ୍ରେମ କରିଥାନ୍ତି ତାଙ୍କୁ କହି ପାରିନଥାନ୍ତି । ତାଙ୍କ ପାଇଁ ଘର ପରିବାର ଓ ଘର ମାନସନମାନ ବହୁତ ଚିନ୍ତା କରିଥାନ୍ତି । ସେ ବହୁତ ଭାବୁକ ହୋଇଥିବାରୁ ସବୁ ଜିନିଷ ହ୍ରୁଦୟକୁ ବହୁତ ବାଧି ଥାଏ । ସେ ବହୁତ ସହଜରେ ଲୋକଙ୍କ ଉପରେ ବିଶ୍ଵାସ କରିଥାନ୍ତି ଶେଠୀ ପାଇଁ ଲୋକ ତାଙ୍କୁ ବୋକା ବନାଇ ଥାନ୍ତି ।

ସେ ଜୀବନରେ ବହୁତ ପରିଶ୍ରମ କରିଥାନ୍ତି, ଭାଗ୍ଯର ସହିତ ତାଙ୍କୁ କମ ସଫଳତା ମିଳିଥାଏ । ଜୀବନରେ ସଞ୍ଚିତ କରିବା ତାଙ୍କୁ ଶିଖିବାକୁ ପଡିବ । ସେ ସବୁ କଥା ମନକୁ ନେଇ ଯାଇଥାନ୍ତି । ଶେଥି ଲାଗି ଲୋକ ତାଙ୍କୁ ସହଜରେ ବୋକା ବନାଇ ଦେଇଥାନ୍ତି । ସେ ଜଲ୍ଦି ମଧ୍ୟ କୌଣସି ନିସ୍ପତି ମଧ୍ୟ ନେଇଯାଇଥାନ୍ତି । ଆଉ ତାଙ୍କର ଏହି ନିସ୍ପତି ପ୍ରାୟ ଭୁଲ ହୋଇଥାଏ । ସେ କୌଣସି ପଇସଲା କରି ପାରନ୍ତି ନହିଁ ଆଉ ନ୍ୟକୁ ପଚାରି ଥାନ୍ତି ଏଇଟା କାଲେ ଭଲ ହେବ କି ।


ତାଙ୍କର ସଫଳତାର ସିକ୍ରେଟ ହେଉଛି ଭାଗ୍ୟ ଦ୍ଵାରା ନୂଆ କର୍ମ ଦ୍ଵାରା ମିଳିଥାଏ । ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କୁ ଭଗବାନ ଏମିତି ଶକ୍ତି ଦେଇଥାନ୍ତି ସେ ଯାହା ଚାହୁଁ ଥାନ୍ତି ତାଙ୍କୁ ଠି ସମୟରେ ତାର ଆୟୋଜନ କରି ଦେଇଥାନ୍ତି । ଡେରି ହୋଇଥାଏ କିନ୍ତୁ ତାଙ୍କର କାମ ବନିଯାଇଥାଏ । ତାଙ୍କର ଏହି ଆକର୍ଷଣ ଭଗବାନଙ୍କର ଆଶୀର୍ବାଦ ଅଟେ । ଯଦି ତାଙ୍କର ସ୍ୱାସ୍ଥ୍ୟ କଥା ଜାଣିବା ତେବେ ତାଙ୍କର ଲିଭର, ଇଣ୍ଟେ ଷ୍ଟାଇନ, ଆଖି ସହିତ ଜଡିତ ସମସ୍ଯା ହୋଇଥାଏ ।

ଗୋଡରେ ତାଙ୍କର ପୀଡା ରହିଥାଏ । ଆଉ ତାଙ୍କର ପେଟ ଅଳ୍ପ କମଜୋର ହୋଇଥାଏ । ଭବିସ୍ୟାତରେ ଏମାନେ ଭଲ ଡାକ୍ତର, ଲେଖକ, ଟିଚର, କାଉନ୍ସିଲର, ଏଜୁକେଟର ଭଲ ବନିଥାନ୍ତି । ଆଉ ସଫଳତା ତାଙ୍କୁ ବହୁତ ଡେରିରେ ମିଳିଥାଏ । ଆଉ ସେ ଯାହାକୁ ବାହା ହୋଇଥାନ୍ତି ସେ ତାଙ୍କ ପ୍ରତି ବହୁତ ଦାୟିତ୍ଵ ବାନ ହୋଇଥାନ୍ତି । ଆଉ ତାଙ୍କୁ ତାଙ୍କ ସ୍ବଭାବରେ ଧୀରତା ଆଣିବାକୁ ପଡିବ । କାରଣ ସେ ବହୁତ ଗୋଟିଏ କଥା ପାଇଁ ଭାବି ଥାନ୍ତି ।

ତାର ଉପାୟ କରିବା ପାଇଁ ରବିବାର ଦିନ ସୂର୍ଯ୍ୟ ଉଦୟ ହେବାର ଘଣ୍ଟାଏ ଆଗରୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦରକାର । ସୂର୍ଯ୍ୟଙ୍କୁ ପ୍ରବଳ କରିବାର ଉପାୟ ହେଉଛି କମଳା କଲର ଡ୍ରେସ ପିନ୍ଧାନ୍ତୁ, ନହେଲେ ଅରେଞ୍ଜେ ରଙ୍ଗର ରୁମାଲ ରଖନ୍ତୁ । ନାମ ଓ ପ୍ରସିଦ୍ଧି ଓ ଆତ୍ମ ବିଶ୍ବାସ ସୂର୍ଯ୍ୟଙ୍କୁ ପ୍ରବଳ କରିବା ଦ୍ଵାରା ମିଳିଥାଏ ଆଉ ଆପଣ ନିଜ ଭିତରେ ଟିକେ ଧର୍ଜ୍ୟ ବନାଇ ରଖନ୍ତୁ । ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କର ପ୍ରିୟ ରଙ୍ଗ ହେଉଛି ଲାଇଟ ଗ୍ରୀନ, ଧଳା, ଲାଇଟ ପିଙ୍କ । ତାଙ୍କୁ ଯେତେବେଳେ ପ୍ରସିଦ୍ଧି ମିଳିଥାଏ ତାହା ଅସୀମ ପ୍ରସିଦ୍ଧି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *