ଅଭାବରେ ରହୁଥିଲେ କଣ କରିବେ- Ajira Anuchinta

ଘରର ଡାହାଣ ପାଖରେ ତୁଲସୀ ଚଉରା ରହିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଲସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିବା ବେଳେ ବସିକି ପିଅନ୍ତୁ ଏବଂ ଦିନକୁ ପାଞ୍ଚଟି ଲବଙ୍ଗ ଚୋବାଇକି ଖାଆନ୍ତୁ । ବ୍ରଣ ଦାଗ ଲିଭାଇବା ପାଇଁ ହେଲେ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭିଯାଏ । ଆଖି ତଳ କଳା ଦାଗ ଲିଭାଇବା ପାଇଁ ଲେମ୍ବୁ ରସ ସହିତ ବିଲାତି ରସ ମିଶାଇ କଳା ଦାଗରେ ଲଗାନ୍ତୁ ।


ବିବାହିତା ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲିକି ସୁଅନ୍ତୁ ନହିଁ ଏହା ଅମଙ୍ଗଳ ହୋଇଥାଏ । ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନହିଁ ଏହା ଅମଙ୍ଗଳ ହୋଇଥାଏ । ପୂଜାରେ ଯାଁଳା କଦଳୀ ଭୋଗ କାଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢାଇଲେ ମଙ୍ଗଳ ହୋଇଥାଏ । ଠାକୁର ପୂଜା କଲା ବେଳେ ତଳେ ପିଢା ଉପରେ କିମ୍ବା ପଥର ଉପରେ ବସିକି ପୂଜା କରନ୍ତୁ ନହିଁ । ଆସନ ପକାଇ ପୂଜା କରନ୍ତୁ । ଘରର ପାଣି ଟ୍ୟାପରୁ ପାଣି ଟପ ଟପ ପଡିଲେ ଅଶୁଭ ହୋଇଥାଏ ତୁରନ୍ତ ମରାମତି କରନ୍ତୁ ।

ଟଙ୍କା ରଖୁଥିବା ଆଲମାରିର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ । ଗଣେଶ ପୂଜାଦୀନ ଆକାଶରେ ଚନ୍ଦ୍ର ଦର୍ଶନ କରନ୍ତୁ ନହିଁ ଏହା ଅମଙ୍ଗଳ ହୋଇଥାଏ । ଗଣେଶ ପୂଜା ଦିନ ଅଳେଇଚ ଆଣି ପାଣିରେ ପକାଇ ସ୍ନାନ କାଲେ ବିଦ୍ୟା ବୃଦ୍ଧିରେ ସହାୟ ହୁଏ । ଶନି ଦେବଙ୍କ ମୂର୍ତି ଘରେ ରାଖୀ ପୂଜା କରନ୍ତୁ ନହିଁ ମନ୍ଦିରରେ ପୂଜା କଲେ ମଙ୍ଗଳ ହୋଇଥାଏ । ଘରେ ଲକ୍ଷ୍ମୀ ଠାକୁରାଣୀଙ୍କ ଠିଆ ହୋଇଥିବା ଫୋଟ ରଖନ୍ତୁ ନହିଁ ବସିଥିବ ଫଟ ରଖିଲେ ମଙ୍ଗଳ ହୋଇଥାଏ ।

ଘରେ ଅଚଳ ଘଣ୍ଟା ରଖନ୍ତୁ ନହିଁ କିମ୍ବା ଘଣ୍ଟା ଦକ୍ଷିଣ କାନ୍ଥରେ ଲଗାନ୍ତୁ ନହିଁ । ତୁଲସୀ ପତ୍ର ତୋଳିଲା ବେଳେ ଏହି ମନ୍ତ୍ର ପାଠ କରନ୍ତୁ ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନୀ ଆଧି ବ୍ୟାଧି ହରା ନିତ୍ୟ ତୁଲସୀ ତ୍ଵଙ୍ଗ ନମଃସ୍ତୁତେ । ପୂର୍ବକୁ ମୁହଁ କରି ଭୋଜନ କଲେ ଏବଂ ଦକ୍ଷିଣକୁ ମୁହଁ କରି ସୟନ କଲେ ମଙ୍ଗଳ ହୋଇଥାଏ । ଜଗର୍ନ୍ନାଥ ମନ୍ଦିରକୁ ତିନିଥର ଏବଂ ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କଲେ ମଙ୍ଗଳ ହୋଇଥାଏ । ଘରେ ଅଶାନ୍ତି ଲାଗି ରହୁଥିଲେ ଶନିବାର ଦିନ ବଉଳ ଗଛକୁ ସତ ଥର ପରିକ୍ରମା କରି ତାର ଚେରକୁ ଘରେ ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *