ଭଗବାନ ମହାଦେବ ହେଉଛନ୍ତି ସାରା ଦୁନିଆରା ସଙ୍ଗାହାର କରଟା ରକ୍ଷା କର୍ତ୍ତା ମଧ୍ୟ । ଭଗବାନ ଙ୍କ ଆରାଧନା ମାତ୍ରେ କି ସବୁ କଷ୍ଟ ଦୂର ହୋଇ ଯାଇ ଥାଏ ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପରିବା କି ଆମେ ଯାହା ଭି କରୁଛେ କିମ୍ବା ଯାହା କରିବା ପାଇଁ ଯାଉଛେ ତାହା ଆମ ଜୀବନର ସବୁ ଦିନ ଆପାୟ ପୂଣ୍ୟ ଖାତାରେ ରହି ଜୀବ । ଆଜି ଆମେ କହିବ ଆକି ଭଗବାନ ଶିବ ଙ୍କ କୃପା ହୋଇ ସାରିଛି ଏହି ଚାରି ରାଶି ମାନଙ୍କ ଉପରେ ।
ଆପଣ ମାନେ ଅଜଦି ଆସନ୍ତା ସମୟରେ ଆସୁଥିବା ଶ୍ରାବଣ ମାସର ପାଳନ କରି ଭଗବାନ ଙ୍କୁ ସନ୍ତୁଷ୍ଟ କରାଇ ପାରିବେ ତେବେ ଏହା ଭଲ ପରିଣାମ ଦେବ ଆପଣଙ୍କୁ । ଆପଣ ମାନେ ଭଗବାନ ଶିବ ଙ୍କୁ ପୂଜା କରିବା ବେଳେ ନିଜର ସବୁ ଦୁଃଖ କଷ୍ଟ କହିବ ଅସହ ନିଜ ମନରେ ଥିବା ଆସନ୍ତି ଓ ଖଳ ଜିନିଶହ କୁ ବାହାରକୁ ବାହାର କରି ଦେବା ଭଲ ହୋଇ ଥାଏ । କାରଣ ଏହା କରିବା ଦ୍ଵାରା ଆପଣଙ୍କ ପ୍ରାର୍ଥନା ଖୁବ ଶୀଘ୍ର ପ୍ରଭୁ ଭୋଳା ନାଥ ଶୁଣି ଥାନ୍ତି । ତେବେ ଆସନ୍ତୁ ଜାଣିବବା ଏହି ରାଶି ମାନଙ୍କ ଜୀବନରେ କଣ କଣ ଭଲ ହେବା ପାଇଁ ଯାଉଛି । ପ୍ରଥମ ହେଉଛି ତୁଳା ରାଶି – ଏହି ରାଶି ଉପରେ ଭଗାବାନ ନିଜର ଶୁଭ ନଜର ଦେଇ ଛନ୍ତି ।
ଆପଣ ଯେଉଁ କାମ କରିବେ ଏହା ପାଇଁ ଆପଣ ସବୁ ବେଳେ ଭଗବାନ ଶିବ ଙ୍କୁ ସବୁ ବେଳେ ଆରାଧନା କରିବେ । ଏହା ସହ ଆପଣଙ୍କ ଧନ କୁ ନେଇ ସମସ୍ଯା ଥିଲେ ଏହା ସମାଧାନ ହୋଇଯିବ । କେବଳ ଏହା ନୁହେଁ ଆପଣ ଯାହାଭି କରୁଛନ୍ତି କିମ୍ବା କରିବା ପାଇଁ ଯାଉଛନ୍ତି ଆପଣ ଏହାକୁ କରିବେ । ଏହି ସମୟ ଖୁବ ଭଲ ଅଟେ ଆପଣଙ୍କ ପାଇ । ମେଶ ରାଶି – ଏହି ରାଶିର ଲୋକଙ୍କ ଉପରେ ମହାଦେବ ଖୁବ ପ୍ରଶାନ ହେବା ପାଇଁ ଯାଉଛନ୍ତି କେବଳ ତାହା ନୁହେଁ ଭଗବାନ ଶିବ ସଂକର ହେଉଛନ୍ତି ସାରା ଦୁନିଆର ପାଳନ କର୍ତ୍ତା କିନ୍ତୁଆ ଆପଣଙ୍କ ପାଇଁ ସେ ଆପଣଙ୍କ ସବୁ କଷ୍ଟ ର ବିଘ୍ନ ହର୍ତ୍ତା ହୋଇ ଆସୁଛନ୍ତି । ସବୁ ସମସ୍ୟା ଦୂର ହେବା ସହ ଆପଣ କିଛି ନୂଆ କାମ ମଧ୍ୟ ଆରମ୍ଭ ଅକରିବେ । ଚାକିରି ରେ ପଦରେ ଥିବା ଭଲ ପୋଷ୍ଟ କୁ ଆପଣ ଯିବେ ।
ବୃଷ ରାଶି – ଆପଣ ଯାହାଭି କାମକରିବେ ଆପାନଙ୍କ ପାଇଁ ଏହା ଭଲ ରହିବ । ପରିବାରରେ ଥିବା ବିବାଦ ର ଅନ୍ତ ହୋଇଯିବ ଏହା ସହ ଆପଣ ଯେଉଁ କାମ କୁ କରିବା ପାଇ ଅଧାରେ ଛାଡି ଦେଇ ଥିବେ ଏହା ଆପାନ୍ନ୍କ ହୋଇ ଯାଇ ପାରେ । ପ୍ରେମ ସମ୍ପର୍କ ସଫଳ ହେବାର ଯୋଗ ଦେଖାଉଛି ଏହା ସହ ଆପଣ ନିଜ ବ୍ୟବଶାୟରେ ନୂଆ ଇନଭେସଟର ଆଣି ପାରନ୍ତି ।
କୁମ୍ଭ ରାଶି – ଆପଣଙ୍କ ପାଇଁ ସମୟ ଖୁବ ଭଲ ଅଛି । ଆପଣ ବିବାହ କରି ଅପରାନ୍ତି । ଘରେ କିଛି ମାଙ୍ଗଳିକ କାମ ହେବାର ଯୋଗ ଦେଖାଉଛି ଏହା ସହ ଆପଣ ଯାହା ଭି କରିବେ କିମ୍ବା ଯଦି କିଛି ନୂଆ ଜାଗାରେ ଚକଇରୀ ପାଇଁ ଆପଲାଏ କରୁଛନ୍ତି ଥରେ ଏହା ବିଶୟରେ ସବୁ କିଛି ଜାଣି ଏହା କରନ୍ତୁ।