ଅଗଷ୍ଟ ମାସରେ ଏହି 6ଟି ରାଶି କୋଟିପତି

ବନ୍ଧୁଗଣ ଦୁଃଖ ର ଦିନ ଶେଷ ହେଲା । ଅଗଷ୍ଟ ମାସରେ ଏହି 6ଟି ରାଶି ହେବାକୁ ଯାଉଛନ୍ତି ଧନବାନ । ହଁ ଦର୍ଶକ ବନ୍ଧୁ ଆରମ୍ଭ ହେବାକୁ ଯାଉଛି ଅଗଷ୍ଟ ମାସ । ଏହି ମାସରେ ଏହି 6ଟି ରାଶି କୋଟିପତି ହେବାର ରାସ୍ତାରେ ଚାଲିବେ । ଏହି ମାସରେ ଗ୍ରହ ମାନଙ୍କର ଗୋଚରର ସ୍ଥିତି କିଛି ଏଭଳି ଭାବେ ବନିବାକୁ ଯାଉଛି । ଯାହାର ଫଳରେ ଏହି ରାଶି ଗୁଡିକ ମାଲାମାଲ ହେବାକୁ ଯାଉଛନ୍ତି । ଏହି ରାଶିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ତୁଳା ରାଶି : ଆପଣଙ୍କୁ ଆପଣଙ୍କ ଜୀବନରେ ଅପାର ସଫଳତା ମିଳିବାର ନଜର ଆସୁଛି । ଘରେ ସୁଖ, ସମୃଦ୍ଧି ଓ ଧନର ଆଗମନ ହେବ । ଏହି ମାସରେ କିଛି ନୂଆ କରି ଦେଖାଇପାରନ୍ତି । ବେରୋଜଗାର ଯୁବକଙ୍କୁ ଭଲ ଚାକିରି ମିଳିବାର ଯୋଗ ଅଛି । ନୂଆ କାମରେ ଆସୁଥିବା ବାଧା ଦୂର ହେବ । ସାମାଜିକ କାର୍ଯ୍ୟ କରିବାର ସଫଳତା ପ୍ରାପ୍ତ ହେବ ।

ସିଂହ ରାଶି : ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି ହାସଲ ହେବ । ଆଗାମୀ ସମୟ ଶୁଭ ରହିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭଦାୟକ ସମୟ ରହିଛି । ଏହି ସମୟରେ ଆପଣଙ୍କ ଯାତ୍ରା ଶୁଭଦାୟକ ରହିବ । ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ପ୍ରକାରର କଷ୍ଟର ଅନ୍ତ ଘଟିବାକୁ ଯାଉଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମାସ ଶୁଭ ରହିବ ।

ବୃଷ ରାଶି : ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଲାଭ ହେବ । ଆପଣଙ୍କୁ ଜୀବନରେ ସଫଳତା ମିଳିବାର ଯୋଗ ଅଛି । ଆର୍ଥିକ ସଙ୍କଟ ଠାରୁ ମୁକ୍ତି ମିଳିବ । ସଫଳତା ମିଳିବ । ଠିକ ନିସ୍ପତି ନେବେ । ଆଗାମୀ ସମୟରେ ଭାଗ୍ୟ ଘୋଡା ଠାରୁ ଜୋରରେ ଦୌଡିବାକୁ ଲାଗିବ । ମା ଲକ୍ଷ୍ମୀଙ୍କ ନାମ ନେଇ କରାଯାଇଥିବା କାମରେ ସଫଳ ହେବେ ।

ମେଷ ରାଶି : ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଧନର ଆଗମନ ହେବ । ଯାହାର ଫଳରେ ସାମାଜିକ ପ୍ରତିଷ୍ଠାରେ ଆପଣଙ୍କର ଭାଗ୍ୟ ଖୋଲିଯିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ନଜର ଆସୁଛି । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଧନରେ ଅପାର ବୃଦ୍ଧି ହେବ । କୌଣସି ଶୁଭ କାର୍ଯ୍ୟ ର ଆୟୋଜନ ହୋଇପାରେ ।

କନ୍ୟା ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ଆପଣ କଠିନରୁ କଠିନ କାମ ସହଜରେ କରି ଆଗକୁ ବଢି ଚାଳିବେ । ପରିଶ୍ରମ ଓ ଶ୍ରମିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏହି ମାସରେ ଅତ୍ୟଧିକ ଟଙ୍କା ପଇସା ପ୍ରାପ୍ତ ହେବ ।

କୁମ୍ଭ ରାଶି : ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତିଙ୍କୁ ଅଗଷ୍ଟ ମାସରେ ଅଧିକରୁ ଅଧିକ ଧନ ଲାଭର ଯୋଗ ଅଛି । ଆପଣଙ୍କର ସଫଳତା ଦେଖି ଶତ୍ରୁ ଈର୍ଷା କରିବେ । କିନ୍ତୁ ଆପଣଙ୍କୁ ଭୟ କରିବାର ନାହିଁ । କାରଣ ଶତ୍ରୁ ମାନେ ଏହି ଚେଷ୍ଟାରେ ବିଫଳ ହେବେ ।

Leave a Reply

Your email address will not be published. Required fields are marked *