ମହିଳା ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ ସ୍ଵାମୀ ହେବେ କାଙ୍ଗାଳ- Ajira Anuchinta

ନାରୀ ମାନେ ଆଜି କାଲୀ ଏହି ଭଳି କିଛି ଜିନିଷ ଧାରଣ କରୁଛନ୍ତି ଯାହାକୁ ଧାରଣ କରିବା ଦ୍ଵାରା ଆପଣ ଖୁବ କଷ୍ଟ ପାଇବେ । ନାରୀ ମାନେ ଏହାକୁ କରନ୍ତୁ ନି ଓ ପୁରୁଷ ମାନେ ଏହାକୁ କରିବା ପାଇଁ ଦିଅନ୍ତୁ ନି । ଆପଣ ଯଦି ନାରୀ ଏହାକୁ କରନ୍ତୁ ନି ଯଦି ଆପଣ ପୁରୁଷ କେଉଁ ଭି ନାରିକୁ ଏହା କରିବା ପାଇଁ ଦିଅନ୍ତୁ ନି । ତେବେ ଆମେ ଜାଣିଛେ କି ନାରୀ ମାନେ ଗହଣା ପିନ୍ଧିବା ପାଇଁ ଭଲ ପାନ୍ତି କିଛି ଏହି ଭଳି ନାରୀ ଅଛନ୍ତି ଯେଉଁ ମାନେ ସଜେଇ ହେବା ପାଇଁ ଖୁବ ଭଲ ପାଇ ଥାନ୍ତି ।

କିନ୍ତୁ କିଛି ଏହି ଭଳି ନାରୀ ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ବିବାହ ପରେ କିଛି ଏହି ଭଳି ଭୁଲ କରି ଦେଇଥାନ୍ତି ଯାହା ଦ୍ଵାରା । ମା ଲକ୍ଷ୍ମୀ ତାଙ୍କ ଘରୁ ସବୁ ଦିନ ପାଇ ଚାଲି ଯାଇ ଥାନ୍ତି ।

ବିବାହ ହେଉଛି ପ୍ରତେକ ବ୍ଯକ୍ତିର ଏକ ମିଲନ କେନ୍ଦ୍ର ଏହି ଦିନ ପରେ ନାରୀ ମାନେ ସୁନାର ଗହଣା ପିନ୍ଧିବା ତାଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ଶୁଭ ହୋଇଥାଏ । କିନ୍ତୁ ଏହା ଭିତରେ ଯଦି ଆପଣ ସୁନାର ପାଉଁଜି କିମ୍ବା ସୁନାର ଝୁଣ୍ଟିଆ ପିନ୍ଧିବେ ଏହା ଆପଣଙ୍କ ପାଇଁ ଖୁବ ଖରାପ ଅଟେ । କିଛି ନାରୀ ମାନେ ସଉକ ରେ ଏହାକୁ ଧାରଣ କରୁଛନ୍ତି କିନ୍ତୁ ଏହି ଭଳି କରିବା ଦ୍ଵାରା ଆପଣଙ୍କ ସ୍ଵାମୀ ଙ୍କର ହିନ କ୍ଷତି ହୋଇଥାଏ ।

ଏବେ ଆସନ୍ତୁ ଜାଣିବା ଧଳା ଲୁଗା ଏହା ହିନ୍ଦୁ ଧର୍ମ ଅନୁସାରେ ବିବାହ ପରେ ଯଦି ସ୍ଵାମୀ ର ମୃତ୍ୟୁ ହୋଇଯାଏ ସେତେବେଳେ ପିନ୍ଧିବା ଦରକାର ହୁଏ । କିନ୍ତୁ ଆଧୁନିକତା କୁ ଆଖି ଆଗରେ ରଖି ନାରୀ ମାନେ ନିଜ ଷ୍ଟାଇଲ କୁ ମେଣ୍ଟେନ କରିବା ପାଇଁ ଧଳା ଲୁଗା ପିନ୍ଧୁଛନ୍ତି ଯାହା ଦ୍ଵାରା ସେମାନେ ଅଜାଣତରେ ନିଜ ସ୍ବାମୀର ମୃତ୍ୟୁ କୁ ଡାକି ଆଣନ୍ତି । ଏହା ପରେ ଆସନ୍ତୁ ଜାଣିବା ସିନ୍ଦୁର ଯାହା ବିବାହିତ ନାରୀ ମାନେ ସବୁ ବେଳେ ନିଜ ମଥାରେ ପିନ୍ଧିବା ନିୟମ । କିନ୍ତୁ କିଛି ଜଣ ଏହାକୁ ଅଳ୍ପ ମାତ୍ରାରେ ଲଗାଇବା ପସନ୍ଦ କରୁଛନ୍ତି କେବଳ ସେତିକି ନୁହେଁ କିଛି ନାରୀ ମାନେ ଏହାକୁ ବଙ୍କା ତେଢା କରି ଲଗାଉଛନ୍ତି ଯାହା ଖରାପ ଅଟେ ।

ଏହା ପରେ ଏହି ନାରୀ ମାନେ ନିଜ ସାରି କୁ ଦେଖିକି ରଙ୍ଗ ବେରଙ୍ଗର ସିନ୍ଦୁର ପିନ୍ଧୁଛାଣ୍ଟି ଯାହା ତାଙ୍କ ପାଇଁ ଅଶୁଭ ସହ ସ୍ଵାମୀ ପାଇଁ କ୍ଷତି କାରକ ଅଟେ । ଏହା ପରେ ଆସେ ମଙ୍ଗଲ ସୂତ୍ର ଏହାକୁ ଦୁଇ ସ୍ଵାମୀ ଓ ସ୍ତ୍ରୀ ର ବୁଝାମଣା ପାଇଁ ବେକରେ ପକାଇ ଥାନ୍ତି ସ୍ତ୍ରୀ ମାନେ । ସେମାନେ ଏହାକୁ ବେକରେ ପିନ୍ଧିବା ବଦଳରେ ଆଜି କାଲୀ ଏହାକୁ ହାତରେ ପିନ୍ଧିବା ଅଧିକ ପସନ୍ଦ କରୁଛନ୍ତି ନାରୀ ମାନେ । ଏହି ସବୁ ଜିନିଷ ଯେଉଁ ଭଳି ପିନ୍ଧିବା କଥା ନାପିନ୍ଧିଲେ ଘର ଏବଂ ସ୍ଵାମୀ ପ୍ରତି ବିପଦ ଥାଏ ।

Leave a Reply

Your email address will not be published. Required fields are marked *