5000 ବର୍ଷ ହେବ ଆଜି ବି ବଞ୍ଚିଛନ୍ତି ଅଶ୍ଵଥାମା ! ଏହି ଜାଗରୁ ମିଳିଲା ପ୍ରମାଣ

ଭାରତୀୟ ସଂସ୍କୃତିରେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହାର ଇତିହାଶ ସାରା ବିଶ୍ଵର ଇତିହାସ ଠାରୁ ଭିନ୍ନ ଅଟେ । ଯଦି ଦେଖିବା ପାଇଁ ଯିବାତ ଜାଣି ପାରିବା କି ମହହାଭାରତ ଦିନରେ ଅସ୍ଵସ୍ଥାମା ନାମରେ ଏକ ବିର ଥିଲେ ସେ ଆଜି ଭି ଜୀବିତ ଥିବାର ଲୋକମାନେ କହୁଛନ୍ତି । ମହାଭାରତ ଯୁଗରେ ହେଉଥିବା ଯୁଧ୍ୟରେ ସେ ଏକ ମୁଖ୍ୟ ଭୂମିକା ରେ ଥିଲେ । ସେ ହେଉଛନ୍ତି ଗୁରୁ ଦ୍ରୋଣାଚାର୍ଜ୍ୟ ଙ୍କର ପୁତ୍ର । ଅସ୍ଵସ୍ଥାମା ଙ୍କୁ ଗୁରୁ ଦ୍ରୋଣା ଚାର୍ଜ୍ୟ ଖୁବ ଭଲ ପାଉଥିଲେ ।

ଓ ନିଜର ପୁତ୍ର ହେବା ଦ୍ଵାରା ସେ ତାଙ୍କୁ ଅନେକ ଯୁଧ୍ୟ କୌଶଳ ମଧ୍ୟ ଶିଖାଇ ଥିଲେ । ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ସେ ମହାଭାରତ ଯୁଧ୍ୟରେ ପାଣ୍ଡବଙ୍କୁ ପରାସ୍ତ କରି ଦେଇଥିଲେ । କିନ୍ତୁ ଭଗବାନ କୃଷ୍ଣ ତାଙ୍କୁ ବଞ୍ଚାଇ ଦେବାରୁ ସେମାନେ ଜିତି ଯାଇଥିଲେ ।

ସେ ଏକ ମହାନ ବୀର ଥିଲେ ଯାହାଙ୍କ ନାମ ଶୁଣିଲେ ଅନେକ ଲୋକ ଭୟଭୀତ ହୋଇ ଯାଉଥିଲେ । ସେ କେବେ ଭି କାହାକୁ ନିଜ ଉପରେ ରହିବାକୁ ଦେଇ ନଥିଲେ । କିନ୍ତୁ ଆଜି ଭି ସେ ଜୀବିତ ବୋଲି ଲୋକମାନେ କହୁଛନ୍ତି ଦେଖିବା ପାଇଁ ଯଦି ଯିବା ତ ଜାଣି ହେବକୀ ସେ ଆଜି ଭି ନିଜେ ଜୀବନ ଧରି ଛନ୍ତି ଏହା କେବଳ ତାଙ୍କୁ ମିଳିଥିବା ଅ-ଭି-ଶା-ପ ପାଇଁ । କିଛି ଲୋକମାନେ ତାଙ୍କୁ ଔଷଧ ମାଗିବାର କିମ୍ବା କାହାକୁ ତେଲ ମାଗିବାର ଅନେକ ବାର ଦେଖି ଛନ୍ତି ମାହାଭାରତ କାଳରୁ ସେ ଜୀବିତ ଅଛନ୍ତି ଓ ତାଙ୍କ କ୍ଷତ ମଧ୍ୟ ତାଜା ଅଛି । ସେ ଦେଖିବା ପାଇଁ ବିଶାଳ ବୋଲି ଲୋକମାନେ କହୁଛନ୍ତି ।

କେହି କେହି କୁହନ୍ତି କି ସେ ଦେଖିବା ପାଇ ବିଶାଳ କିନ୍ତୁ ସେ ଦେଖିବା ପାଇଁ କୁଶଛିତ ମଧ୍ୟ । ତାଙ୍କ ନାମ ଏଭଳି ହେବାର କାରଣ ସେ ଜନ୍ମ ବେଳେ ଘୋଡା ହସିବା ଭଳି ଆବାଜ କାଢି ଥାନ୍ତି । ତେଣୁ ସବୁ ତାଙ୍କ ନାମ ଅସ୍ଵସ୍ଥାମା କହି ଦେଇଥିଲେ । ସେ ଜନ୍ମ ହେବା ବେଳେ ତାଙ୍କ ମଥାରେ ଏକ ମଣି ଥିଲା ସେ ଏହାକୁ ନିଜ ପାଖରେ ରଖିବା ଯାଏ ତାଙ୍କର କେହି କିଛି ଭି ଖ-ରା-ପ କରି ପାରିବେନି ସେ ମଣି ତାଙ୍କୁ ସବୁ ସଙ୍କଟରୁ ବଞ୍ଚାଉଥିଲା ।

କିନ୍ତୁ ଯେତେବେଳେ ସେ ନିଜର ପିତାର ମୃ-ତ୍ୟୁ ପାଇଁ ସେ ଦ୍ରୋପତି ଙ୍କ ପାଞ୍ଚ ପୁତ୍ର ଙ୍କୁ ମାରି ଦେଇଥିଲେ ଓ ଏହା ପରେ ଶେଷରେ ଅଭିମନ୍ୟୁ ଙ୍କ ପୁତ୍ର ଯାହା ଜନ୍ମ ମଧ୍ୟ ହୋଇ ନଥିଲା ତାକୁ ମଧ୍ୟ ସେ ବ୍ରହ୍ମା ଅ-ସ୍ତ୍ର ଦ୍ଵାରା ମାରି ଦେଇଥିଲେ । ଯାହା ଦ୍ଵାରା ଭଗାବ୍ନ କୃଷ୍ଣ ତାଙ୍କ ମଥାରେ ଲାଗିଥିବା ମଣିକୁ କାଢି ଦେଇଥିଲେ ଓ ଏହା ଦ୍ଵାରା ତାଙ୍କର ସବୁ ଶକ୍ତି ଲୋପ ପାଇ ଯାଇଥିଲା ସେ କହିଥିଲେ କି କଳିଯୁଗର ଅନ୍ତ ଯାଏ ଅସ୍ଵସ୍ଥାମା କେବେଭି ମରିବେ ନି ଓ ତାଙ୍କୁ ଏହି କଷ୍ଟ ସବୁ ଦିନ ଭୋଗ କରିବା ପାଇଁ ପଡିବ । ଯାହା ପାଇଁ ଆଜି ଭି ଲୋକମାନେ ତାଙ୍କୁ ଦେଖୁଛନ୍ତି ବୋଲି କହିଛନ୍ତି । ଆଜି ଭି ତାଙ୍କ ମଥାରୁ ର-କ୍ତ ବାହାରୁଛି । ଆଜି ଭି ସେ କ୍ଷତ ବିଖ୍ୟାତ ହୋଇ ବୁଲୁଛନ୍ତି । କାରଣ ତାଙ୍କୁ ଭଗବାନ ଅମର କରିଛନ୍ତି କିଛି ଦିନ ପାଇଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *