ମା ଦୂର୍ଗା ଙ୍କ କୃପା ହେବା ପାଇଁ ଯାଉଛି କିଛି ରାଶି ମାନଙ୍କ ଉପରେ । କିଛି ରାଶି ମାନେ ମା ଦୂର୍ଗା ଙ୍କ କୃପା ନିଶ୍ଚିତ ଭାବେ ପାଇବେ । ଏବେ ନବ ଦୂର୍ଗା ଙ୍କ ପୂଜା ର ସମୟ ଏହି ସମୟରେ ଏହି ରାଶିର ଲୋକ ମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା ପାଇଁ ଯାଉ ଛନ୍ତି । ଆଜି ଆମେ କହିବା ପାଇଁ ଯାଉଥିବବା ରାଶି ମାନେ ଏବେ ସବୁ ପ୍ରକାର ଫଳ ପାଇବେ ନିଜ କର୍ମ ଦ୍ଵାରା ଆମେ ଯେଉଁ କାମ କରିବା ସେହି କାମ କରିବା ଦ୍ଵାରା ଆମ ଜୀବନର ଆଗାମୀ ଦିନ ଓ ବର୍ତ୍ତମାନ ଉଭୟ ନିର୍ଭର କରେ ।
ଆଜି ଆମେ କହିବା ପାଇଁ ଯାଉଛୁ କି ଯେଉଁ ମାନେ ନିଜ କ୍ଯାରିୟର କୁ ନେଇ ଚିନ୍ତା ରେ ଥିବେ ସେମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଏବେ ଯେଉଁ ମାନେ ନିଜ କ୍ଯାରିୟର ପାଇଁ କେଉଁ ନୂଆ ଜାଗାରେ ରହିବା ପାଇଁ ଇଚ୍ଛା କରୁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଏହା କରୀ ପାରିବେ । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ଚାକିରି କରୁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ନିଜ ଉପର ଅଧିକାରୀ ମାନଙ୍କ ସହ ଭଲ ସମୟ ବିତାଇବେ ।
ଯେଉଁ ମାନେ ବ୍ୟାପାରୀ ଅଛନ୍ତି ସେମାନେ ଏବେ ନିଜ ବ୍ୟାପାର ପାଇଁ କିଛି ନୂଆ ଉପାୟ ଲାଗୁ କରିବେ । ଯେଉଁ ମାନେ ନିଜକୁ ସବୁ ବେଳେ ଆଗକୁ ନେବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଏବେ ନିଜ ଚିନ୍ତା କରି ଥିବା କାମକୁ କରିବେ । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ଛାତ୍ର କିମ୍ବା ଛାତ୍ରୀ ଅଛନ୍ତି ସେମାନେ ଏବେ ନିଜ ପରିଶ୍ରମ କୁ ଖୁବ ଆଗକୁ ନେବେ ସେମାନେ ଏବେ ନିଜ ପରୀକ୍ଷାରେ ଖୁବ ଭଲ ଫଳ ପାଇବା ପାଇଁ ଯାଉଛନ୍ତି । ଆଜି ଆମେ କହିବା ପାଇ ଯାଉ ଥିବା ରାଶି ମାନେ ଏବେ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଭି କରୀ ପାରିବେ ।
କିଛି ନୂଆ ଲୋକ ଙ୍କ ସହ ଆପଣଙ୍କ ପରିଚୟ ହେବେ ଓ କିଛି ନୂଆ ସମ୍ପର୍କ ସ୍ଥାପନା କରିବା ଭଳି କାମ କରିବେ ଏମାନେ । ସମାଜରେ ଏମାନଙ୍କ ନାମ ସବୁ ଆଡେ ଶୁଣିବା ପାଇଁ ମିଳିବ । ମା ଦୂର୍ଗା ଙ୍କ କୃପା ହେବା ପାଇଁ ଯାଉଛି ଏହି ରାଶି ମାନଙ୍କ ଉପରେ ଯଦି କିଛି ଖରାପ ନଜର ଥାଏ ତେବେ ଆପଣ ଙ୍କ ଏହି ସମସ୍ଯା ଦୂର ହୋଇ ଜୀବ । ଆପଣ ମାନେ କିଛି ଉଧାର କରିବା ପାଇ ଯାଉ ଛନ୍ତି ତେବେ କରନ୍ତୁ ନାହିଁ ଆପଣଙ୍କ ପାଇଁ କିଛି ସରକାର ସହାୟତା ମିଳିବା ପାଇଁ ଯାଉଛି । ଆପଣ ମାନଙ୍କ ମଧ୍ୟରୁ କିଛି ଲୋକମାନେ ନିଜ ବ୍ୟାପାର କୁ ଖୁବ ଆଗକୁ ନେଇକି ଯିବେ । ତେବେ ଏହି ରାଶି ମାନେ ହେଲେ ମେଷ, କର୍କଟ, ମିଥୁନ, କୁମ୍ଭ, ମିନ ରାଶି ।