ଆଲମୀରା କୁ କେଉଁ ଦିଗରେ ରଖିଲେ ଧନ ବଢେ- Vastu Shastra

ଆମ ପାଇଁ ମା ଲକ୍ଷ୍ମୀ ଓ କୁବେର ଧନ ର ଦେବା ଦେବୀ ଅଟନ୍ତି । ଆମେ ଯେତେବେଳେ ଭି ଅସୁବିଧାରେ ରହି ଥାଉ ନିଶ୍ଚିତ ଭାବେ ଆମେ ମା ଲକ୍ଷ୍ମୀ ଓ କୁବେର ଙ୍କ ଆରାଧନା କରି ଥାଉ । ଆପଣ ମାନେ ଜାଣି ଥିବେ ସମୁଦ୍ର ହେଉଛି ସାରା ଧନ ର ଖଜଣା । ଆପଣ ଜାଣି ଥିବେ କି କୁବର ହେଉଛନ୍ତି ମା ଲକ୍ଷ୍ମୀ ଙ୍କ ଧନର ମାଲିକ । ତେଣୁ ଆମେ ସବୁ ବେଳେ ଏହି ଭଳି ସଂସ୍କାର କୁ ଅନୁସରଣ କରିବା ଦରକାର ଯାହା ଦ୍ଵାରା ଆମେ ଧନବାନ ହୋଇ ପାରିବା । କାରଣ ସବୁ ଠାରୁ ବଡ ଦୁଃଖ ହେଉଛି ଦାରିଦ୍ରତା ।

ଆମେ ଆମ ଘରେ ଆଲମୀରା କିମ୍ବା ଆଉ କିଛି ଜାଗା ରେ ଧନ ରଖୁଥିବେ । କିନ୍ତୁ ଆପଣ ଜାଣି ଥିବେ କି କୁହା ଯାଏ କି ଯଦି ଆମେ ଧନ ରଖିବା ଦିଗ ଉତ୍ତର ହେଲେ ଏହା ଭଲ ଅଟେ । ଆପଣ ଜାଣି ଥିବେ କି ଏହା ସାଧାରଣ ଭାବେ ସବୁ ଲୋକଙ୍କୁ ଜଣା ଥିବା । କିନ୍ତୁ ଦେଖିବା ପାଇଁ ଗଲେ ଅନେକ ଲୋକ ଅନେକ କଥା ଜାଣି ନାହାଁନ୍ତି । ଆପଣ ଜାଣି ଥିବେ କି କିଛି ଲୋକ ମାନେ ନିଜ ଆଲମୀରା କୁ ଉତ୍ତର ଦିଗକୁ ରଖୀ ଥାନ୍ତି । ଆପଣ ମାନେ ଠାରେ ଭାବି ଦେଖନ୍ତୁ କି ଏହା କଣ ସଠିକ ଦିଗକୀ । ଆମେ କହିବାର ମାନେ ଆପଣଙ୍କୁ ସ୍ପଷ୍ଟ ଭାବେ କହି ଦେବା ପାଇଁ ଚାହୁଁ କି ଆପଣ କିଭଳି ଭାବେ ନିଜ ଆଲମୀରା କିମ୍ବା ଆପଣ ନିଜ ଲକର କୁ ରଖିବେ ।

ଆପଣ ହୁଏତ ଜାଣି ନଥିବେ କି ମା ଲକ୍ଷ୍ମୀ ଓ କୁବେର ଉତ୍ତର ଦିଗ ଅଛି । ଆମେ ଜାଣି ଛେ କି କୁବେର ଓ ମା ଲକ୍ଷ୍ମୀ ଯଦି ଉତ୍ତର ଦିଗ କୁ ମୁହଁ କରିକି ବସିବେ ତେବେ ଆପଣଙ୍କ ମୁହଁ ନିଶ୍ଚିତ ଭାବେ ଦକ୍ଷିଣ ଦିଗକୁ ରହିବ । ତେଣୁ ଆପଣ ଯଦି ଦେଖିବେ ତେବେ ଆପଣ ଆଲମୀରା ଓ ଲକର କୁ ଦକ୍ଷିଣ ରେ ଥିବା କାନ୍ଥରେ ଯଦି ରଖିବେ ତେବେ ଆପଣଙ୍କ ଲକର କିମ୍ବା ଆଲମୀରା ର ମୁହଁ ନିଶ୍ଚିତ ଭାବେ ଉତ୍ତର ଦିଗ କୁ ରହିବ । ଆପଣ ଏହା କରିବା ଦ୍ଵାରା ଆପଣଙ୍କ ଧନ ର ବୃଦ୍ଧି ନିଶ୍ଚିତ ଭାବେ ହୋଇ ରହିବ । ଆପଣ ଦକ୍ଷିଣ ଦିଗ ରେ ଯମର ଦ୍ଵାର ବୋଲି ଜାଣି ନଥିବେ ।

ଯଦି ଆପଣ ଦକ୍ଷିଣ ଦିଗ ରେ ଆଲମୀରା କୁ ରଖିବେ ତେବେ ଆପଣଙ୍କ ଆଲମୀରା ଯେତେବେଳେ ଖୋଳିବେ ଭଗବାନ କୁବେର ଓ ମାତା ଲକ୍ଷ୍ମୀ ଙ୍କ ନଜର ଆପଣଙ୍କ ଉପରେ ପଡିବ । ଆପଣ ଯଦି କେହି ଛୋଟ ବୟଶ ର ପିଲା ହୋଇ ଥିବେ ଓ ଆପଣ ଏହାକୁ ଜାଣି ନପାରି ଭୁଲ ବଶତଃ ଯଦି ଉତ୍ତର ଦିଗରେ ରଖିବେ ଓ ଏହାର କବାଟ ଖୋଲିବା ମାତ୍ରେ କି ଏହା ଦକ୍ଷିଣ ଦିଗରେ ଥିବା ଭଳି ଦେଖା ଜୀବ ତାହେଲେ ଏହା ଆପଣଙ୍କ ପାଇଁ ଖ୍ଯାତି କାରକ ଅଟେ । ଆମେ ଯଦି ଆଲମୀରା କୁ ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖିବେ ଏହାକୁ ନାଇଶାନ୍ୟ କୋଣ କୁହାଯାଏ । ଯାହା ଦ୍ଵାରା ଭଗବାନ କୁବେରଙ୍କ ଧ୍ୟାନ ସେହି ଜାଗାକୁ ସବୁ ଧାରୁ ଉତାମ କୋଣ ବୋଲି କୁହାଯାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *