ବନ୍ଧୁଗଣ ଅନେକ ଲୋକଙ୍କ ଜୀବନରେ ଧନର ଏତେ ସମସ୍ଯା ରହିଥାଏ କି ସେମାନେ ଯେତେ ବି ଜିନିଷ ରହିଛି ସେଥିରେ ଲାଭ ପାଆନ୍ତି ନାହି । ଏହା ଏଥିପାଇଁ ହୋଇଥାଏ କି ଯେବେ ଭାଗ୍ୟ ଖରାପ ଚାଲିଥାଏ ତେତେବ କୌଣସି କାମ ଠିକ ରୂପରେ ହୁଏ ନାହି । ଏହା ସହ କୌଣସି ବ୍ଯକ୍ତିର ଜୀବନରେ ଗ୍ରହ ଦୋଷ ଲାଗିଲେ ମଧ୍ୟ ଜୀବନରେ ଧନ ସମସ୍ଯା ଲାଗି ରହିଥାଏ । ଯେବେ ବି ଏହି ସ୍ଥିତି ଆସିଥାଏ ତେବେ ଘରେ ପାରିବାରିକ କଳହ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଖାସ କଥା ଯାହାକୁ କରିବା ଦ୍ଵାରା ଘରେ ଓ ଜୀବନରେ ଧାନ ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
ଘରେ ଯଦି ଦୁର୍ଭାଗ୍ୟ ବସିଯାଏ ତେବେ ଧନ ହାନି ହେବା ଆରମ୍ବ ହୋଇଥାଏ । ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ଯେ କିଛି ବୁଝି ହୁଏ ନାହି । ଯେତେ ପରିଶ୍ରମ କରିଲେ ମଧ୍ୟ ଯଥା ଖର୍ଚ୍ଚ ଅଧିକ ହୋଇଥାଏ । କିନ୍ତୁ କିଛି ସହଜ ଉପାୟ ବା ଜିନିଷ ଅଛି ଯାହାକୁ କରିଲେ ଧନ ସଞ୍ଚୟ ହୋଇଥାଏ । ଘରର ଭାଗ୍ୟ ଖୋଲିଯାଏ । ଆଜିଏ ଏହି ଉପାୟ ଦ୍ଵାରା ଧନ ବହୁତ ଜଲ୍ଦି ଆକର୍ଷଣ ହୋଇଥାଏ ।
ଘରର ଏମିତି କିଛି ଜାଗା ରହିଛି ଯେଉଁଠି ଖରାପ ଶକ୍ତି ବା ଦୁର୍ଭାଗ୍ୟ ରହିଥାଏ । ଏଣୁ ଏହା ବହୁ ଲୋକଙ୍କ ଧ୍ୟାନ ସେଠାକୁ ଯାଇ ନ ଥାଏ । ତେବେ ବନ୍ଧୁଗଣ ଆପଣ ମାନେ ମନେ ରଖନ୍ତୁ ଯେଉଁ ଠାରେ ଆପଣ ନିଜର ସୁନା, ଟଙ୍କା ଆଦି ରଖିଥାନ୍ତି ଏଠାରେ ଦୁର୍ଭାଗ୍ୟ ତାର ବାସ କରିଥାଏ । ଏହି କାରଣରୁ ଘରେ ଯଥା ଖର୍ଚ୍ଚ ବୃଦ୍ଧି ହେବା ସହ କ୍ଲେଶ ଦେଖାଯାଏ ।
ଏହା ସହ ରୋଗ ବ୍ୟାଧି ମଧ୍ୟ ସୃଷ୍ଟି ହୋଇଥାଏ । ସେପରି ସ୍ଥାନ ହେଉଛି ଆଲମାରୀ ର ଉପର ଭାଗ । ଯାହାକୁ ଖୁବ କମ ଲୋକ ସଫା କରିଥାନ୍ତି । ଆଲମାରି ର ଉପର ଭାଗରେ ଅଧିକ ଧୁଳି ଜମା ହୋଇ ରହିଥାଏ । ତେଣୁ ଆଲମାରି ଉପର ବା ପଛ ଭାଗରେ ବୁଢିଆଣୀ ଜାଲ ବନିବାକୁ ଦେବେ ନାହି ।
ଏହା ସହ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନରେ ଅଚାନକ ଧନ ପ୍ରାପ୍ତି ର ଯୋଗ ହେଉ ତେବେ ଖାସ ପୁଟୁଳି ତିଆରି କରିବା ହେବ । ଏଥିପାଇଁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଆଗରେ ଘିଅ ଦୀପ ଜାଳି ନାଲି କପଡା ରେ ୮ଟି ଗୁଜୁରାତି, ୮ଟି କର୍ପୁର, ୮ଟି ଲବଙ୍ଗ ରଖିବେ । ଏହା ପରେ ଯଦି ରୂପା କଏନ ରଖିବେ ତେବେ ବହୁତ ଭଲ ହୋଇଥାଏ । ଏହା ପରେ ପୁଟୁଳି କୁ ବାନ୍ଧି ମା ଲକ୍ଷ୍ମୀ ଙ୍କ ପାଠ କରିବେ ।
ଏହାକୁ ନେଇ ନିଜ ଆଲମାରି ଉପରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ଏହା ସହ ଧନ ହାନିର ସମସ୍ୟା ଦୂର ହେବା ସହ ଧନର ଆଗମନ ହୋଇଥାଏ । ଏହା ଏମିତି ଏକ ପ୍ରୟୋଗ ଯାହା ଦୁର୍ଭାଗ୍ୟ କୁ ମୂଳରୁ ସମାପ୍ତ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।