ଆପଣଙ୍କୁ ରାତାରାତି ଧନୀ କରିପାରିବ ମାତ୍ର ମୁଠାଏ ଚାଉଳ, ବାସ କରନ୍ତୁ ଏହି ଛୋଟ ଉପାୟ- Vaastu Tips

ପ୍ରତେକ ବ୍ୟକ୍ତି ଜୀବନରେ ଇଚ୍ଛା କରିଥାଏ ବହୁତ ସାରା ଧନ ଓ ଖୁସି ଆସିବା ପାଇଁ । ଖୁସି ଘରକୁ ଆସିଥାଏ କିନ୍ତୁ ଧନର ଅଭାବ ଦେଖାଯାଏ । କେବେ କେବେ ତ ଧନ ଘରକୁ ଆସେ ହିଁ ନାହି । ସେଥିପାଇଁ ଲୋକମାନେ ଚିନ୍ତାରେ ରହି ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରୁଛନ୍ତି କିନ୍ତୁ ଧନର ଅଭାବ ହେଉଛି । ଆପଣ କମାଇଥିବା ଧନ ବହୁତ ଜଲ୍ଦି ସରି ଯାଇଛି । ଆଜି ଆମେ ଆପଣ ମାନଙ୍କୁ ଧନର ସଞ୍ଚିତ କେମିତି ହେବ ଓ କେଉଁ ଉପାୟ କରିଲେ ଘରେ ସୁଖ ସମୃଦ୍ଧି ଓ ଧନର ବର୍ଷା ହେବ ସେହି ବିଷୟରେ କହିବାକୁ ଯାଉଛୁ ।

ଏହା ବହୁତ ସହଜ ଉପାୟ ଅଟେ ଯାହାକୁ କରିବା ଦ୍ଵାରା ଆପଣଙ୍କର ଧନର ଭଣ୍ଡାର କେବେ ଖାଲି ରହିବ ନାହି । ବରଂ ଦିନକୁ ଦିନ ଆହୁରି ଏହି ଧନ ବୃଦ୍ଧି ପାଇବ । ଯେ କୌଣସି ବ୍ୟକ୍ତି ଏହାକୁ ଘରେ ପ୍ରୟୋଗ କରିପାରିବ । ଏହି ପ୍ରୟୋଗ ଗୁରୁବାର ବା ଶୁକ୍ରବାର ଦିନ ହିଁ କରିବେ । କାରଣ ଏହି ୨ ବାର ହେଉଛି ଦେବା ଗୁରୁ ଓ ମା ଲକ୍ଷ୍ମୀଙ୍କ ବାର ହୋଇଥାଏ ।

ତେବେ ଏହି ୨ ଦିନରେ କରାଯାଇଥିବା ଯେ କୌଣସି କାମ ବହୁତ ଜଲ୍ଦି ସୁଫଳ ଦେଇଥାଏ । ଏହି ଉପାୟ କରିବା ପାଇଁ ଛୋଟ ମାଟିରେ ତିଆରି ମାଠିଆ ନିଅନ୍ତୁ । ଯଦି ମାଟିର ମାଠିଆ ନ ଥିବ ତେବେ ପୂଜାରେ ବ୍ୟବହାର ହେଉଥିବା କଳସ ନେଇପାରିବେ । ଯେଉଁ ମାଠିଆରେ ପାଣି ଭର୍ତ୍ତି ହେଉଥିବା ବା ପାଣି ସେବନ କରୁଥିବେ ତେବେ ସେହି ମାଠିଆକୁ ନେବେ ନାହି ।

ଏହି ମାଠିଆ ବ କଳସରେ ଚାଉଳ ରଖିବାର ଅଛି । ଏଥିରେ ୨ଟି ଦୁବ ଘାସ ନେବେ ଯାହା ପ୍ରଭୁ ଗଣେଶଙ୍କର ବହୁତ ପ୍ରିୟ ହୋଇଥାଏ । ଏହା ପରେ ଏଥିରେ ଏକ ଟଙ୍କା ବା କଏନ ରଖିବେ । ଏହି କଏନକୁ ଚାଉଳ ଭିତରେ ରଖିବେ । ଏହା ପରେ କ୍ଳାସ ମୁହଁକୁ ନାଲି କପଡାରେ ଭଲ ଭାବେ ବାନ୍ଧି ଦେବେ । ଏହା ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର କଳସ ହୋଇଥାଏ ଯାହା ଆପଣଙ୍କ ଘରେ ଦିବ୍ୟ ଧନ ଆଣିଥାଏ ।

ମନେ ରଖିବେ ଏହି କଳସକୁ ଘରର ଉତ୍ତର-ପଶ୍ଚିମ କୋଣରେ ରଖିବେ ଯେମିତି ଆପଣ ଉତ୍ତର କୋଣରେ ପୂଜା କରିଥାନ୍ତି ଠିକ ସେହିପରି ଉତ୍ତର-ପଶ୍ଚିମ କୋଣରେ ରଖିବେ । ଏହାକୁ ଆପଣ ତଳେ ରଖିପାରିବେ । ଏହାକୁ ଏକ ବର୍ଷ ସେମିତି ସ୍ଥିର କରି ରଖିବେ । ଆସନ୍ତା ବର୍ଷ ଭଗବାନଙ୍କ ନାମ ନେଇ ଏହି କଳସକୁ ନଦୀରେ ଭସାଇ ଦେବେ । ନ ହେଲେ ପକ୍ଷୀଙ୍କୁ ଖାଇବାକୁ ଦେବେ ।

କିନ୍ତୁ ଛାତ ଉପରେ ପକାଇବେ ନାହି । ଆଉ କଏନକୁ ନିଜ ପାଖରେ ରଖିବେ ବା ଅନ୍ୟକୁ ଦାନ କରିପାରିବେ । ଯଦି ଘରେ ଏହି ଉପାୟ ପ୍ରୟୋ କରିବେ ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହ ଧନର ବର୍ଷା କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *