ଆପଣଙ୍କୁ ଏହି ୮ଟି ସଙ୍କେତ ମିଳୁଥିଲେ ଆପଣ କୌଣସି ସାଧାରଣ ମଣିଷ ନୁହନ୍ତି- Sri Krishna

ନମସ୍କାର ବନ୍ଧୁଗଣ, ମଣିଷ ହେଲେ କିଛି ମଧ୍ୟ କିଛି ଲୋକଙ୍କ ଉପରେ ଭଗବାନଙ୍କ ଆଶ୍ରିବାଦ ରହିଥାଏ । ତେଣୁ ସେମାନେ ଭଗବାନ ସଦୃଶ ହୋଇଥାନ୍ତି । ତେବେ କିଭଳି ଜାଣିବେ ଏବଂ ଚିହ୍ନିବେ ଏପରି ପୂଣ୍ୟ ମଣିଷଙ୍କୁ । ଏହାକୁ ଜାଣିବା ନିମନ୍ତେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୮ ଟି ସଙ୍କେତ ବିଷୟରେ । ଏହି ସଙ୍କେତ ଆପଣ ଯେଉଁ ମଣିଷଙ୍କ ଠାରେ ଦେଖିବା ବା ନିଜ ଠାରେ ଯଦି ଦେଖନ୍ତି ତେବେ ବୁଝିଯିବେ କି ଆପଣ କୌଣସି ସାଧାରଣ ମଣିଷ ନୁହନ୍ତି । ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଥମ: ଯଦି ଆପଣଙ୍କ ଆଖି ବ୍ରହ୍ମ ମୁହୁତ୍ତରେ ଖୋଲିଯାଏ ଏବଂ ଆପଣଙ୍କୁ ଭଗବାନଙ୍କ କଥା ମନରେ ଆସିଥାଏ ତେବେ ଏହା ଏକ ସଙ୍କେତ ହୋଇଥାଏ । ଏବଂ ଯଦି ଆପଣଙ୍କୁ ଲାଗିଥାଏ କିଏ ଆପଣଙ୍କୁ ଗୋଟିଏ ଦିଗକୁ ଟାଣି ନେଉଛି ବୋଲି ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଜୀବନରେ ସଫଳତାର ମାର୍ଗ ଖୋଲିବାକୁ ଯାଉଛି ।

ଦିତୀୟ: ବୀନା କାରଣରେ ଯଦି ଆପଣ ଖୁସି ରହିବାକୁ ଲାଗନ୍ତି ଏବଂ କ୍ରୋଧ ଠାରୁ ଦୂରରେ ରୁହନ୍ତି । ତେବେ ଏହାର ସଙ୍କେତ ହେଉଛି ଆପଣଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି । ତୃତୀୟ: ଯଦି ଆପଣଙ୍କ ଘରକୁ ବାରମ୍ବାର ଗାଈ ଖାଇବାକୁ ଆସେ ବା ମାଙ୍କଡ ଘରୁ କୌଣସି ଜିନିଷ ପଶି ନେଇଯାଏ ତେବେ ଏହା ଏକ ଶୁଭ ସଙ୍କେତ ଅଟେ ।  ଏହାର ଅର୍ଥ ଆପଣଙ୍କର ଆସୁଥିବା ସମୟ ଆପଣଙ୍କୁ ବଳବାନ କରିଦେବ ।

ଚତୁର୍ଥ: ଯଦି କୌଣସି ଛୋଟ କନ୍ୟା ଆପଣଙ୍କ ଦେଖି ହସେ ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଜୀବନରେ ନୂଆ ସମ୍ପର୍କ ଯୋଡି ହେବାକୁ ଯାଉଛି । ଆପଣ ହସ ଖୁସିରେ ରହିବାକୁ ଯାଉଛନ୍ତି ବୋଲି ଜାଣିବେ । ପଞ୍ଚମ: ଆସୁଥିବା ସଙ୍କଟ ଆପେ ଆପେ ଦୂରେଇ ଯିବା ଏକ ଶୁଭ ସଙ୍କେତ ହୋଇଥାଏ ।

ଯଦି ଅଚାନକ ଧନ କମେଇବାର ମାର୍ଗ ଖୋଲିଯାଏ ତେବେ ଜାଣନ୍ତୁ ଆପଣଙ୍କ ଜୀବନରେ ଆଉ କେବେ ମଧ୍ୟ ଅସୁବିଧା ରହିବ ନାହି । ଷଷ୍ଠ: ପୂଜା ଥାଳୀରୁ ମାଳ ବା ଚନ୍ଦନ ପଡିବ ଏକ ଶୁଭ ସଙ୍କେତ ଅଟେ । ଏବଂ ମହିଳାମାନଙ୍କ ବାମ ଓ ପୁରୁଷ ମାନଙ୍କ ଅଙ୍ଗ ଡେଇଁବା ଓ ଅତିଥିଙ୍କର ଆଗମନ ଅତ୍ୟନ୍ତ ଶୁଭ ହୋଇଥାଏ ।

ସପ୍ତମ:ଘରୁ ବାହାରୁଥିବା ସମୟରେ କୌଣସି ସାଧୁ ପଣ୍ଡିତଙ୍କ ଆଶୀର୍ବାଦ ମିଳିବାର ଅର୍ଥ ହେଉଛି ଆପଣ କରିବାକୁ ଯାଉଥିବା କାର୍ଯ୍ୟ ସଫଳ ହେବ । ଅଷ୍ଟମ: ସନ୍ଧ୍ୟା ସମୟରେ ଯଦି ଆପଣଙ୍କୁ କାହା ଠାରୁ କ୍ଷୀର ବା ପାଣିରେ ଭରା ଥିବା ପାତ୍ର କିଏ ଦେଉଛନ୍ତି ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ ଆସୁଥିବା ସମୟ ପାଇଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *