ଆପଣଙ୍କର କେଉଁ ପ୍ରାଥନା ପୁରା ହେବାକୁ ଯାଉଛି, ଜାଣିବା ପାଇଁ ବାଛନ୍ତୁ ଗୋଟିଏ ଥାଳି

ନମସ୍କାର ବନ୍ଧୁଗଣ, ଆମେ ସବୁବେଳେ ଭଗବାନଙ୍କୁ ହିଁ ଆମର ଅସୁବିଧା ସୁବିଧା ପ୍ରାଥନା ଦ୍ଵାରା ଜଣାଇଥାଉ । ମନର ସମସ୍ତ ମନସ୍କାମନା ଭଗବାନଙ୍କ ସମ୍ମୁଖରେ ରଖିଦେଇଥାଉ । କିନ୍ତୁ ତାହା କେବେ ପୁରା ହେବ ଏହାର ଆଶା ନଥାଏ । ତେବେ ଆପଣଙ୍କ ସେହି ପ୍ରାଥନା ସବୁ ଆପଣଙ୍କ ଉପରେ କେବେ ବରଦାନ ହୋଇ ପଡିବାକୁ ଯାଉଛି ତାହା ଆଜି ଆପଣ ଏକ ପୂଜା ଥାଳି ଚୟନ କରି ହିଁ ଜାଣିପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।

ପ୍ରଥମ ଥାଳି: ଏହି ଥାଳିକୁ ବାଛିଥିବା ବ୍ୟକ୍ତି ବିଚାର ମଧ୍ୟରେ ଫସି ରହିଛନ୍ତି । ଲୋକଙ୍କ ସାଥ ଆପଣଙ୍କ ସହ ରହିଥିଲେ ମଧ୍ୟ ଆପଣ ସମସ୍ୟା ଗୁଡିକର ସମାଧାନ ବାଟ ଖୋଜି ପାଉନାହାନ୍ତି । ଆପଣ ନିଜକୁ ସବୁବେଳେ ଏକୁଟିଆ ଅନୁଭବ କରୁଛନ୍ତି । ସମୟ ଅନୁସାରେ ଆପଣଙ୍କ ଅସୁବିଧାର ଅନ୍ତ ଘଟୁନାହି । କାମରେ ନିଜକୁ ବ୍ୟସ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ । ନୂଆ ନୂଆ ଜିନିଷ ଜାଣିବାର ଜିଜ୍ଞାସା ନିଜ ଭିତରେ ଆଣନ୍ତୁ ।

ଏହିସବୁ ଆପଣଙ୍କ ଭାବନାଙ୍କୁ ନିଶ୍ଚୟ ବଦଳାଇବାରେ ସାହାର୍ଯ୍ୟ କରିବ । କାମ ସହ ଜଡିତ ଥିବା ଭଲ ଖବର ଆପଣଙ୍କୁ ଦିନ ଆରମ୍ଭରୁ ହିଁ ମିଳିଯିବ । କାର୍ଯ୍ୟ ସହ ଜଡିତ ଥିବା ଆପଣଙ୍କ ପ୍ରାଥନା ପ୍ରଥମେ ଭଗବାନଙ୍କ ପାଖରେ ପହଞ୍ଚିଥାଏ । ନୂତନ କାର୍ଯ୍ୟ ଆରମ୍ଭ କରିବାର ଇଚ୍ଛା ପୂରଣ ହେବ । ପଇସା ସହ ଜଡିତ ଥିବା କୌଣସି ସମସ୍ୟାର ସମାଧାନ ହେବାକୁ ଯାଉଛି । ଆପଣ ନିଜ ସ୍ଵପ୍ନକୁ ସାକାର କରିପାରିବେ । ଏବେ ଆପଣଙ୍କୁ ଆପଣଙ୍କ କାମ ଉପରେ ବେଶି ଧ୍ୟାନ ଦେବା ଆବଶ୍ୟକ ।

ଦିତୀୟ ଥାଳି: ଏହି ଥାଳିକୁ ବାଛିଥିବା ବ୍ୟକ୍ତି ସବୁବେଳେ ଚେଷ୍ଟା କରନ୍ତୁ ଆତ୍ମ ନିର୍ଭରଶିଳ ହେବା ପାଇଁ । ଅନ୍ୟ କାହା ଉପରେ ନିର୍ଭର ନକରିବା ପାଇଁ ଚେଷ୍ଟା କରନ୍ତୁ । କାହା ସହ ମଧ୍ୟ ନିଜ ସମ୍ପର୍କ ବେଶି ବଢାନ୍ତୁ ନାହିଁ । ଆପଣ ରହିଥିବା ସମ୍ପର୍କରେ ଅଗାକୁ ବଢିବାର ଆଶା ରଖିଛନ୍ତି । କିନ୍ତୁ ଏଥିପାଇଁ ଏବେ ସମୟ ଲାଗିବ । ପରିବାର ଲୋକଙ୍କୁ ବୁଝିବା ପାଇଁ ସମୟ ଦିଅନ୍ତୁ ।

ଆପଣଙ୍କ ସାଥିଙ୍କ କେମିତି ଅଟନ୍ତି କଣ ତାହା ଜାଣିବାର ସମୟ ଓ ସୁଯୋଗ ଆପଣଙ୍କ ଘର ଲୋକଙ୍କୁ ଦିଅନ୍ତୁ । ଆପଣଙ୍କ ମନ ମୁତାବିକ ଆପଣ ଆଗକୁ ବାହାରି କୌଣସି ନିସ୍ପତି ନେବା ଭୁଲ ବିଲକୁଲ ମଧ୍ୟ କରନ୍ତୁ ନାହିଁ । ଯଦି ଆପଣ ନିଜ ପ୍ରାଥନାକୁ ପୁରା କରିବା ପାଇଁ ଚାହୁଁଛନ୍ତି ତେବେ ସବୁଦିନ ମନ୍ଦିର ଯାଅନ୍ତୁ ।

ଆଉ ଏକ ଚାଉଳର ଦାନା ଓ ଫୁଲ ନେଇ ଆପଣ ଯେଉଁ ଭଗବାନଙ୍କୁ ମାନୁଛନ୍ତି ତାଙ୍କୁ ଅର୍ପଣ କରିଦିଅନ୍ତୁ । ଏବଂ 108 ଥର ଗାୟତ୍ରୀ ମନ୍ତ୍ରର ଜପ ମନ୍ଦିରରେ ବସି କରନ୍ତୁ । ନିହାତି ଆପଣଙ୍କ ପ୍ରାଥନା ପୁରା ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *