ପୂଜା କରିବା ସମୟରେ 5ଟି ସଂକେତ ମିଳିଲେ ବୁଝି ଯାଆନ୍ତୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି, ଆପଣଙ୍କୁ ମିଳୁ ନାହିଁ ତ ଏମିତି ସଂକେତ

ଆମେ ସବୁ ଭଗବାନ ଙ୍କ କୃପା ପାଈଁ ଆମେ ଅନେକ ସମୟରେ ପୂଜା କରୁ । କିଛି ଲୋକମାନେ କେବଳ ଭଗବାନ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରୁଥିବା ବେଳେ । କିଛି ଲୋକମାନେ ଏଭଳି ଅଛନ୍ତି ଯେଉଁ ମାନେ କେବଳ ଭଗବାନ ଙ୍କୁ ଭଲ ପାନ୍ତି ବୋଲି ତାଙ୍କୁ ଆରାଧନା କରି ଥାନ୍ତି ।

ଆମ ଶାସ୍ତ୍ର ରେ ଏଭଳି କିଛି କଥା ଲେଖା ହୋଇଛି ଯେଉଁ ଥିରୁ ଆମେ ଜାଣି ପାରିବୁ କି ଆମେ କିଭଳି ଭାବେ ପୂଜା କରିବା ଦ୍ଵାରା ଭଗବାନ ଆମ ଆଖ ପାଖରେ ରହିଥାନ୍ତି । ଆପଣ ମାନେ ପୂଜା କରିବା ସମୟରେ ଅଜାଣତରେ କିଛି ଭୁଲ କରିଦେଉ ଯାହା ପାଇଁ ଘରେ ନାକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ଆସି ଥାଏ । ଯାହା ଦ୍ଵାରା ଭଗବାନ ଙ୍କ ବାସ କମି ଯାଇ ଥାଏ । ଆମେ ଯେତେବେଳେ ଭି ପୂଜା ବସ ସେତେବେଳେ ଭଗବାନଙ୍କ ସହ ଆମର ଆତ୍ମା ଜଡିତ ହୋଇ ରହିଥାଏ ।

ତେଣୁ କରି ଆମେ ପୂଜା କରିଇବା ସମୟରେ ଆମ ପାଖ ଆଖରେ କିମ୍ବା ଆମ ସହ କିଛି ବିଚିତ୍ର ଘଟଣା ଘଟି ଥାଏ । ଯାହା ଦ୍ଵାରା ଆପଣ ଜାଣି ନିଅନ୍ତୁ କି ଆପନ୍ନଙ୍କୁ ଭଗବାନ କିଛି ସଂକେତ ଦେବା ପାଇଁ ଯାଉଛନ୍ତି । ଆପଣ ମାନେ ଦେଖିଥିବେ କିଛି ସମୟରେ ଆପଣ ମାନେ ଯେତେ ବେଳେ ମନ୍ଦିର ଯାନ୍ତି କିମ୍ବା ଯେତେ ବେଳେ ଯାଇଥିବେ ସେତେବେଳେ ଦେଖିଥିବେ କି ଆପଣ ଖୁବ ଖୁସି ଅନୁଭବ କରିଥିବେ ।

ଆପଣ ଏହା ମଧ୍ୟ ଦେଖିଥିବେ କି ଯେତେବେଳେ ଆମେ ଭଗବାନ ଙ୍କ ପାଖରେ ପୂଜା କରୁଛେ ସେତେବେଳେ ଆମ ଆଖିରୁ ଲୁହ ବାହାରୁଛି । ଆପଣଙ୍କ ମନକୁ ଶାନ୍ତି ଲାଗେ ସେତେବେଳେ ଆପଣ ଜାଣି ନିଅନ୍ତୁ କି ଆପଣ ଙ୍କୁ ଭଗବାନ କିଛି ସଂକେତ ଦେଇଛନ୍ତି । ଆପଣ ଦେଖିଥିବେ କି ଯଦି ଆମେ କଥା ଶୁଣୁଥିବା ସମୟରେ ଆପଣ ଜଣାଇ ନିଅନ୍ତୁ କି ଆପଣଙ୍କ ପାଇଁ ଏହା ଭଲ ସମାଚାର ଅଟେ ।

ଯଦି ଗୋଟେ ଦୀପ ଜାଳା ହଉଛି ଓ ଏହା ଖୁବ ଜୋରସେ ଜଳୁଛି ଜଣାଇ ନିଅନ୍ତୁ ଭଗବାନ ଆପଣଙ୍କ ପୂଜା ରେ ଶାନ୍ତି ଅଟନ୍ତି । କାରଣ ଦୀପ ହେଉଛି ପଞ୍ଚ ତତ୍ଵ ମାନଙ୍କ ମଧ୍ୟରୁ ଗୋଟେ ତେଣୁ କରି ଆପଣ ଏହା ଶିଖା ଅଧିକ ହେଲା ମାନେ ଜାଣିବେ ଭଗବାନ ଆପଣଙ୍କ ଉପରେ ଖୁବ ଖୁସି ଅଟନ୍ତି । ଆଖିରୁ ଲୁହ ବାହାରିବା ଖୁବ ଭଲ ସଂକେତ । ଯଦି ଅଗରବତୀ ଜଳେଇବା ସମୟରେ ଯଦି ଆପଣ ଙ୍କ ଆଡକୁ ଧୂପର ଶିକ୍ଷା ଯାଉଛି ତାହେଲେ ଜଣାଇ ନିଅନ୍ତୁ କି ଏହା ଆପଣଙ୍କ ପାଇଁ ଖୁବ ଭଲ ହେବ ।

ଆମେ ମାନେ ମାନୁକୀ ଗାଇରେ ସବୁ ପ୍ରକାର ଭଗବାନ ଓ ଦେବୀ ମାନେ ବାସ କରନ୍ତି । ତେଣୁ କରି ଯଦି ଗାଈ ଘର ସମ୍ମାନା କୁ ବାର ବାର ଆସୁଛି ତେବେ ଏହା ଖୁବ ଭଲ ସଂକେତ ଅଟେ । ଯଦି ଭଗବାନ ଙ୍କୁ ପୂଜା କରିବା ସମୟରେ ଯଦି ଠାକୁର ଙ୍କୁ ଦେଇଥିବା ଫୁଲ ଯଦି ତଳେ ପଡି ଯାଏ ତାହେଲେ ଏହା ମଧ୍ୟ ଖୁବ ଭଲ ସଂକେତ ଅଟେ । ଏହି ସବୁ ସଂକେତ ଦର୍ଶାଇ ଥାଏ କି ଆପଣ ନିଶ୍ଚିତ ଭାବବେ କିଛି ଭଲ ଫଳ ପାଇବା ପାଇଁ ଯାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *