ଆସନ୍ତା 4 ବର୍ଷ ଧନୁ, ମକର, କୁମ୍ଭ ରାଶିର ଲୋକମାନେ 2022 ରୁ 20025 ଭିତରେ ବନିବେ ରାଜା

ଧନୁ ରାଶିର ବ୍ୟକ୍ତି ମାନଙ୍କ ସାଢେ ସାତି କେଉଁ ଦିନ ସେଶ ହେବ । ଏହା ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଏହା ଶେଷ ହେବ ୨୮ ଏପ୍ରିଲ ୨୦୨୨ କୁ ଏହା ପୁଣି ଥରେ ଆରମ୍ଭ ହେବା ପାଇଁ ଯାଉଛି ୧୩ ଜୁଲାଇ ୨୦୨୨ ରୁ ୧୭ ଜାନୁଆରୀ ୨୦୨୩ ରେ ଏହା ଶେଷ ହୋଇଯିବ । ଧନୁ ରାଶିର ସାଢେ ଶାତୀ । ମକର ରାଶିର ସାଢେ ଶାତୀ ହେବ ଏହି ମାସରେ କିନ୍ତୁ ଏହା ତୃତୀୟ ଚରଣ ରୁ ଆରମ୍ଭ ହୋଇଯିବ ।

କୁମ୍ଭ ରାଶିର ଦ୍ଵିତୀୟ ଚରଣ ମଧ୍ୟ ଆରମ୍ଭ ହେବ । ଶନି ଦେବ ମକର ରାଶିରେ ଗୋଚର କରୁଛନ୍ତି କିନ୍ତୁ ଏବେ ବକ୍ରିୟ ମଧ୍ୟ ହେଉଛନ୍ତି । ଭଗବାନ ଶନି ଦେବ ଯିବା ସମୟରେ ନିଶ୍ଚିତ ଭଲ ଫଳ ଦେବେ । ଯାହା ଉପରେ ଭି ସାଢେ ଶାତୀ ଚାଲେ ସେମାନେ ସେତିକି ଫଳ ହିଁ ଲାଭ କରନ୍ତି ଯେତିକି ସେମାନେ ଲାଭ କରିବା ପାଇଁ ଯୋଗ୍ୟ ଥାନ୍ତି । ଭଗବାନ ଶନି ଦେବ ସବୁ ବେଳେ ନ୍ୟାୟ କୁ ହିଁ ଦେଖିକି କାମ କରନ୍ତି । ସେ ସବୁ ବେଳେ ନିଜ କାମ ସହ କାମ ରଖନ୍ତି । ଭଗବାନ ଶନି ଦେବ କିଛି ନା କିଛି କଷ୍ଟ ର ଉପରାନ୍ତରେ ଶୁଭ ଫଳ ଦେବେ । ତାଙ୍କୁ ଭଗବାନ ଙ୍କ ଦ୍ଵାରା ନିଯୁକ୍ତି କରା ଯାଇଛି କହିଲେ ଭୁଲ ହେବ ନି କି ସେ ଏକ ଏହି ଭଳି ଗ୍ରହ ଯିଏ ମଣିଷ କୁ ତାର ପାପର ଦଣ୍ଡ ଦେବା ପାଇଁ ଆସିଥାନ୍ତି ।

ଧନୁ ରାଶି ମାନଙ୍କୁ ବହୁତ ଭଲ ଓ ବଡ ଶୁଭ ପରିଣାମ ମିଳିବା ପାଇଁ ଯାଉଛି । ଆପଣଙ୍କ ବାଣୀ ରେ ଆପଣ ସାରା ଦୁନିଆକୁ ନିଜ ଆଡକୁ କରି ପାରିବେ । ଏମତି କିଛି ମଣିଷ କିମ୍ବା ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ଆପଣଙ୍କ ଜୀବନରେ ଆସିବା ଅପରେ ଆପଣଙ୍କ ଚିନ୍ତା ଧାର ବଦଳି ଜୀବ । ଯେତେବେଳେ ଭଗବାନ ଶନି ଦେବ ଏହି ଜାଗାରୁ ଯିବେ ସେ ନିଶ୍ଚିତ ଭାବେ କିଛି ଭଲ ପରିଣାମ ଦେଇକି ଯିବେ । ଯେଉଁ ଲୋକ ଆପଣଙ୍କୁ ଷପୋର୍ଟ କରି ପାରିବେ ସେହି ଭଳି କିଛି ଲୋକ ଆପଣଙ୍କୁ ମିଳିବା ପାଇଁ ଯାଉଛି । ଆପଣଙ୍କ ଘର ପରିବାରରେ ଥିବା ସମସ୍ଯା ଦୂର ହେବା ପାଇଁ ଯାଉଛି ।

ଆପଣ ଜାଣି ରଖନ୍ତୁ କି ଯେଉଁ ମାନେ ଆପଣଙ୍କୁ କିଛି ଦେବା ଆଶାରେ ଆପଣଙ୍କ ଘର କିମ୍ବା ଆପଣଙ୍କ ପରିବାର କୁ ଆସିବେ ସେ ସବୁ ଦିନ ପାଇଁ ଆପଣଙ୍କୁ ଆର୍ଥିକ ସଂକଟ ରୁ ଦୂର କରିନେବେ । ଆପଣ ନିଶ୍ଚିତ ଭାବେ ନିଜ ଜୀବନରେ ଥିବା ସମସ୍ଯା ମାନଙ୍କ ମଧ୍ୟରୁ କିଛି ବଡ ସମସ୍ଯା ପାଇଁ ସବୁ ବେଳେ ଚିନ୍ତାରେ ରହୁଥିବେ । ସେହି ଚିନ୍ତା ମାନଙ୍କ ମଧ୍ୟରୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଭଲ ପାଇବା କୁ ନେଇ ସମସ୍ଯା ହେଉ କିମ୍ବା ଆପଣଙ୍କ ଘର ପାଇଁ ଚାଲିଥିବା ମାଲିମୋକଦମା ପାଇଁ ହେଉ କିମ୍ବା ଆପଣଙ୍କ ଘରେ କେହି ବେମାର ଲୋକ ଅଛନ୍ତି ସେମାନେ ମଧ୍ୟ ଭଲ ହୋଇଯିବେ । ଆପଣ ଚିନ୍ତା ମଧ୍ୟ କରି ନଥିବେ ଆପଣଙ୍କ ସହ ଏହି ଭଳି ଭଲ ହେବା ପାଇଁ ଯାଉଛି । ଏହା କେବଳ ଧନୁ ରାଶି ପାଇଁ ନୁହେଁ ସବୁ ରାଶି ପାଇଁ ଆମେ ଏହା କହି ପାରିବା ।

Leave a Reply

Your email address will not be published. Required fields are marked *