ଆସନ୍ତା 2 ରୁ 10 ତାରିଖ ପର୍ଯ୍ୟନ୍ତ 8ଟି ରାଶିରେ ଖୁସିର ଖବର, ବାକି ରାଶିଙ୍କ ପାଇଁ ମହା ବିପଦ

ଆଜି ଆମେ କହିବା ପାଇଁ ଯାଉଛୁ କି ନଭେମ୍ବର ମାସ କିଭଳି ଭାବେ ଆପଣଙ୍କ ଜୀବ । ଆପଣ ଜାଣି ଥିବେ କି କିଛି ଭଲ ଓ କିଛି ଖରାପ ହୋଇ ଥାଏ ଆମ ଜୀବନରେ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି କରୁଚେ କିମ୍ବା କରିବା ପାଇଁ ଚାହୁଁ ଛେ ତାହା ଆମ ଉପରେ ନିର୍ଭର କରେ ଓ ଏହା ପାଇଁ ଆମକୁ କିଛି ସମୟ ମଧ୍ୟ ଦରକାର ଅଟେ । ଆଜି ଆମେ କହିବା ପାଇଁ ଯାଉଛୁ କେଉଁ ଭଳି ରହିବ ଆପଣଙ୍କ ଜୀବନର ଘଡି ।

ମେଶ ରାଶି – ଆପଣଙ୍କ ଦିନ ମିଶା ମିଶି ରହିବ । ଆପଣ ପୂଜା ପାଠ ଧର୍ମ କର୍ମ ରେ ମନ ଦେବେ । ଆପଣ ଯାହାଭି ଅକରିବେ ଶେଠୀ ପାଇଁ ନିଜେ ଆପଣ ଚିନ୍ତାରେ ରହିବେ । ମନ ରେ ଅସାନ୍ତି ରହିବ କିଛି ସମୟ ପାଇଁ । ନୂଆ ଜାଗାକୁ ଯିବା ନୂଆ ଲୋକଙ୍କ ସହ ମିଶିବା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ ।

ବୃଶ ରାଶି – ଆପଣଙ୍କ ପାଇଁ ସମୟ ଭଲ ଅଛି କିନ୍ତୁ ଆପଣ ଯାହା ଭି କରିବେ ଦେଖି ଚାହିଁ କରିବେ । ନିଜର କେହି ଆପଣଙ୍କ ସହ ଧୋକା ଦେଇ ପାରେ ।

ମିଥୁନ ରାଶି – ଆପଣଙ୍କ ପାଇଁ ସମୟ ଖୁବ ଭଲ ଜୀବ ଆପଣ କିଛି ଭଲ କାମ କରିବେ ଆପଣ ନୂଆ ବ୍ୟାପାର କରିବେ । ସମାନ ଓ ଖ୍ଯାତି ବଢିବ ।

କର୍କଟ ରାଶି – ଆପଣଙ୍କ ପାଇଁ ସମୟ ଖୁବ ଭଲ ରହିବ ଆପଣ ଏହି ସମୟରେ ଯେଉଁ କାମ କରିବେ ତାହା ଆପଣଙ୍କ ପାଇଁ ସଫଳତା ଆଣିଦେବ ।

ସିଂହ ରାଶି – ଆପଣ କିଛି ଦୁର୍ଘଟଣା ରେ ସାମିଲ ହୋଇ ପାରନ୍ତି କିଛି ବନ୍ଧୁ ଙ୍କ ସମର୍ଥନ ପାଇବେ । ଶରୀର ଅସୁସ୍ଥ ରହି ପାରେ । ନିଜ ଖାଦ୍ଯ ପ୍ରତି ସାବଧାନ ରୁହନ୍ତୁ ।

କନ୍ୟା ରାଶି – ଏହି ରାଶିର ଲୋକମାନେ ଏବେ ଖୁବ ଭଲ ସମୟ ବିତାଇବେ । ଆପଣ ଅଯଥା ଖର୍ଛ କରିବେ । କିନ୍ତୁ ଆପଣ ଜାଣ ବାହାନ ଚଳାଇବା ବେଳେ ଦେଖିକି ଚଲାନ୍ତୁ ।

ତୁଳା ରାଶି – ଡାଇତ୍ଵର ବୃଦ୍ଧି ଘଟିବ । ଆପଣ କ୍ଳାନ୍ତ ହୋଇବେ । ଜଣ ସମ୍ପର୍କ ବଢିବ । ବ୍ୟୟ ଅଧିକ ହେବ । ଆପଣ କିନ୍ତୁ ସବୁ ସମସ୍ଯା ଆକୁ ଖୁବ ଭଲ ଭାବେ ସମ୍ଭାଳି ନେବେ ।

ବିଛା ରାଶି – ଆପଣ ବାଧ୍ୟ ହୋଇ ଖରାପ କାମ କରିବେ । ଆପଣ ନିଜ ପରିବାର ଠାରୁ ଦୂରେରେ ରହିବା ପାଇଁ ବାଧ୍ୟ ହେବେ । ଯିଏ ଯାହା ଭି କରିବା ପାଇଁ ଚାହିଁବେ ଆପଣଙ୍କ ସହ ସମ୍ପର୍କ ନିଶ୍ଚିତ ଭାବେ କରିବେ ।

ଧନୁ ରାଶି – ସ୍ୱାସ୍ଥ୍ୟ ଭଲ ରହିବା । ଲାଭବାନ ହେବେ ବ୍ୟାପାର ରେ । ଆପଣ ସମାଜ ପାଇଁ ଏକ ଉଦାହରଣ ହେବେ । ଆପଣ ଙ୍କ ପ୍ରେମ ସମ୍ପର୍କ ଖରାପ ହୋଇ ପାରେ ।

ମକର ରାଶି – ଆପଣ ଯଦି କିଛି ଅଲଗା କରିବା ପାଇଁ ଚାହୁଞ୍ଚନ୍ତି ଏବେ ରହି ଯାଅନ୍ତୁ । ଆପଣ ଙ୍କ ଆମଦାନୀ ବଢିବ । ଆପଣଙ୍କ ସମ୍ପର୍କ ଭଲ ରହିବ । ଆପଣ ଯାହାଭି ଅକକୃବେ ଦେଖି ଚାହିଁ କରିବେ ।

ମୀନ ରାଶି – ଆପଣ କିଛି ନୂଆ ଜାଗାକୁ ଯାଇ ପାରନ୍ତି । ସମସ୍ଯା ରେ ଭର୍ତ୍ତି ମାହୋଲ ବେଳେ ବେଳେ ମିଳିବ । ଆପଣ ନିଜ କର୍ମ ପାଇଁ ସଂଘର୍ଷ କରିବେ ।

Leave a Reply

Your email address will not be published. Required fields are marked *