ପ୍ରଥମାଷ୍ଟମୀ ରେ ଆମେ କରୁଥିବା ସବୁଠାରୁ ବଡ ପାପ, ଅଷ୍ଟମୀ ପୂର୍ବରୁ ଥରେ ନିଶ୍ଚୟ ଦେଖନ୍ତୁ

ମାର୍ଗଶିର ମାସର ସବୁ ଗୁରୁ ବାର ଆମ ପାଇଁ କେତେ ଶୁଭ ଅଛି ଏହା ଆମେ ଆପଣଙ୍କୁ କହିବ ଆଦରକାର ପଡିବନି । ଆପଣ ମାନେ ଜାଣି ଥିବେ କି ପ୍ରଥମା ଅଷ୍ଟମୀ ମଧ୍ୟ ଏହି ମାସରେ ହୋଇ ଥାଏ । ଏହି ଦିନ ଆପଣ ଅନେକ ଖୁଶି ଥାନ୍ତି । କାରଣ ଏହାର ପ୍ରଥମ ତିଥିର ଅଷ୍ଟମୀ କୁ ପ୍ରଥମା ଅଷ୍ଟମୀ ବୋଲି କୁହା ଯାଇ ଥାଏ । ଆପଣ ମାନେ ଜାଣି ଥିବେ କି ଓଡିଆ ଘରର ବହୁ ମାନେ ସବୁ ବେଳେ ନିଜ ସାସୁ ମାନଙ୍କୁ ଅନୁସରଣ କରି ଥାନ୍ତି ।

କିନ୍ତୁ ଯେଉଁ ମାନଙ୍କ ସାସୁ ମାନେ ନାହାଁନ୍ତି କିମ୍ବା ଆପଣ ବାହାରେ କେଉଁ ଜାଗାରେ ରହୁଛନ୍ତି ତ କେଉଁ ଭଳି ଏହାକୁ ପାଳନ କ୍କାରିବେ ଓ କେଉଁ ଭଳି ଭୁଲ ଆପଣ ଏହି ଦିନ କରିବେ ନି ଏହା ଆମେ ଆପଣଙ୍କୁ କାହିବା ପାଇଁ ଯାଉଛୁ । ଆପଣ ମାନେ ଜାଣି ଥିବେ କି ଏହି ଦିନ ସାଧାରଣ ଭାବେ ବଡ ପିଲା କିମ୍ବା ପ୍ରଥମ ସନ୍ତାନ ମାନଙ୍କୁ ପୂଜା କରାଯାଇ ଥାଏ । ଏହି ଦିନ ଆପଣ ମାନେ ଏକ କାମ କରିବେ ଗାଧୋଇ ସାରି ପ୍ରଥମେ ନିଜର ପାଞ୍ଚ ଦେବଙ୍କ ପୂଜା ପାଇଁ ଆପଣ ଏକ କଳଶ ସ୍ଥାପନା କରିବେ ଏହା ପରେ ଆପଣ ଏକ କାମ କରିବେ କି ଆପଣ ଏହାର ମୁହଁ କୁ ପୂର୍ବ ଦିଗକୁ ରଖିବେ ଓ ଆପଣ ଙ୍କ ମୁହ ପୂର୍ବ କିମ୍ବା ଉତ୍ତର ଆଡକୁ ରହିବା ଦରକାର ।

ଏହି ଦିନ ଆପଣ ଆଠ ପ୍ରକାର ଫଳ ଆଣି ପୂଜା କରିବେ । ନିଜ କୁଳ ଦେବୀ ଗ୍ରାମମା ଦେବୀ ଓ ସବୁ ଦେବା ଦେବୀଙ୍କ ପାଇଁ ପୂଜା କରିବା ଅପାଇନ କିଛି ପିଠା ମାନ କାରିବେ । ଏହି ଦିନ ଏଣ୍ଡୁରି ପିଠା ନିଶ୍ଚିତ ଭାବେ କରିବେ ଏହା ପ୍ରମୁଖ ଅଟେ । ଯଦି ଆପଣଙ୍କ ସନ୍ତାନ ପ୍ରଥମ ଥର ପରୁଆ ହେଉଛି ତେବେ ଆପଣ କିଛି ବସ୍ତ୍ର କିମ୍ବା କିଛି ଅର୍ଣ୍ଣ ଦାନ କରିବା ଭଲ ହୋଇ ଥାଏ । ଆପଣ ଏହି ଦିନ । ନିଜ ସନ୍ତାନ ମାନଙ୍କୁ ହଳଦୀ ଲଗାଇ ଗାଧୋଇ ଦେଇ ସେମାନଙ୍କୁ ନୂଆ ବସ୍ତ୍ର ପିନ୍ଧାଇବେ । ଏହା ଆଗରୁ ଏହାକୁ ଆପଣ ସବୁ ଦେବା ଦେବୀଙ୍କ ପାଖରେ ପୂଜା କରି ଆଣିବେ । ଏହା ସହ ଆପଣ ମାନେ ସେମାନଙ୍କ ମଥାରେ ଚନ୍ଦନ ସିନ୍ଦୁର ଦେଇ ପୂଜା କରିବେ ।

ଏହା ସହ ଆପଣ ମାନେ ଏହି ଦିନ ଏକ ଥାଳି ପ୍ରସ୍ତୁତ କରିବେ ଏହି ଥିରେ ପାନ କିଛି ଡୁବ ଫୁଲ ଓ ବରକୋଳି ପତ୍ର ଆଣିକି ଏହାକୁ ରଖୀ ସେମାନଙ୍କୁ ପୂଜା କରିବେ ଓ ପ୍ରଥମେ ତାଙ୍କୁ ଭୋଗ ଖାଇବା ଦେବା । ଆପଣ ଘର ସବୁ ଆଡେ ଚିତା ପକେଇକି ଏହା ସହ ଆପଣ ତୋରଣ ମଧ୍ୟ ବାନ୍ଧିବେ । ଯେଉଁ ଭୁଲଟି ଆପଣ ଏହି ଦିନ କରିବେନି ତାହା ହେଉଛି ଏହି ଦିନ ଆପଣ କେବେହେଲେ ନଡିଆ ଖାଇବ୍ବେ ନି ଏହା ସେହି ଦିନ ଗାଈ ର ମାଂସ ସମାନ ହୋଇ ଥାଏ । ଏହା ଅନେକ ପୁରାଣ ଓ ପାଞ୍ଜିଆରେ ମଧ୍ୟ ଲେଖା ହୋଇଛି । ଆପଣ ଚାହିଁଲେ ଏହାକୁ ବ୍ରହ୍ମ ପୁରାଣ ରେ ମଧ୍ୟ ଦେଖି ପାରିବେ ଚତୁହର୍ଦଶ ଅଧ୍ୟାୟରେ । ଏହି ଦିନ ଏଣ୍ଡୁରି ପିଠାକୁ ଆପଣ ଅନ୍ୟ କିଛି ଦେଇ ବନାନ୍ତୁ କିନ୍ତୁ ଏହାକୁ ଆପଣ ନଡିଆ ଦେଇକି ବନାନ୍ତୁ ନି ଏହା ଖରାପ ହୋଇ ଥାଏ ।

Leave a Reply

Your email address will not be published. Required fields are marked *