Jyotish Shastra- ଆସନ୍ତା କାଲି ବନୁଛି ମହା ସଂଯୋଗ, ଏହି ୬ ରାଶିକୁ ମିଳିବ ବହୁତ ଖୁସି ଖବର, ହେବେ କୋଟିପତି

ସୁଖ ଓ ଦୁଃଖ ଜୀବନର ଦୁଇଟି ଦୁଇଟି ଅଂଶ । ଯଦି ବ୍ଯକ୍ତିର ଜୀବନରେ ସୁଖ ଅଛି ତ ତା ଜୀବନରେ ଦୁଃଖ ବି ଆସିବ, ଯଦି ବ୍ଯକ୍ତିର ଜୀବନରେ ଏବେ ସମସ୍ଯା ଚାଲିଛି ତେବେ ତାର ଜୀବନରେ ଖୁସି ବି ଆସିବ । ସମୟ ଅନୁସାରେ ବ୍ୟକ୍ତିର ଜୀବନରେ ଉତ୍ଥାନ ପତ୍ତନ ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜୀବନରେ ଯାହା ବି ସମସ୍ୟା ଆସିଥାଏ ତାହା ଗ୍ରହମାନଙ୍କର ଚଳନ ଉପରେ ନିର୍ଭର କରିଥାଏ ।

ଯଦି ଗ୍ରହମାନଙ୍କର ଚଳନ ଠିକ ଅଛି ତ ବ୍ୟକ୍ତିକୁ ଖୁସି ମିଳିଥାଏ ଓ ଯଦି ତାହା ଠିକ ନାହିଁ ତେବେ ବ୍ୟକ୍ତିକୁ କଷ୍ଟ ଭୋଗିବାକୁ ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆଜି ଠାରୁ କିଛି ରାଶିମାନଙ୍କର ଜୀବନରେ ସବୁ ଦୁଃଖ ଦୂର ହେବାର ଅଛି । ଭଗବାନ ଶିବ ଏମାନଙ୍କୁ ଖୁସିର ବରଦାନ ଦେବେ ଓ ଏମାନଙ୍କୁ ସମୟ ସହିତ ଭାଗ୍ଯର ପୁରା ସହଯୋଗ ମିଳିବ ।

 


ବୃଷ ରାଶି- ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ମନରେ ସକାରାତ୍ମକ ବଢିବ ଯାହାଫଳରେ ଆପଣ ମାନଙ୍କୁ ଏକ ବଡ ଧାରଣର ଲାଭ ମିଳିବ । ବନ୍ଧୁଗଣ ଆପଣ ମାନଙ୍କର ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ପୂରଣ ହେବାକୁ ଯାଉଛି । ଆପଣଙ୍କ ବ୍ୟାପାରରେ ବଡ ଧାରଣର ଲାଭ ମିଳିବ ଓ ସରକାରୀ ଚାକିରି କରୁଥିବା ଲୋକମାନେ ଉନ୍ନତି କରିବେ । ଆପଣଙ୍କ ଅନୁଭବ ଓ ବୁଦ୍ଧିମତୀ କାରଣରୁ ଲୋକମାନେ ଆପଣଙ୍କୁ ଆଦର୍ଶ ମାନି ପାରନ୍ତି ।

ସିଂହ ରାଶି- ଆପଣଙ୍କର ବିଗତ ଦିନ ର ଦୁଃଖ ସମୟର ଏହି ଠାରେ ହିଁ ଅନ୍ତ ଘଟିଛି । ଆପଣ ବର୍ତ୍ତମାନ ସମୟ ରେ ଗୋଟିଏ ପରେ ଗୋଟିଏ ସଫଳତା ର ପାହାଚ ଚଢି ଚାଲିବେ । ଆପଣଙ୍କ ଭାଗ୍ୟ ରେ ବର୍ତ୍ତମାନ କେବଳ ଖୁଶି ହିଁ ଲେଖା ହୋଇଛି । ବିଦ୍ୟର୍ଥୀ ମାନଙ୍କ ପାଇଁ ଏହି ସମୟ ଟି ବହୁତ ଭଲ ଅଟେ । ଛାତ୍ର ଛାତ୍ରୀ ମାନେ ସମସ୍ତ ପରୀକ୍ଷା ରେ କୃତକାର୍ଯ୍ୟ ହେବେ ।

କନ୍ୟା ରାଶି- ବର୍ତ୍ତମାନ ଠାରୁ ଆପଣଙ୍କର ଆର୍ଥିକ ସ୍ଥିତିରେ ବହୁତ ସୁଧାର ଆସିବ । ବନ୍ଧୁଗଣ ବର୍ତ୍ତମାନର ସମୟ ପ୍ରେମୀଯୁଗଳ ମାନଙ୍କ ପାଇଁ ବହୁତ ଆନନ୍ଦମୟ ରହିବ । ବେରୋଜଗାର ଲୋକମାନଙ୍କୁ ଆଜି ଠାରୁ ଚାକିରିର ନୂଆ ନୂଆ ଅବସର ମିଳିବାକୁ ଯାଉଛି । ଯେଉଁ ଲୋକମାନଙ୍କର ବିବାହ ଯୋଗ ହେଉନାହିଁ, ମହାଦେବଙ୍କ କୃପାରୁ ସେମାନଙ୍କର ବିବାହ ଯୋଗ ଖୋଲିବାକୁ ଯାଉଛି । ବନ୍ଧୁଗଣ ଆପଣଙ୍କୁ ନିଜର ସମସ୍ତ କାର୍ଯ୍ୟରେ ଆଜି ଠାରୁ ସଫଳତା ମିଳିବ ।

ମେଷ ରାଶି- ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ମନରେ ସକାରାତ୍ମକ ବଢିବ ଯାହାଫଳରେ ଆପଣ ମାନଙ୍କୁ ଏକ ବଡ ଧାରଣର ଲାଭ ମିଳିବ । ବନ୍ଧୁଗଣ ଆପଣ ମାନଙ୍କର ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ପୂରଣ ହେବାକୁ ଯାଉଛି । ଆପଣଙ୍କ ବ୍ୟାପାରରେ ବଡ ଧାରଣର ଲାଭ ମିଳିବ ଓ ସରକାରୀ ଚାକିରି କରୁଥିବା ଲୋକମାନେ ଉନ୍ନତି କରିବେ । ଆପଣଙ୍କ ଅନୁଭବ ଓ ବୁଦ୍ଧିମତୀ କାରଣରୁ ଲୋକମାନେ ଆପଣଙ୍କୁ ଆଦର୍ଶ ମାନି ପାରନ୍ତି ।

ମିଥୁନ ରାଶି- ଏହି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି, କାରଣ ଏହି ଲୋକମାନଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ ଆଶୀର୍ବାଦ ରହିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ଯା ବର୍ତ୍ତମାନ ଶେଷ ହୋଇଯିବ । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଥିବା ଲୋକମାନେ ଉଞ୍ଜନତି କରିବେ । ବନ୍ଧୁଗଣ ବ୍ୟାପାର କ୍ଷେତ୍ରରେ ଥିବା ଲୋକମାନଙ୍କୁ ପ୍ରଚୁର ଲାଭ ମିଳିବ ଓ ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କୁ ପ୍ରମୋଶନ ମିଳିବ ।

କର୍କଟ ରାଶି- ଏହି ସମୟରେ ଯଦି କିଛି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଅତି ଶୀଘ୍ର ଆରମ୍ଭ କରନ୍ତୁ ତାହା ଅତି ଲାଭ ପ୍ରଦାନ କରିବ । ଏହି ସମୟରେ ପାରିବାରିକ ଜୀବନ ମଧ୍ୟ ଅତି ସୁନ୍ଦର ରହିବ, ନିଜ ପ୍ରିୟଜନଙ୍କ ଠାରୁ ସମ୍ବନ୍ଧ ସମୁଧୁର ରହିବା ସହ ନିଜ ଭିତରେ ପ୍ରେମ ବଢିବ । କୌଣସି ବଡ ନିର୍ଣୟ ନେବା ପୂର୍ବରୁ ସମସ୍ତଙ୍କ ସହ ପରାମର୍ଶ କରିନିଅନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *