ଭିକାରି ଭଳି ବହୁତ ବଞ୍ଚିଲେ, ଆସନ୍ତା 25 ତାରିଖ ପରେ ରାଜା ଭଳି ବଞ୍ଚିବେ ଏହି 6ଟି ରାଶିର ଲୋକ- Jyotisha Shastra

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନେ ସର୍ବଦା ରାଶି ପରିବର୍ତନ କରନ୍ତି । ଏହି ପରିଵର୍ତନ ର ସିଧା ସଳଖ ପ୍ରଭାବ ଆମ ଜୀବନରେ ପଡିଥାଏ । ଯଦି ଆମ ରାଶି ରେ ଗ୍ରହ ମାନଙ୍କ ସ୍ଥିତି ଶୁଭ ରହେ ତେବେ ଆମ ଜୀବନରେ ଧନ, ସୁଖ ଶାନ୍ତି , ଆଦି ଲାଗି ରହିଥାଏ । ଯଦି ଗ୍ରହ ମାନଙ୍କ ସ୍ଥିତି ଅଶୁଭ ରହେ ତେବେ ଆମ ପାଇଁ ସେହି ସମୟ ଟି ଖରାପ ରେ କଟିଥାଏ ।

ତେବେ ଜ୍ୟୋତିଷ ଶାସ୍ତ୍ର ରେ ଗ୍ରହ ମାନଙ୍କ ମଧ୍ୟରୁ ଶୁକ୍ର ଗ୍ରହକୁ ଧନ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ ର କାରକ ଗ୍ରହ ମାନନ୍ତି । ବୈବାହିକ ଜୀବନରେ ସୁଖ ମଧ୍ୟ ଶୁକ୍ର ଗ୍ରହ ର କାରଣ ରୁ ହୋଇଥାଏ । ମୀନ ରାଶି ଶୁକ୍ରଙ୍କୁ ଉଚ୍ଚ ଗ୍ରହ ମଣାଯାଏ । କନ୍ୟା ରାଶି ରେ ଶୁକ୍ର ଗ୍ରହ ନୀଚ ପ୍ରଭାବ ଦେଇଥାନ୍ତି । ଶୁକ୍ରଙ୍କ ରାଶି ପରିବର୍ତନ ଜୁଲାଇ ରେ ହେବାକୁ ଯାଉଛି । ଏହି ଦିନ ସକାଳ ୯.୧୩ ରେ ଶୁକ୍ର ଗ୍ରହ ସିଂହ ରାଶି ରେ ପ୍ରବେଶ କରିବେ ।

ଏହି ରାଶି ପରିଵର୍ତନ ର ପ୍ରଭାବ ସବୁ ରାଶିଙ୍କ ଉପରେ ଦେଖିବାକୁ ମିଳିବ । ଏହି ରାଶି ପରିଵର୍ତନ ଶନିବାର ଦିନ ହେବ । ଶୁକ୍ର ଓ ଶନି ପରସ୍ପର ମଧ୍ୟରେ ମିତ୍ର ଗ୍ରହ ରୂପେ ପରିଚିତ । ଶୁକ୍ର ଗ୍ରହଙ୍କୁ ପ୍ରେମ, ବିବାହ, କାମୁକ, ଗ୍ରହ ବୋଲି ମଣାଯାଏ । କିଛି ରାଶି ଏପରି ଅଛି ଯାହା ଉପରେ ଶନି ଦେବଙ୍କ କୃପା ମଧ୍ୟ ମିଳିବ ।

ମେଷ ରାଶି – ପାରିବାରିକ ଓ ବୈବାହିକ ଜୀବନ ରେ ଶାନ୍ତି ଓ ସୁଖ ବଜାୟ ରହିବ । ବିବାହ ର ଯୋଗ ମଧ୍ୟ ଅଛି । ଏହି ରାଶି ପରିଵର୍ତନ ଆପଣଙ୍କ ପାଇଁ ଫଳଦାୟକ ରହିବ ।

ବୃଷ ରାଶି – ଏହି ଗୋଚର ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆପଣଙ୍କ ଖର୍ଚ୍ଚ ବଢିବ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ଫଳ ପାଇବେ । ବ୍ୟବସାୟ ରେ ମଧ୍ୟ ଭଲ ଲାଭ ହେବ ।

ମିଥୁନ ରାଶି – ପ୍ରେମ ଜୀବନରୁ ସକାରତ୍ମକ ଉର୍ଯା ମିଳିବ । ପରିବାରରେ ସମ୍ପର୍କ ମଧୁର ରହିବ । ଶୁକ୍ରବାର ଦିନ ଆପଣ ଅଟା ବା ଚିନି ର ଦାନ କରନ୍ତୁ ଆପଣଂକୁ ଶୁଭ ଫଳ ମିଳିବ ।

କର୍କଟ ରାଶି – ବାଣୀରେ ନିୟନ୍ତ୍ରଣ ରଖନ୍ତୁ, ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଭୂମି ଜନିତ କାର୍ଯ୍ୟ ରେ ଆପଣଂକୁ ସଫଳତା ମିଳିବ । ଧଳା ଜିନିଷ ଦାନ କରନ୍ତୁ ଶୁଭ ରହିବ ।

ସିଂହ ରାଶି – ଆପଣଙ୍କ ପାଇଁ ଏହି ସମୟ ଶୁଭ ଦାୟକ ଅଟେ । ସ୍ୱାସ୍ଥ୍ୟ ଭଲ ରହିବ । ପ୍ରେମ ଜୀବନ ଭଲ ରହିବ । ଶୁକ୍ରବାର ଦିନ ମା ଲଷ୍ମୀଙ୍କୁ ୧୧ ଟି ଗୋଲାପ ଫୁଲ ଦିଅନ୍ତୁ ଓ ଲଷ୍ମୀ ଚାଲିଶା ପାଠ କରନ୍ତୁ ।

କନ୍ୟା ରାଶି – ଆପଣ ଟିକେ ସାବଧାନ ରହିବେ । ବାଣୀ ରେ ନିୟନ୍ତ୍ରଣ ରଖନ୍ତୁ ଅଥବା ବିବାହ ଜୀବନରେ କଳହ ଦେଖାଯିବ । ମା ଲଷ୍ମୀଙ୍କୁ ପାନ ଅର୍ପଣ କରନ୍ତୁ ।

ତୁଳା ରାଶି – ଏହି ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର । ଲାଭ ପ୍ରାପ୍ତି ଯୋଗ ଅଛି । ପରିବାର ଓ ଜୀବନସାଥୀ ସହ ଭଲ ସମୟ ବିତାଇବେ ।

ବିଛା ରାଶି – ଆପଣଂକୁ ଜମି, ଘର ଆଦିରୁ ଭଲ ଫଳ ମିଳିବ । ନିବେଶ ଦ୍ୱାରା ଆପଣଂକୁ ସଫଳତା ମିଳିବ । ମା ଲଷ୍ମୀଙ୍କୁ ଗୋଲାପୀ ରଙ୍ଗ ର ଵସ୍ତ୍ର ଦାନ କରନ୍ତୁ ।

ଧନୁ ରାଶି – ଆପଣ ଅଧିକ ଖର୍ଚ୍ଚ ରୁ ବଞ୍ଚନ୍ତୁ । ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । କଳହ ଠାରୁ ଦୁରେଇ ରୁହନ୍ତୁ ।

ମକର ରାଶି – ଆପଣ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । କାହାକୁ ବି ଧନ କରଜ ଭାବେ ଦିଅନ୍ତୁ ନାହିଁ । ଶନିବାର ଦିନ ଚିନି ଦାନ କରନ୍ତୁ ।

କୁମ୍ଭ ରାଶି – ଆର୍ଥିକ ଅବସ୍ଥା ରେ ପରିଵର୍ତନ ହେବ । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । ଧନ ପ୍ରାପ୍ତି ହେବ । ଶୁକ୍ରବାର ଦିନ କନ୍ୟା ମାନଙ୍କୁ ମିଷ୍ଟାନ ଦିଅନ୍ତୁ ।

ମୀନ ରାଶି – ଏହି ସମୟ ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆପଣ ନିଜ ସ୍ୱାସ୍ଥ୍ୟ ଓ ଧନ ର ବିଶେଷ ଧ୍ୟାନ ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *