ଆପଣ ମାନେ ଜାଣି ଥିବେ କି ଭାରତରେ ବହୁ ଲୋକମାନେ ନିଜ ଭବିଷ୍ୟତ ପାଇଁ ଅନ୍ୟ ଅମାନଙ୍କ ଉପରେ ନିର୍ଭର କରି ଥାନ୍ତି କହିବା ପାଇଁ ଯଦି ଯିବା ତ ଆମେ ଜଣାଇ ପାରିବ ଆକି ଏହି ଜାଗାରେ ଜନ୍ମ ହେବା ମାତ୍ରେ ଶିଶୁର ଜାତକ ହୋଇ ଥାଏ । ଏହି ଜାଗାରେ ଜ୍ଯୋତିଷ ସାସ୍ତ୍ର ର ଅନେକ ମହତ୍ଵ ଅଛି ଆଜି ଆମେ କହିବା କି ଆମେ କେଉଁ ଭଳି କାମ କରିବା ଦ୍ଵାରା ମାନେ ଏକ ସାଧାରଣ ଉପାୟ କରିବା ଦ୍ଵାରା ଆମ ଭବିଷ୍ୟତ ବିଷୟରେ ଜାଣି ପାରିବା ।
ଆମେ ଆପଣାକୁ ତିନୋଟି ରଙ୍ଗର ଫୁଲ ଦେଖାଇବୁ ଆପଣ ତାକୁ ହିଁ ବାଛିବେ ଯାହା ଆପଣଙ୍କୁ ଭଲ ଲାଗୁଛି ତାକୁ ବାଛିବେ ନି ଯାହା ଆପଣଙ୍କୁ ଆକର୍ଷିତ କରାଉଛି । ଏହି ତିନି ରଙ୍ଗ ମଧ୍ୟରୁ ଆପଣ ଏକ ବାଛିବା ଦ୍ଵାରା ଆମେ ଆପଣଙ୍କୁ କହିବା କି ଆପଣଙ୍କ ଭାଗ୍ୟ କିଭଳି ହେବ । ଆମେ ଆପଣଙ୍କୁ ପାଞ୍ଚ ସେକେଣ୍ଡ ଦେବୁ ଆପଣ ଏହା ମଧ୍ୟରୁ କିଛି ବାଛିବେ । ଯଦି ଆପଣ ବାଛି ଛନ୍ତି ନୀଳ ରଙ୍ଗ ତେବେ ଆପଣଙ୍କ ଭାଗ୍ୟ ଆପଣଙ୍କ ଶାଥ ଦେବ । ଯାହା ପାଇଁ ଆପଣଙ୍କ ମାଂଶିକ ଚିନ୍ତା ଧାରା ଭଲ ହେବାରେ ଲାଗିଛି । ଆପଣ ଏହା ପାଇଁ ଖୁବ ଭଲ ସମୟ ମଧ୍ୟ ବିତାଇ ଛନ୍ତି । ଏହା ପାଇଁ ଆପଣ ନିଜର ଜୀବନରେ ଖୁବ ଖୁଶି ଅଛନ୍ତି ।
ଆପଣଙ୍କୁ ଅଯଥା ସମୟ ନଷ୍ଟ କରିବା ପାଇ ଭଲ ପାଇ ନଥାନ୍ତି ଏହା ହିଁ କାରଣ ହୋଇ ଥାଏ କି ଆପଣ ନିଜ ଅଭିଜ୍ଞାତା ରୁ ଓ ନିଜ ପରିଶ୍ରମ ରୁ ଆପଣ ଜୀବନରେ ସଫଳତା ପାଇବେ । କିନ୍ତୁ ଆପଣ କିଛି ଭି କାମ ଲୋଭରେ ଅଧିକ ସମୟ ନଷ୍ଟ କରି ଥାନ୍ତି । ଆପଣ ନୂଆ କାମ ହାତକୁ ନେବା ଓ ନିଜକୁ ଉପରକୁ ଉଠାଇବା ଭଲ ହୋଇ ଥାଏ । କିନ୍ତୁ ଏହି ସ୍ଵଭାବ କାରଣରୁ ଆପଣ ଭଲ ଭଲ ସୁଯୋଗ କୁ ହାତ ଛଡା କରି ଦେଇ ଥାନ୍ତି । ଯଦି ଆପଣ ବିବାହିତ ଅଛନ୍ତି ତେବେ ନିଜ ଜୀବନ ସାଥିର କଥାକୁ ସବୁ ବେଳେ ସୁଣନ୍ତୁ ଆପଣ ନିଶ୍ଚିତ ଭାବେ ସଫଫଳ ହେବେ । ଯଦି ଆପଣ ହଳଦିଆ ଫୁଲ ବାଛି ଛନ୍ତି ତେବେ ଆପଣ ଖୁବ ବିବେକ ବାନ ଓ ଧର୍ଜ୍ୟବାନ ହୋଇ ଥାନ୍ତି ।
ଆପଣ ପବିତ୍ର ସ୍ଵଭାବ ସମ୍ପର୍ଣ୍ଣ ହୋଇ ଥିବାରୁ ଆପଣ ସବୁ ଙ୍କ ପ୍ରିୟ ଅଟନ୍ତି । କିନ୍ତୁ କ୍ଷୀଣ ରାଗି ହେବା ଦ୍ଵାରା ଆପଣଙ୍କ ଉପରେ କିଛି ଲୋକମାନେ ବିଶ୍ବାଶ କରି ନଥାନ୍ତି । କିନ୍ତୁ ଜେଊନ ଏମାନେ ଆପଣଙ୍କୁ ଜାଣି ଥାନ୍ତି ସେମାନେ ଏକେବେ ହେଲେ ଆପଣଙ୍କୁ ତ୍ୟାଗ କରି ନଥାନ୍ତି । ଏହା ଛଡା ଆପଣ ଖୁବ ଖର୍ଚ୍ଚ କରି ଥାନ୍ତି ଯାହା ପାଇଁ ଆପଣ ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବାରେ ସାମର୍ଥ୍ୟ ହୋଇ ନଥାନ୍ତି । ଆପଣ ଯଦି ନାଲି ରଙ୍ଗର ଫୁଲ ଅଛନ୍ତି ଆପଣ ସୁନ୍ଦର ଓ ମନକୁ ମହୀ ନେବା ଭଳି ଅଟନ୍ତି । କିନ୍ତୁ ଆପଣ କେବେକେବେ ଖୁବ ସହଜରେ ଠକାମି ରେ ପଡି ଥାନ୍ତି । କିନ୍ତୁ ଥରେ ଆପଣଙ୍କ ସହ ମିଶିଲେ ଆପଣଙ୍କୁ ଭୁଲିବା ସମ୍ଭବ ହୋଇ ନଥାଏ । ଆପଣ ନିଜ କଳା ଓ ନିଜକୁ ଆଗକୁ ନେବା ପାଇଁ ଖୁବ ଭଲ ପ୍ରୟାଶ କରି ଥାନ୍ତି । ଆପଣ ଖୁବ ବିଦ୍ୟାବାନ ହୋଇ ଥାନ୍ତି ।