ବାଛନ୍ତୁ ଗୋଟିଏ ଠାକୁର ଓ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ- Personality Test

ନମସ୍କାର ବନ୍ଧୁଗଣ, ଆପଣ ନିଜ ଭବିଷ୍ୟତ ଜାଣିବାର ଜିଜ୍ଞାସା ରଖିଛନ୍ତି କି ! କଣ ଆପଣ କେବେ ନିଜ ଭବିଷ୍ୟତ କେବେ କାହାଠାରୁ ଶୁଣିଛନ୍ତି ? ଯଦି ନା ତେବେ ଆମ ସହ ନିଜ ମନର ବାଛିବା ଶକ୍ତି ଆଧାରରେ ନିଜ ଆଗାମୀ ସମୟ ବିଷୟରେ ଜାଣିବାର ସୁଯୋଗ ପାଅନ୍ତୁ । ତେବେ ଆଉ ଡେରି ନକରି ବାଛନ୍ତୁ ନିଜ ପସନ୍ଦର ଭଗବାନଙ୍କୁ ଏବଂ ଜାଣନ୍ତୁ ଆପଣଙ୍କ ଭବିଷ୍ୟତକୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣଙ୍କ ଭବିଷ୍ୟତରେ କଣ ସବୁ ରହିଛି ।

ଗଣେଶ: ଯଦି ଆପଣ ଗଣେଶ ଭଗବାନଙ୍କୁ ବାଛିଥିଲେ ତେବେ ସବୁବେଳେ ଧ୍ୟାନରେ ରଖନ୍ତୁ ବ୍ୟାପାର ବାଣିଜ୍ୟରେ ଗ୍ରାହକଏନକେ ଇଚ୍ଛାରେ ଚାଲିବା ପାଇଁ । ନିଜ ଇଚ୍ଛା ଠାରୁ ଗ୍ରହକଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ କରିବା ଆପଣଙ୍କ ଆପଣଙ୍କ ପାଇଁ ଲାଭଦାୟୀ ରହିବ ।

ଆପଣ ଯେଉଁ ଜିନିଷ କିଣିବା କଥା ଆପଣଙ୍କ ମନରେ ଭାବୁଛନ୍ତି ତାହା ଏବେ ପୁରା ହେବ ନାହିଁ । ମାସର ଶେଷରେ ହିଁ ପୁରା ହେବ । ଆଶଙ୍କା ଥିବା କଥା ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା କରନ୍ତୁ । ସନ୍ଦେହକୁ ନିଜ ଭିତରେ ରଖନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ କ୍ଷତି ଆଣିପାରେ ।

କାର୍ତ୍ତିକ: ଯଦି ଆପଣ ଭଲ ମିତ୍ର ପାଉନାହାନ୍ତି ତେବେ କାହା ସହ ମଧ୍ୟ ଶୀଘ୍ର ମିଶିଯାନ୍ତୁ ନାହିଁ । ବିଦ୍ୟାକୁ ଆପଣ ବନ୍ଧୁ ରଖନ୍ତୁ । ଅବିବାହିତ ଥିବା ଲୋକଙ୍କ ବିବାହ ଦକ୍ଷିଣ ଦିଗରେ ହେବ । ପୁତ୍ର ଆଶା ରଖିଥିବା ଲୋକ ବହୁତ କଷ୍ଟରେ ପୁତ୍ରଟିଏ ପାଇବେ । ଆପଣଙ୍କର ଗଙ୍ଗା ଦର୍ଶନ ଯୋଗ ରହୁଅଛି । ଆପଣଙ୍କ ପାଇଁ କୃଷି କାର୍ଯ୍ୟ ଲାଭକାରୀ ହେବ ।

ଶ୍ରୀକୃଷ୍ଣ: ଆପଣ ବିଦ୍ୟା ଆହରଣ କଲେ ଶୀଘ୍ର ହିଁ ସଫଳତା ପାଇବେ । ବିବାହ ଆପଣଙ୍କ ଘରର ପୂର୍ବ ଦିଗରେ ହେବ । କିନ୍ତୁ ବିବାହ ପାଇଁ ବିଳମ୍ବ ହେବ । ଏବେ ଆପଣଙ୍କ ବିବାହ ଯୋଗ ଫିଟି ନାହିଁ । ଯଦି ଆପଣ କାହାକୁ ଖୋଜୁଛନ୍ତି ପାଉନାହାନ୍ତି  ତେବେ ସେ ଦକ୍ଷିଣ ଦିଗକୁ ଯାଇଛନ୍ତି ବୋଲି ଜାଣନ୍ତୁ । ଆପଣ ପୂର୍ବ ଦିଗକୁ କୌଣସି କାର୍ଯ୍ୟ ପାଇଁ ଯାତ୍ରା କରୁଥିଲେ ତାହା ଶୁଭ ହେବ ନାହିଁ । ତୀର୍ଥ ପାଇଁ ଯିବାର ଇଚ୍ଛା ପୁରା ହେବ ।

ବରୁଣ: ଆପଣ କୃଷି କାର୍ଯ୍ୟରେ ବେଶି ଲାଭଦାୟୀ ହେବେ । ଆପଣ ବ୍ୟାପାର ବାଣିଜ୍ୟରେ ଉନ୍ନତି କରିପାରିବେ । ଖରାପ ସାଙ୍ଗ ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ । କାରଣ ଏହା ଆପଣଙ୍କ ମାନ ସମ୍ମାନ ହାନି ସହ ଅର୍ଥ ହାନିର ସମ୍ଭାବନା ଆଣିବାକୁ ଯାଉଛି ଭବିଷ୍ୟତରେ । ବିଦ୍ୟାର୍ଥୀ ମାନଙ୍କ ସମୟ ଆଗକୁ ବହୁତ ଶୁଭ ରହିବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *