ବାଛନ୍ତୁ ଗୋଟିଏ ଠାକୁର ଓ ଜାଣନ୍ତୁ ଆପଣଙ୍କର ଏହି ବର୍ଷ ଟି କେମିତି କଟିବ

ବନ୍ଧୁଗଣ ଆମେ ପ୍ରତେକ ଦେବିଦେବତାଙ୍କୁ ଅତି ଶ୍ରଦ୍ଧା ଓ ଭକ୍ତି ସହକାରେ ପୂଜା କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପ୍ରଶ୍ନ ଭବିଷ୍ୟର ଏକ ବିଷୟ ବସ୍ତୁ । ଯଦି କୁହାଯାଏ ଆପଣଙ୍କୁ ୩ଟି ଠାକୁର ଙ୍କ ମଧ୍ୟରୁ କୌଣସ ଗୋଟିଏ ବାଛିବାକୁ ଯାହା ଦ୍ଵାରା ଆପଣ ନିଜର ନୂଆବର୍ଷର ଭବିଷ୍ୟ କିପରି ରହିବ ତାହା ଜାଣିପାରିବେ । ଆମେ ଆପଣଙ୍କ ପାଇଁ ନେଇ ଆସୁଛି ୩ଟି ଠାକୁର ଙ୍କ ଚିତ୍ର ।

ଆପଣଙ୍କୁ ଯେଉଁ ଠାକୁର ଅଧିକ ଭଲ ଲାଗନ୍ତି ଆପଣ ବାଛି ପାରିବେ । ତେବେ ବାଛି ନିଅନ୍ତୁ ଆପଣଙ୍କ ମନ ପସନ୍ଦ ଠାକୁରଙ୍କୁ ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟ ବିଷୟରେ ବିସ୍ତାର ଭାବେ । ୧- ଭଗବାନ ଗଣେଶ : ଯଦି ଆପଣ ଭଗବାନ ଗଣେଶ ଙ୍କୁ ବାଛିଛନ୍ତି ତେବେ ଭଗବାନ ଗଣେଶ ଅଗ୍ର ପୂଜ୍ୟ ଅଟନ୍ତି । ବର୍ତ୍ତମାନ ସମୟ କହୁଛି ଆପଣ ଆଉ ଦୁଖ ଭୋଗ କରିବେ ନାହି । ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।

ଆପଣ ଯେଉଁ ବି କାମରେ ହାତ ଦେବେ ତାହା ସଫଳ ହେବ । ବନ୍ଧୁଙ୍କ ସହ ଥିବା ସମ୍ପର୍କ ମଜବୁତ ହେବ । ଶତ୍ରୁ ଆପଣଙ୍କ ପ୍ରତି ଭବିଷ୍ୟତ ରହିବେ । ଆପଣ ଏବେ ଯେଉଁ ବିବାଦରେ ଫସିଛନ୍ତି ସେଥିରୁ ମୁକ୍ତି ପାଇବେ । ଆପଣଙ୍କର ସବୁ କଷ୍ଟ ଦୂର ହେବ । ସନ୍ତାନ ସୁଖର ପଯୋଗ ରହିଛି ।

୨- ଭଗବାନ ଶିବ : ଯଦି ଆପଣ ଭଗବାନ ଶିବଙ୍କ ଫୋଟକୁ ବାଛିଛନ୍ତି ତେବେ ଆପଣଙ୍କର ଦୁଃସ୍ଵପ୍ନ ଏବେ ଦୂର ହେବ । ସୁଖ ସୌଭାଗ୍ୟ ପାଇ ଆପଣ ଆନନ୍ଦର ସମୟ କାଟିବେ । ସଫଳତା ଆପଣଙ୍କ ହାତକୁ ବିଳମ୍ବ ଆସିବା । ଗ୍ରହ ଦଶା କାରଣରୁ ଆପଣ ଦୁଖ ଭୋଗ କରୁଛନ୍ତି । କିନ୍ତୁ ଏଥର ସେଭଳି ଫଳ ଆଉ ଭୋଗ କରିବେ ନାହି । ରୋଗ ବ୍ୟାଧି ଦୂର ହେବ ।

ଆପଣଙ୍କ ଜୀବ ଦଶା ମଧ୍ୟରେ ମନ୍ଦା ଦଶାର ଭୋଗ ହେବ । ଆଗାମୀ ଜୀବନରେ ୩ଟି ମନ୍ଦା ଦଶା ଭୋଗ ହେବ । ସେହି ଦଶା ସମୟରେ ଆପଣଙ୍କୁ ସତର୍କ ରହିବା ଅପେକ୍ଷା ଜାତକ ଦେଖାଇ ପ୍ରତିକାର କରନ୍ତୁ । ଆପଣ ବହୁତ ଦିନ ହେଲା ପଦ ଦଶା ଭୋଗ କରି ଆସିଥିଲେ । କିନ୍ତୁ ବର୍ତ୍ତମାନ ବେସ ଶୁଭ ସମୟ ଆସିଯାଇଛି ।

୩- ଭଗବାନ କୃଷ୍ଣ : ଯଦି ଆପଣ ଭଗବାନ କୃଷ୍ଣଙ୍କୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ ଆପଣ ବହୁତ ସୁନ୍ଦର ବ୍ୟକ୍ତିତ୍ବ ସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଅନ୍ୟର ମନ ମୋହିବା ଭଳି କଥା କହିଥାନ୍ତି । ଆପଣ ଦେଖିବାକୁ ଖୁବ ସୁନ୍ଦର, ଚତୁର, ସମାଜରେ ଆପଣ ଖ୍ଯାତି ସମ୍ପନ୍ନ ଅଟନ୍ତି । ଆପଣଙ୍କ ଅତୀତକୁ ନେଇ ଆପଣ ଅନେକ ଦିନ ହେଲା ଚିନ୍ତିତ ଅଛନ୍ତି । କିନ୍ତୁ ବାର୍ତ୍ତାମାନ ଆଉ ଆପଣଙ୍କ ଜୀବନରେ ମନ୍ଦ ଘଟିବାର ନାହି ।

ସନ୍ତାନ, ପରିବାରକୁ ନେଇ ଯେଉଁ ଦୁଖ ପାଉଥିଲେ ତାହା ଦୂର ହେବ । ଅପବ୍ୟୟ ଯାହା ଅଧିକ ହେଉଥିଲା ସେଥିରେ ସୁଧାର ଆସିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସଞ୍ଚୟ ଅଧିକ କରିପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *