ବାଛନ୍ତୁ ଯେ କୌଣସି ଗୋଟିଏ କବାଟ ଓ ଜାଣନ୍ତୁ ଆପଣ ପୂର୍ବ ଜନ୍ମରେ କଣ ଥିଲେ ? Personality Test

ଶାସ୍ତ୍ର ଅନୁଯାୟୀ ପୂର୍ବ ଜନ୍ମ ଓ ପର ଜନ୍ମର ବିଶେଷ ମହତ୍ଵ ରହିଛି । ବ୍ୟକ୍ତି ପୂର୍ବ ଜନ୍ମରେ କଣ କରିଥାଏ କଣ ନାହି ତାହା ତାର ପର ଜନ୍ମର କର୍ମ ଫଳ ଅନୁଯାୟୀ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଦୁଇଟି କବାଟର ଚିତ୍ର ନେଇ ଆସିକୁ । ସେଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ କବାଟ ଚୁଜ କରିବାକୁ ହେବ । ଏହା ପରେ ଆପଣ ନିଜର ପୂର୍ବ ଜନ୍ମ ବିଷୟରେ କିଛି ବଡ କଥା ଜାଣିପାରିବେ ।

୧- ପ୍ରଥମ କବାଟ : ଯଦି ଆପଣ ପ୍ରଥମ କବାଟ ଚୁଜ କରିଛନ୍ତି ତେବେ ଆପଣ ପୂର୍ବ ଜନ୍ମରେ ସମ୍ପ୍ରଦାୟ ବିଶେଷର ମୁଖିଆ ଥାଇ ପାରନ୍ତି । ଏହା ସହ ଆପଣ ଆଲିଶାନ ଜୀବନ ବ୍ଯତୀତ କରୁଥିବା ବ୍ୟକ୍ତି ଅଟନ୍ତି । ଆପଣ ମାନ ସମାନ ପ୍ରତିଷ୍ଠା ହାସଲ କରିଛନ୍ତି । ଏମିତିକି ଆପଣଙ୍କୁ କୌଣସି ବଡ ଅପରାଧର ଗମ୍ଭୀର ଦଣ୍ଡ ମିଳିଛି ।

ପ୍ରେମ ସମ୍ପର୍କରେ ଥିଲେ ଆପଣଙ୍କର ପୂର୍ବ ଜନ୍ମରେ ଜାଆଁଳା ଭାଇ ଭଉଣୀ ଥିଲେ ଯେଉଁ ମାନେ ଆପଣଙ୍କୁ ଧୋକା ଦେଇଛନ୍ତି । ପ୍ରେମରେ ଆପଣଙ୍କୁ ଧୋକା ମିଳିଛି । ଏହି ଜନ୍ମରେ ଆପଣଙ୍କୁ ପ୍ରେମ ମିଳିବାର ଅଛି । ଆପଣ ପୂର୍ବର ଜନ୍ମରେ ଲେଖକ, ଚିତ୍ରକର ହୋଇପାରନ୍ତି । ଆପଣ ବଶୀକରଣ ଶିକ୍ଷା ମଧ୍ୟ ନେଇଛନ୍ତି ପୂର୍ବ ଜନ୍ମରେ । ପୂର୍ବ ଜନ୍ମରେ ଆପଣ ଭଲ ବା ଖରାପ ବ୍ୟକ୍ତି ହୋଇପାରନ୍ତି ।

ସେନାର ଯବାନ ଥିବା ସହ ଆପଣ ଜାସୁଶୀ କରିଥିଲେ । ସମ୍ଭବତ ଆପଣଙ୍କର ଖରାପ କର୍ମ ପାଇଁ ଆପଣଙ୍କୁ ଦାରିଦ୍ରତା ମିଳିଛି । ଏହି ଜନ୍ମରେ ଆପଣ ଭଲ କାମ କରୁଛନ୍ତି ତେଣୁ ଅବସର ମିଳିବ । ପୂର୍ବ ଜନ୍ମରେ ଆପଣଙ୍କ ପାଖରେ ବହୁତ ଟଙ୍କା ଥିଲା ଯାହାର ଦୁର୍ବ୍ୟବହାର ଆପଣ କରିଥିଲେ । ଯାହା ପାଇଁ ଆପଣ ତନ୍ତ୍ର ମନ୍ତ୍ର କରିବା ସହ ବଡ ଦଣ୍ଡ ମିଳିଥିଲା ।

୨- ଦ୍ଵିତୀୟ କବାଟ : ଯଦି ଆପଣ ଦ୍ଵିତୀୟ କବଜ ଚୁଜ କରିଛନ୍ତି ତେବ ଆପଣ ପୂର୍ବ ଜନ୍ମରେ ସତସଙ୍ଗୀ, ଧର୍ମ ମାର୍ଗରେ ଚାଲୁଥିବା ଆଧ୍ୟାତ୍ମ ବ୍ୟକ୍ତି ହୋଇପାରନ୍ତି । ଆପଣ ଅନ୍ୟ ମାନଙ୍କୁ ଭଲ ପାଇବା ବାଣ୍ଟିଛନ୍ତି । କିନ୍ତୁ ଆପଣଙ୍କର ମୃତ୍ୟୁ ବହୁତ ଖରାପ ଅବସ୍ଥାରେ ହୋଇଥାଇପାରେ । ଅନ୍ୟ ପକ୍ଷରେ ଆପଣ ପରୋପକାର ବ୍ୟକ୍ତି ଥିଲେ ଯାହା ପାଇଁ ଏହି ଜନ୍ମରେ ଆପଣ ଭଲ କାମ କରୁଛନ୍ତି ଯାହାକୁ ଲୋକେ ପସନ୍ଦ କରୁଛନ୍ତି । ଆଜି ପରିବାରର ସମ୍ମାନୀୟ ସଦସ୍ୟ ଭାବେ ପରିଗଣିତ ହେଉଛନ୍ତି । ଧର୍ମ ସହ ଜଡିତ ପୂର୍ବ ଜନ୍ମରେ ଆପଣଙ୍କର ବିବାଦ ହୋଇଥିଲା ।

ଯାହା ପାଇଁ ଅସାନ୍ତି କାରଣରୁ ଲୋକେ ଆପଣଙ୍କ ମୃତ୍ୟୁ ପାଇଁ ଦାୟୀ ଅଟନ୍ତି । ତନ୍ତ୍ର, ମନ୍ତ୍ର, ଗୁପ୍ତ ବିଦ୍ଯା ଆପଣ ଜାଣିଥିଲେ । ଏମିତି ହୋଇପାରେ ଆପଣ ଚର୍ଚ୍ଚିତ ବ୍ୟକ୍ତି ଅଟନ୍ତି । ଶେଷ ସମୟରେ ଆପଣଙ୍କ ପାଖରେ କେହି ନ ଥିଲେ ତେଣୁ ଆପଣଙ୍କର ମୃତ୍ୟୁ ରହସ୍ୟମୟ ଭାବେ ହୋଇଛି । ଏହି ଜନ୍ମରେ ଆପଣ ଯାହା ଘରେ ଜନ୍ମ ହୋଇଛନ୍ତି ସେଠିକାର କିଛି ଜାଗାକୁ ଛାଡି ଆପଣଙ୍କର ଶ୍ରାଦ୍ଧ କରାଯାଉଛି ଏମିତି ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *