ବାଛନ୍ତୁ କୌଣସି ଏକ ହାର୍ଟ, ମୁଁ ଆପଣଙ୍କର ସବୁ ରାଜ ଖୋଲି ଦେବି.. Personality Test

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ମଜାଦାର ଗେମ ନେଇ ଆସିଛୁ । ଏହି ଗେମ ଖେଳି ଆପଣ ଜାଣିପାରିବେ ନିଜର ବ୍ୟକ୍ତିତ୍ବ ବିଷୟାରେ କିଛି ରାଜ । ଏବେ ଚାଲନ୍ତୁ ଆରମ୍ଭ କରିବା । ସ୍ଟେପ-1 : କୌଣସି ବି ଏକ ହାର୍ଟ ର ଚିତ୍ର ବାଛନ୍ତୁ ଓ ଏହାର ରଙ୍ଗ ଓ ନମ୍ବର ମନେ ରଖନ୍ତୁ । 10ଟି ହାର୍ଟ ମଧ୍ୟରୁ କୌଣସି ଏକ ଚୁଜ କରନ୍ତୁ । ପ୍ରଥମ ହାର୍ଟର ନମ୍ବର- 63, ଦ୍ଵିତୀୟ ହାର୍ଟର ନମ୍ବର-54, ତୃତୀୟ ହାର୍ଟର ନମ୍ବର-45, ଚତୁର୍ଥ ହାର୍ଟର ନମ୍ବର-90 ।

ପଞ୍ଚମ ହାର୍ଟର ନମ୍ବର-10, ଷଷ୍ଠ ହାର୍ଟର ନମ୍ବର-81,  ସପ୍ତମ ହାର୍ଟର ନମ୍ବର-27, ଅଷ୍ଟମ ହାର୍ଟର ନମ୍ବର-72, ନବମ ହାର୍ଟର ନମ୍ବର-36, ଦଶମ ହାର୍ଟର ନମ୍ବର-18 । ଉଦାହରଣ ଆମେ ବାଛିଲୁ ନାଲି ରଙ୍ଗ ଯାହାର ନମ୍ବର 54 । ସ୍ଟେପ-2 : ଆପଣ ଯେଉଁ ହାର୍ଟର ଚିତ୍ର ଚୁଜ କରିଛନ୍ତି ତାହାର ସଂଖ୍ୟାକୁ ମିଶାଣ କରନ୍ତୁ । ଆମେ ଯେମିତି ନେଇଥିଲୁ 54= 5+4=9 । ସ୍ଟେପ-3 : ଷ୍ଟେପ-1 ରେ ଥିବା ନମ୍ବରକୁ ସ୍ଟେପ-2 ର ନମ୍ବର ସହ ମାଇନସ କରନ୍ତୁ । ଅର୍ଥାତ 54-9 = 45 ।

ଏବେ ଆସନ୍ତୁ ଜାଣିବା ଫଳାଫଳ । 1- ଯେଉଁମାନଙ୍କର ଜବାବ ପ୍ରଥମ ହାର୍ଟରେ ଆସିଛି ଆପଣ ଲଭ ଷ୍ଟୋରି କହୁଥିବା ବ୍ୟକ୍ତି ଅଟନ୍ତି । ଆପଣ ପ୍ରେମରେ ନିଜ ଜୀବନ ବିତାଇଥାନ୍ତି ।

2- ଯେଉଁମାନଙ୍କର ଜବାବ 2 ନମ୍ବର ହାର୍ଟରେ ଆସିଛି ଆପଣଙ୍କ ପାଇଁ ବନ୍ଧୁ ବା ପ୍ରେମୀ ନିଜ ପ୍ରେମକୁ ଏତେ ଭଲ ପାଇବ । ଆପଣ ଖୋଲା ହୃଦୟର ବ୍ୟକ୍ତି ହେବା ସହ ନିଜକୁ ପ୍ରେମକୁ ପାଇବାକୁ ତଡପିଥାନ୍ତି ।

3- ଯେଉଁମାନଙ୍କର ଜବାବ 3 ନମ୍ବର ହାର୍ଟରେ ଆସିଛି ଆପଣ ନିଜ ପ୍ରେମ ବିଷୟରେ ଅଧିକା ଭାବୁଛନ୍ତି । ପ୍ରତେକ ସମୟରେ ଆପଣ ତାଙ୍କ କଥା ଚିନ୍ତା କରୁଛନ୍ତି ।

4- ଯେଉଁମାନଙ୍କର ଜବାବ 4 ନମ୍ବର ହାର୍ଟରେ ଆସିଛି ଆପଣଙ୍କ ମନରେ ନୂଆ ପ୍ରକାରର ଅନୁଭୂତି ଆସିଛି । ଯାହା ଆପଣଙ୍କ ଜୀବନରେ ପ୍ରଥମ ଥର ହୋଇଛି ।

5- ଯେଉଁମାନଙ୍କର ଜବାବ 5 ନମ୍ବର ହାର୍ଟରେ ଆସିଛି ଆପଣ ନିଜ ବିଷୟରେ ଅଧିକ ଚିନ୍ତା କରିଥାନ୍ତି । ଆପଣ ଜୀବନରେ ସଚ୍ଚା ପ୍ରେମର ଇଚ୍ଛା ରଖିଥାନ୍ତି ।

6- ଯେଉଁମାନଙ୍କର ଜବାବ 6 ନମ୍ବର ହାର୍ଟରେ ଆସିଛି ଆପଣଙ୍କ ପ୍ରେମୀ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ସେ ଆପଣଙ୍କୁ ହୃଦୟରୁ ଚାହୁଁଛନ୍ତି ।

7- ଯେଉଁମାନଙ୍କର ଜବାବ 7 ନମ୍ବର ହାର୍ଟରେ ଆସିଛି ଆପଣ ନିଜର ପ୍ରେମର ଇଜହାର କରିବା ସହ ହୃଦୟରୁ ତାଙ୍କୁ ଚାହିଥାନ୍ତି ।

8- ଯେଉଁମାନଙ୍କର ଜବାବ 8 ନମ୍ବର ହାର୍ଟରେ ଆସିଛି ଆପଣ ପ୍ରେମୀଙ୍କ ଅପେକ୍ଷା ବନ୍ଧୁଙ୍କ କଥା ଅଧିକା ଶୁଣିଥାନ୍ତି । ଆପଣ ନିଜ ପ୍ରେମ ଉପରେ ସନ୍ଦେହ କରିଥାନ୍ତି ।

9- ଯେଉଁମାନଙ୍କର ଜବାବ 9 ନମ୍ବର ହାର୍ଟରେ ଆସିଛି ଆପଣ ନିଜ ପ୍ରେମ ସହ ବିବାହ କରିବାକୁ ଚାହୁଁଛନ୍ତି ଓ ସଚ୍ଚା ପ୍ରେମୀ ଅଟନ୍ତି ।

10- ଯେଉଁମାନଙ୍କର ଜବାବ 10 ନମ୍ବର ହାର୍ଟରେ ଆସିଛି ଆପଣ ପ୍ରେମକୁ ଥଟ୍ଟା କରି ନିଜକୁ ବୁଦ୍ଧିମାନ ଭାବୁଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *