ଋତୁସ୍ରାବର ଏତିକି ଦିନ ପରେ ମିଳନ ହେଲେ ହୋଇଥାଏ ପୁତ୍ରସନ୍ତାନ ଜାତ- Ajira Anuchinta

ବନ୍ଧୁଗଣ ଜାଣନ୍ତୁ କିଛି ଅନୁଚିନ୍ତା ବା ନୀତିବାଣୀ ବିଷୟରେ ଯାହାର ଦୈନିକ ଜୀବନରେ ବେଶ ଲାଭଦାୟକ ହୋଇଥାଏ । ୧- ଯଦି କୌଣସି ସ୍ଵାମୀ ସ୍ତ୍ରୀ ଙ୍କର ବାରମ୍ବାର ମନୋମାଳିନ୍ୟ ହେଉଥାଏ ବା ବାରମ୍ବାର ଝଗଡା ହେଉଥାଏ ତେବେ ୨ଟି ମୟୁର ପର ଆଣି ଆପଣଙ୍କ ବାହାଘରର ଫୋଟୋ ଏକାଠି ଯୋଡିକି ରଖନ୍ତୁ । ଦେଖିବେ ନିଶ୍ଚୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନୋମାଳିନ୍ୟ ଦୂର ହୋଇଯିବ ।

୨- ଆପଣଙ୍କ ପୁଅର ବା ଝିଅର ଜନ୍ମ ଦିନ ପଲାଣ କରୁଛନ୍ତି ତେବେ କିଛି କରନ୍ତୁ କି ନ କରନ୍ତୁ ହେଲେ ମନେ ରଖିବେ ପିଲା ଦେହର ଟିକେ ଖସା ତେଲ ଲଗାଇବେ । ଏହା ସହ ଖସା ଲଡୁ ପିଲାକୁ ଖାଇବାକୁ ଦେବେ । କାରଣ ଖସା ହେଉଛି ବିଗ୍ନ ବିନାସକ ହୋଇଥାନ୍ତି । ଖସା ଲଡୁ ଖାଇଲେ ଓ ତେଲ ଲାଗଇଲେ ପିଲା ପ୍ରତି ଆସନ୍ତା ବର୍ଷ ଯାଏଁ ବିପଦ ଆସିବ ନାହି ।

୩- ଜନ୍ମ ମାସ, ଜନ୍ମ ଦିନ, ଜନ୍ମ ନକ୍ଷତ୍ର ଏହି୩ ଦିନରେ ପୁଅ ଝିଅଙ୍କର ବିବାହ କେବେ ବି କରନ୍ତୁ ନାହି । ଏହା କ୍ଷତିକାରକ ଅଟେ ।

୪- ଉପନିଷଦରେ ଗୋଟେ ସୁନ୍ଦର କଥା ଅଛି କି ନାରୀ ଋତୁମତୀ ହେବାର ଚତୁର୍ଥ, ଷଷ୍ଠ, ଦଶମ ଓ ଦ୍ଵାଦଶ ଦିନ ରେ ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମିଳନ ହୁଏ ଓ ସ୍ତ୍ରୀ ର ଗର୍ଭ ରୁହେ ତେବେ ସେହି ଗର୍ଭ ରେ ପୁତ୍ର ସନ୍ତାନ ହିଁ ଜାତ ହୋଇଥାଏ ।

୫- ଯଦି ଘରେ ଠାକୁର ପୂଜା କରିବା ସମୟରେ ବିନା କାରଣରେ ଛୋଟ ପିଲା ଟି କାନ୍ଦି ଥାଏ ତେବେ ଜାଣିବେ କିଛି ଅଶୁଭ ଘଟଣା ଘଟିବାର ଅଛି । ଏହାର ପ୍ରତିକାର ନିମନ୍ତେ ତୁରନ୍ତ ଘରୁ ଟିକେ ହଳଦୀ ଗୁଣ୍ଡ ଆଣି ଠାକୁର ଘରେ ଲଗାଇ ଦିଅନ୍ତୁ । ଦେଖିବେ ଅଶୁଭତ୍ଵ ଦୂର ହୋଇଯିବ ।

୫- ସବୁ ନାରୀ ମାନେ ସ୍ନାନ କରିବା ପରେ ସିନ୍ଦୁର ଲଗାଇଥାନ୍ତି । କିନ୍ତୁ ସିନ୍ଦୁର ପିନ୍ଧିବା ପରେ ନିଜର ଗଭା ବା ଖୋସା ରେ ଧଳା ରଙ୍ଗର ଫୁଲ ଖୋସନ୍ତୁ । ଏହା କରିଲେ ମନ ପବିତ୍ର, ସ୍ଵଛା, ଆତ୍ମା ପବିତ୍ର ରହିବା ସହ ମାନସିକ ଶାନ୍ତି ଫେରି ଆସିବ ।

୬- ପୁରୁଷ ମାନେ ପୂଜା କରିବା ବେଳେ କେବେ ବି ମା ଦୂର୍ଗାଙ୍କ ମୂର୍ତ୍ତି ବା ଫୋଟୋରେ ସିନ୍ଦୁର ଲଗାଇବେ ନାହି । ଆଉ ନାରୀ ମାନେ ପୂଜା କରିବା ବେଳେ ହନୁମାନଙ୍କ ଫୋଟୋରେ କେବେ ବି ସିନ୍ଦୁର ଲଗାଇବେ ନାହି । କିନ୍ତୁ ପୂଜକ ମାନେ ସିନ୍ଦୁର ଲଗାଇଲେ ଦୋଷ ଲାଗେ ନାହି ।

୭- ଯଦି ଛୋଟ ପିଲା ମାନେ ବାରମ୍ବାର ରାତିରେ ଚମକୁଥାନ୍ତି ତେବେ ମନେ ରଖିବେ ଗାଈ ର ଲାଞ୍ଜ ରେ ଯେ କୌଣସି ଗୋଟେ ଶୁକ୍ର ଦିନ ଛୁଆର ଗୋଡ ଠାରୁ ମୁଣ୍ଡ ଯାଏଁ ୩ ଥର ଝାଡି ଦିଅନ୍ତୁ । ଛୁଆ ଚମକିବ ନାହି । ତା ଚମକିବା ବନ୍ଦ ହୋଇଯିବ । ଏମିତି ୩ରୁ ୪ଟି ଶୁକ୍ରବାର କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *