କେଉଁ ପଶୁ ପାଣି ପିଇବା ମାତ୍ରେ ମରିଯାଏ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ, ମଣିଷ ଦୁନିଆର ସର୍ବ ଶ୍ରେଷ୍ଠ ପ୍ରାଣୀ ହେଲେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଆମ ପାଖରେ ନ ଥାଏ । ଯେଉଁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମ ମନରେ ଜିଜ୍ଞାସା ଭରି ହୋଇ ରହିଥାଏ । ଆପଣଙ୍କ ପିଲାମାନଙ୍କ ଜ୍ଞାନକୁ ଆପଣ ମାନେ ଏହି ପ୍ରଶ୍ନ ଦ୍ଵାରା ବୃଦ୍ଧି କରାଇ ପାରିବେ । ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ପଢିବା ପାଇଁ ଆପଣ ନିଶ୍ଚୟ କିଛି ଜଣା ଅଜଣା ପ୍ରଶ୍ନ ଉତ୍ତର ବିଷୟରେ ଜାଣି ପାରିବେ ।

୧- ଭାରତର ପ୍ରଥମ ନାଗରିକ କିଏ ଅଟନ୍ତି ?

ଉତ୍ତର- ରାଷ୍ଟ୍ରପତି ।

୨- ଭାରତର ସବୁଠାରୁ ଛୋଟ ନଦୀର ନାମ କଣ ?

ଉତ୍ତର- ଆରାଭାରି ନଦୀ ।

୩- କେଉଁ ଦେଶରେ ସର୍ବାଧିକ ବିମାନ ବନ୍ଦର ଅଛି ?

ଉତ୍ତର- ଆମରିକା ।

୪- ଜାଲିଆୱାଲାବାଗ ହତ୍ୟାକାଣ୍ଡ କେବେ ହୋଇଥିଲା ?

ଉତ୍ତର- ୧୯୧୯ ।

୫- ମଣିଷ ର ଗୋଟିଏ ଆଖିର ଓଜନ କେତେ ହୋଇଥାଏ ?

ଉତ୍ତର- ୭.୫ ଗ୍ରାମ ।

୬- ମହାକାଶରୁ ସୂର୍ଯ୍ୟ କିପରି ଦେଖାଯାଏ ?

ଉତ୍ତର- ଧଳା ।

୭- ମହାକାଶକୁ ଯାଇଥିବା ପ୍ରଥମ ପଶୁ କିଏ ?

ଉତ୍ତର- କୁକୁର ।

୮- ପାଣି ପିଇବା ପରେ କେଉଁ ପ୍ରାଣୀ ମରିଯାଏ ?

ଉତ୍ତର- କଙ୍ଗାରୁ ମୂଷା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । ଆମେ ଆପଣଙ୍କ ପାଇଁ ଆଗକୁ ଏମିତି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଭଳି ବିଷୟ ବସ୍ତୁ ନେଇ କରି ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *