ଯେଉଁ ଝିଅଙ୍କର ନାମ ଏହି 4 ଅକ୍ଷରରୁ ଗୋଟିଏ ସେ ଅଧିକ କ୍ରୋଧୀ ପ୍ରକୃତିର ହୋଇଥାନ୍ତି… ଦେଖନ୍ତୁ ଆପଣଙ୍କ ନାମ ଅଛି କି ?

ବନ୍ଧୁଗଣ ଆଜିକାଲିର ବିଜି ଲାଇଫରେ ବହୁତ ଲୋକ ବ୍ୟସ୍ତ ରହୁଛନ୍ତି । ଯେଉଁଥି ପାଇଁ ଆମେ ବହୁତ ସମୟରେ ନିଜ ସାଙ୍ଗ, ପରିବାର ବା ଜୀବନ ସାଥିଙ୍କ ସହ କ୍ରୋଧ ବା ଝଗଡା କରିଥାଉ । ଆଉ ଇଚ୍ଛା ନ ଥାଇ ବି ଏମିତି କିଛି କଥା କହିଥାଉ ଯାହା ପରେ ଅନୁତାପ କରି କ୍ଷମା ମାଗିଲେ କିଛି ଲାଭ ହୁଏ ନାହି । ସାଧାରଣତଃ ଥକାପଣ ପାଇଁ ବା ମାନସିକ ଚାପ କାରଣରୁ ଷ୍ଟ୍ରେସ ଆସିଥାଏ । ଏହା ଏକ ସାଧାରଣ ଘଟଣା । ଜ୍ୟୋତିଷ ଅନୁଯାୟୀ ଏମିତି କିଛି ନାମର ଝିଅ ଅଛନ୍ତି ଯେଉଁ ମାଙ୍କର ସ୍ଵଭବା ବହୁତ କ୍ରୋଧୀ ହୋଇଥାଏ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ବିସ୍ତାର ଭାବେ ।

୧- B ନାମର ମହିଳା ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସିଧା ସଳଖ କହିବା ଭଳି ମହିଳା ହୋଇଥାନ୍ତି । ଏମାନଙ୍କୁ କେତେବେଳେ କେଉଁ କଥାରେ ରାଗ ଆସିଯାଏ ତାହା କେହି ଜାଣି ପାରିବେ ନାହି । ପ୍ରାୟତଃ ଏମାନେ କାହା ରାଗ କାହା ଉପରେ ସୁଝାଇ ଦେଇଥାନ୍ତି । କିନ୍ତୁ ଯେବେ ଏମାନଙ୍କର ରାଗ ସାନ୍ତ ହୋଇଯାଏ ସେମାନେ କ୍ଷମା ମାଗିବାକୁ ଏମାନେ ସଙ୍କୋଚ କରନ୍ତି ନାହି ।

୨- H ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହୋଇଥିବା ମହିଳା ମାନେ ସେମାନଙ୍କୁ ବହୁତ ଜଲ୍ଦି ରାଗ ଆସି ଯାଇଥାଏ । ଏମାନେ ପ୍ରାୟତଃ ନିଜ ସମ୍ପର୍କ ପାଇଁ ସଚ୍ଚା ରହିଥାନ୍ତି । କିନ୍ତୁ ବେଳେବେଳେ ଇଚ୍ଛା ନ ଥିଲେ କ୍ରୋଧରେ ଏମାନେ ଏମିତି କିଛି କଥା କହି ଦେଇଥାନ୍ତି ଯାହା ପାଇଁ ଏମାନଙ୍କର ସମ୍ପକ ଦୁର୍ବଳ ହୋଇଯାଏ । ଯେଉଁ ଲୋକ ମାନେ ଏମାନଙ୍କର ରାଗି ସ୍ଵଭାବରେ ବିଷୟରେ ଜାଣିଥାନ୍ତି ଓ ବହୁତ ଭଲ ପାଆନ୍ତି ସେମାନେ କେବେ ବି ଏମାନଙ୍କୁ ଛାଡି କି ଯାଆନ୍ତି ନାହି । କାହିଁକି ନା ଏହି ନାମର ଝିଅ ହୃଦୟରୁ ବହୁତ ଭଲ ହୋଇଥାନ୍ତି ।

୩- L ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ଅଳ୍ପ କ୍ରୋଧ ର ହୋଇଥାଏ । କିନ୍ତୁ ଏମାନଙ୍କୁ କ୍ରୋଧ ଅନ୍ୟ କୁ କଷ୍ଟ ଦେଲା ଭଳି ହୋଇନ ଥାଏ । ଏମାନେ ରାଗିଲେ ନିଜକୁ କଷ୍ଟ ଦେଇଥାନ୍ତି । ଯେମିତିକି ରାଗିକି ନ ଖାଇବା, ପିଇବା, କାହାକୁ କଥା ନ କହିବା, ଏକୁଟିଆ କାନ୍ଦିବ ଇତ୍ଯାଦି । କିନ୍ତୁ ତାଙ୍କୁ କେହି ସ୍ନେହରେ ବୁଝାଇଲେ ସେ ଶାନ୍ତ ହେବାକୁ ଅଧିକ ସମୟ ଲାଗେ ନାହି ।

୪- P ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି । ଏମାନଙ୍କୁ ନିଜ ଅସୁବିଧା କାହାକୁ କହିବାକୁ ଭଲ ଲାଗେ ନାହି । ଯେଉଁଥି ପାଇଁ କିଛି ସାଧାରଣ କଥାରେ ମଧ୍ୟ ରାଗି ଯାଇଥାନ୍ତି । କିନ୍ତୁ ସେମାନେ ହୃଦୟରୁ ଭଲ ହୋଇଥାନ୍ତି । ରାଗରେ ଏମାନେ କାହାକୁ କଷ୍ଟ ଦିଅନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅମା ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *