ବାଛନ୍ତୁ ନିଜର ରାଶି ଓ ଜାଣନ୍ତୁ ନିଜ ବିଷୟରେ ବଡ ଗୁପ୍ତ ରହସ୍ୟ- Personality Test

ପ୍ରତେକ ବ୍ୟକ୍ତିଙ୍କର କିଛି ବିଶେଷତ୍ଵ ଓ ଦୁର୍ବଳତା ରହିଥାଏ । କିଏ କେତେ ବି ଭଲ ଓ ଖରାପ ହୋଇଥାନ୍ତୁ ନା କାହିଁକି ସମସ୍ତଙ୍କର ଦୁର୍ବଳତା ରହିଥାଏ । ଆପଣ ଯାହାଙ୍କ ସହ ମିଶିଥାନ୍ତୁ ନ କାହିଁକି ତାଙ୍କର କିଛି ଗୁପ୍ତ ରହସ୍ୟ ରହିଥାଏ ଯାହା ବିଷୟରେ ସେ କାହାକୁ କୁହନ୍ତି ନାହି । ପ୍ରତେକ ମଣିଷ ନିଜର ସ୍ଵଭାବ ଅନୁଯାୟୀ ନିଜର ଦୁର୍ବଳ ଲୁଚାଇଥାନ୍ତି ଯାହା ଖୁବ ଲୋକେ ଜାଣିଥାନ୍ତି । ବୋଧ ହୁଏ ସେପରି ବ୍ୟକ୍ତି ନିଜ ଠାରୁ ବି ଅଧିକ ନିଜର ହୋଇଥାଏ ହୁଏ ତ ସେମାନେ ଜାଣିଥାନ୍ତି । ରାଶି ସହ ମନୁଷ୍ୟ ଯୋଡି ହୋଇଥିବାରୁ ସବୁ କିଛି ଜାଣି ହୁଏ । ଆସନ୍ତୁ ଜାଣିବା ୧୨ଟି ରାଶିର ଗୁପ୍ତ ରହସ୍ୟ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଏମାନେ କେବେ ବି ଖାଲି ବସି ରୁହନ୍ତି ନାହି । ଏମାନଙ୍କର ଲାଭ ବା କ୍ଷତି ହେଉ ସେମାନେ କିଛି ନ କିଛି କରିଥାନ୍ତି । କିନ୍ତୁ ଏ କଥା ଅନ୍ୟମାନେ ଜାଣିପାରନ୍ତି ନାହି ।

ବୃଷ ରାଶି : ଏମାନଙ୍କ ଲଭ ପାର୍ଟନର ବା ଜୀବନ ସାଥି ହୋଇଥାନ୍ତୁ ନା କାହିଁକି ଯେବେ କିଛି କରିବାର ସମୟ ଆସେ ଏମାନେ ଭୟ କରିଥାନ୍ତି ।

ମିଥୁନ ରାଶି : ଏମାନେ ଯେ କୌଣସି ଚାକିରି କରୁଥିଲେ ବି ଜରୁରୀ ନୁହେଁ କି ସେଥିରେ ଖୁସିରେ ଅଛନ୍ତି । ଯେବେ କୌଣସି କାମ ପସନ୍ଦ ନ ଥାଏ ଏ କଥା କେହି ବି ଜାଣିପାରନ୍ତି ନାହି ।

କର୍କଟ ରାଶି : କୌଣସି କଥାକୁ ବ୍ୟକ୍ତିଗତ ଭାବେ ନେଇଥାନ୍ତି । ଏମାନେ ଆଗରେ ଦେଖାଇଥାନ୍ତି କୌଣସି କଥା ଖରାପ ଲାଗେ ନାହି କିନ୍ତୁ ମନରେ ଛୋଟ କଥାକୁ ନେଇ ଅଧିକ ରାଗ ରଖିଥାନ୍ତି । ଯାହା ସହଜରେ କେହି ଜାଣିପାରନ୍ତି ନାହି ।

ସିଂହ ରାଶି : ଏମାନେ ଦେଖିବାରେ କୌଶଳୀ ହୋଇଥାନ୍ତି କି ଜୀବନରେ ଖୁସି ଓ ସନ୍ତୁଷ୍ଟ ଅଛନ୍ତି । କିନ୍ତୁ ସତ କଥା ଏମାନେ ଅନ୍ୟ ଠାରୁ ଭଲ ପାଇବା ଆଶା ରଖିଥାନ୍ତି ।

କନ୍ୟା ରାଶି : ଏମାନେ ନିଜର ମନ କଥା ନିଜ ଭିତରେ ସୀମିତ ରଖିଥାନ୍ତି କିନ୍ତୁ କାହା ଆଗରେ ସ୍ଵୀକାର କରିପାରନ୍ତି ନାହି । ପ୍ରତେକ କାର୍ଯ୍ୟ କରିବା ସମୟରେ ନିଜକୁ ତୁଳନା କରିଥାନ୍ତି ।

ତୁଳା ରଶି : କୌଣସି କାମକୁ ଟାଳିବା ଏମାନଙ୍କର ଅଭ୍ଯାସ ରହିଥାଏ । ଅଧିକାଂଶ କାମ ସମୟରେ କରନ୍ତି ନାହି ଯାହାକୁ ଏମାନେ ଲୁଚାଇଥାନ୍ତି ।

ବିଛା ରାଶି : ଏମାନେ ଦେଖାଇଥାନ୍ତି କିଛି ଆଶା ନ ରଖି ସବୁ କିଛି କରିଥାନ୍ତି । ଏମାନେ ଯାହାକୁ ସାହାଜ୍ଯ ବା ଭଲ ପାଉଛନ୍ତି ସେତିକି ଆବଶ୍ୟକ ହୋଇଥାଏ ।

ଧନୁ ରାଶି : ଏମାନେ ସହଜରେ କାହାକୁ କଥା ଦିଅନ୍ତି ନାହି । ଜୀବନ ସାଥିର ସାଥ କେବେ ଚଡନ୍ତି ନାହି ।

ମକର ରାଶି : ଏମାନେ ସର୍ବଦା ଦେଖାଇଥାନ୍ତି ଆପଣଙ୍କ ଉପରେ ହୃଦୟରୁ ଭରସା କରିଛନ୍ତି । କିନ୍ତୁ ଏମାନେ ସନ୍ଦେହରେ ଦେଖିଥାନ୍ତି ।

କୁମ୍ଭ ରାଶି : ଏମାନେ ଲୋକଙ୍କ ଭିତରେ ଫିଟ ରଖିବା ଓ ଅଧିକରୁ ଅଧିକ ମିତ୍ର କରିବା ପସନ୍ଦ କରିଥାନ୍ତି କିନ୍ତୁ ଲୋକଙ୍କ ଦ୍ଵାରା ଉପେକ୍ଷାର ଆଶା ପାଇଥାନ୍ତି ।

ମୀନ ରାଶି : ଏମାନେ ବହୁତ ଭାବୁକ ହୋଇଥାନ୍ତି । ନିଜର ଭାବୁକ ବିଷୟରେ ଏମାନେ ଜାଣି ବି ଅନ୍ୟ ଆଗରେ ଲୁଚାଇଥାନ୍ତି । ବନ୍ଧୁଗଣ ଆପଣଙ୍କର କେଉଁ ରାଶି ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *