ବାଛନ୍ତୁ ନିଜ ରାଶି ଅନୁସାରେ ଗୋଟେ ଇମୋଜି, ଜାଣନ୍ତୁ ଆପଣଙ୍କର Love ମ୍ୟାରେଜ ହେବ ନା Arrange Marriage

ଜ୍ୟୋତିଷ ଶା-ସ୍ତ୍ର ନିଜ ମଧ୍ୟରେ ଏକ ଅ-ଦ୍ଭୁ-ତ ବିଦ୍ୟା ଅଟେ । କାରଣ ଜ୍ୟୋତିଷ ଶାସ୍ତ୍ରର ବିଦ୍ୟା ଦ୍ଵାରା ଆପଣ ଗୋଟିଏ ବ୍ୟକ୍ତିକୁ ନ ଦେଖି ଓ ନା ଜାଣି ବି ତାହାର ରାଶି ଆଧାରରେ ତାହାର ସ୍ଵଭାବ ବିଷୟରେ ଅନୁମାନ ଲଗାଇ ପାରିବେ । ଏହି କ୍ର-ମ-ରେ ଆଜି ଆମେ ଆପଣଙ୍କ ପାଇଁ ୧୨ଟି ରାଶି ସହିତ ୧୨ଟି ଇ-ମୋ-ଜି ନେଇ ଆସିଛୁ । ଯେଉଁଥିରେ ଆପଣଙ୍କୁ ନିଜ ରାଶିର ଇ-ମୋ-ଜିକୁ ବାଛିବାର ଅଛି ।

ଏହା ପରେ ଆମେ ଆପଣଙ୍କ ଦ୍ଵାରା ଚ-ୟ-ନ କରାଯାଇଥିବା ଇ-ମୋ-ଜି ବିଷୟରେ କହିବୁ କି ଆପଣଙ୍କ ପ୍ରେ-ମ ବି-ବା-ହ ହେବ ନା ଆପଣ ନିଜର ପିତା ମାତାଙ୍କ ପସନ୍ଦରେ ଆରେଞ୍ଜ ମ୍ୟା-ରେ-ଜ କରିବେ । ତେବେ ଚାଳନ୍ତୁ ଜାଣିବା ।

ମେଷ

ଯଦି ଆପଣ ମେଷ ରାଶିକୁ ବାଛିଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ ଭଲ ଓ ସମସ୍ତଙ୍କର ସାହାର୍ଯ୍ୟ କରୁଥିବା ବ୍ୟକ୍ତିତ୍ବ ଅଟନ୍ତି । ଆପଣ ନିଜର ପରିବାରକୁ ବହୁତ ଅଧିକ ଭଲ ପାଆନ୍ତି । ସେଥିପାଇଁ ଆପଣ ନିଜର ପରିବାରର ସହମତିରେ ହିଁ ବି-ବା-ହ କରିବାକୁ ପସନ୍ଦ କରନ୍ତି ।

ବୃଷ

ଯଦି ଆପଣ ବୃଷ ରାଶିକୁ ବାଛିଛନ୍ତି ତେବେ ଆପଣଙ୍କର ସ୍ଵଭାବ ପ୍ରେ-ମ କରିବା ଓ କ୍ୟା-ରି-ଙ୍ଗ ଅଟେ । ପ୍ରେ-ମ ଆପଣଙ୍କ ଜୀବନର ସବୁଠୁ ଅଧିକ ଖାସ ଓ ମହତ୍ଵପୂର୍ଣ ଜିନଷ ଅଟେ । ସେଥିପାଇଁ ଆପଣ ଏହା ବିଷୟରେ ଜଲ୍ଦି ଜଲ୍ଦି କୌଣସି ବି ନିଷ୍ପତି ନିଅନ୍ତି ନାହିଁ । ପ୍ରେ-ମ କରିବା ପୂର୍ବରୁ ଆପଣ ସେହି ବ୍ୟକ୍ତିକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତି ଓ ଏହା ପରେ ଆପଣ ପ୍ରେ-ମ କରନ୍ତି । ଏହା ପରେ ପ୍ରେ-ମ ହୋଇଯିବା ପରେ ତାକୁ ବି-ବା-ହ କରିବାକୁ ଚେଷ୍ଟା କରନ୍ତି ।

ମିଥୁନ

ଯଦି ଆପଣ ମିଥୁନ ରାଶିକୁ ବାଛିଛନ୍ତି ତେବେ ଆପଣ ହୃଦୟର ବହୁତ ଭଲ ଓ ଭାବୁକ ଅଟନ୍ତି । ପ୍ରେ-ମ ଉପରେ ଆପଣଙ୍କୁ ବହୁତ ବିଶ୍ଵାସ ଅଛି । କିନ୍ତୁ ବି-ବା-ହ ପାଇଁ ଘର ଲୋକମାନଙ୍କର ମନ୍ତବ୍ୟ ବି ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ ଅଟେ । ସେଥିପାଇଁ ଆପଣ ଚେଷ୍ଟା କରନ୍ତି କି ଆପଣ ସମସ୍ତଙ୍କ ଇଚ୍ଛା ଅନୁସାରେ ହିଁ ଲଭ ମ୍ୟା-ରେ-ଜ କରିବେ ।

କର୍କଟ

ଯଦି ଆପଣ କର୍କଟ ରାଶି ବାଛିଛନ୍ତି ତେବେ ଆପଣ ପ୍ରେ-ମ ଓ ବି-ବା-ହ ମା-ମ-ଲା-ରେ ଭଗବାନ ହୋଇଥାନ୍ତି । ଆପଣଙ୍କର ପ୍ରେ-ମ ବି-ବା-ହ ହେବାର ଅଧିକ ସମ୍ଭାବନା ଥାଏ । ଆପଣଙ୍କୁ ଏମିତି ପାର୍ଟନର ମିଳିଥାଏ ଯାହା ଆପଣଙ୍କୁ ସବୁବେଳେ ଖୁସିରେ ରଖିଥାଏ ଓ ଆପଣଙ୍କୁ ସବୁ କ୍ଷେତ୍ରରେ ସାଥ ଦେଇଥାଏ ।

ସିଂହ

ଆପଣ ସ୍ଵଭାବରେ ବହୁତ ଆଗଭର ହୋଇଥାନ୍ତି । ନିଜ କାମ ପାଇଁ ଅନ୍ୟ ଉପରେ ନି-ର୍ଭ-ର ରହିବା ଆପଣଙ୍କୁ ଭଲ ଲାଗେ ନାହିଁ । ଥରେ ପ୍ରେ-ମ ହୋଇଗଲେ ଆପଣ ଆଉ ପଛକୁ ଫେ-ର-ନ୍ତି ନାହିଁ । ଯଦି ଆପଣ କାହାର ପ୍ରେ-ମରେ ପଡି ବି ଯାଆନ୍ତି ତେବେ ଘର ଲୋକମାନଙ୍କୁ ମନାଇ ହିଁ ଲଭ ମ୍ୟା-ରେ-ଜ କରନ୍ତି ।

କନ୍ୟା

ଆପଣ ସ୍ଵଭାବରେ ବହୁତ ଭାବୁକ ହୋଇଥାନ୍ତି । ଅନ୍ୟର ଦୁଖ ସମୟରେ ଆପଣ ତାହାର ସାହାରା ହୋଇଥାନ୍ତି । ପ୍ରେ-ମ ଓ ବି-ବା-ହ ଭଳି ନିଷ୍ପତି ଆପଣ ହୃଦୟ ଓ ମସ୍ତିଷ୍କ ଦ୍ଵାରା ନିଅନ୍ତି । ପ୍ରେ-ମ ବି-ବା-ହ ମାମଲାରେ ଆପଣ ଭାଗ୍ୟଶାଳୀ ଅଟନ୍ତି । ନିଜର ପ୍ରେ-ମକୁ ହାସଲ କରିବା ହିଁ ଆପଣଙ୍କ ଜୀବନର ମୂଳ ଲକ୍ଷ ହୋଇଥାଏ ।

ତୁଳା

ଯଦି ଆପଣ ତୁଳା ରାଶି ବାଛିଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ ଭଲ ମଣିଷ ଅଟନ୍ତି । ନିଜର ଖୁସି ସହିତ ଆପଣ ଅନ୍ୟର ଖୁସି ପ୍ରତି ବି ଧ୍ୟାନ ଦିଅନ୍ତି । ନିଜର ଭାବନାକୁ ଆପଣ ଅନ୍ୟ କାହା ସାମ୍ନାରେ ଜଲ୍ଦି ହିଁ ପ୍ରକାଶ କରନ୍ତି ନାହିଁ । ପ୍ରେ-ମ ଚକରରେ ଏମାନେ ପଡନ୍ତି ନାହିଁ । କିନ୍ତୁ ଯଦି ଥରେ ପ୍ରେ-ମ ହୋଇଯାଏ ତେବେ ଆପଣ ସେହି ସମ୍ପର୍କକୁ ଭଲ ଭାବରେ ପାଳନ କରନ୍ତି ।

ବିଚ୍ଛା

ଆପଣ ନିଜ ଜୀବନ ସହ ଜଡିତ ସବୁ ନିଷ୍ପତି ବୁଝି ସୁଝି ନିଅନ୍ତି । ପ୍ରେ-ମ ବିଷୟରେ କହିବାକୁ ଗଲେ ବି-ବା-ହ ପୂର୍ବରୁ ଆପଣଙ୍କୁ ପ୍ରେ-ମ ଉପରେ ଅଧିକ ବିଶ୍ଵାସ ନ ଥାଏ କିନ୍ତୁ ବି-ବା-ହ ପରେ ଆପଣଙ୍କୁ ପ୍ରେ-ମ ଉପରେ ବିଶ୍ଵାସ ଆସିଯାଏ । ସେଥିପାଇଁ ଆପଣ ଆରେଞ୍ଜ ମ୍ୟା-ରେ-ଜ କରନ୍ତି ।

ଧନୁ

ଆପଣ ସ୍ଵଭାବରେ ବହୁତ ଚ-ଞ୍ଚ-ଲ ହୋଇଥାନ୍ତି । ପ୍ରେ-ମ ମାମଲାରେ ଆପଣ ବହୁତ ଲଜ୍ୟା କରନ୍ତି । ଆପଣଙ୍କର ଆରେଞ୍ଜ ମ୍ୟା-ରେ-ଜ କରିବାର ସମ୍ଭାବନା ଅଧିକ ଥାଏ ।

ମକର

ଆପଣ ବହୁତ ବୁଦ୍ଧିମାନ ଓ ଦାୟିତ୍ଵବାନ ବ୍ୟକ୍ତି ଅଟନ୍ତି । ପ୍ରେ-ମକୁ ନେଇ ଆପଣଙ୍କ ଦୃଷ୍ଟିକୋଣ ଅଳ୍ପ ଭିନ୍ନ ଅଟେ । ପରିବାର ଲୋକମାନଙ୍କ ସହମତି ବିନା ଆପଣ ପ୍ରେ-ମ ବି-ବା-ହ କରନ୍ତି ନାହିଁ ।

କୁମ୍ଭ

ଆପଣ ସ୍ଵଭାବରେ ବହୁତ ଭାବୁକ ଅଟନ୍ତି । କିନ୍ତୁ ଆପଣ ସହଜରେ ନିଜର ଭାବନାକୁ କାହା ସାମ୍ନାରେ ଦେଖାନ୍ତି ନାହିଁ । ଏହି କାରଣରୁ ଆପଣମାନେ ଆରେଞ୍ଜ ମ୍ୟା-ରେ-ଜ କରନ୍ତି ।

ମୀନ

ଯଦି ଆପଣ ମୀନ ରାଶିକୁ ବାଛିଛନ୍ତି ତେବେ ଆପଣ ହୃଦୟର ବହୁତ ଭଲ ମଣିଷ ଅଟନ୍ତି । ପ୍ରେ-ମ ଆପଣଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ । ସେଥିପାଇଁ ଆପଣ ପ୍ରେ-ମକୁ ବୁଝି ବିଚାରୀ କାମ କରନ୍ତି । ଆପଣ ପ୍ରେ-ମ କରିବାକୁ ଚେଷ୍ଟା କରନ୍ତି । ସେଥିପାଇଁ ଆପଣଙ୍କର ଲଭ ମ୍ୟା-ରେ-ଜ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *