ଆଜିଠୁ ଅଢେଇ ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି ୩ ଟି ରାଶି ଉପରେ କରିବେ ଧନ ବର୍ଷା, ଦେଖନ୍ତୁ କିଏ ସେହି ଭାଗ୍ୟବାନ ରାଶି- Jyotisha Shastra

ଯେମିତି ମାସ ବଦଳି ଥାଏ ସେମିତି ଗ୍ରହ ମଧ୍ୟ ବଦଳି ଥାଏ । ଗ୍ରହ ସମୟ ସମୟରେ ଗ୍ରହ ପରିବର୍ତନ କରିଥାଏ । ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା କରାଯାଇଛି । ଶନି ଦଶା ଯେଉଁ ମଣିଷ ଉପରେ ପଡିଥାଏ ତାର ଭଲ ଓ ଖରାପ ଦିନ ଆରମ୍ଭ ହୋଇଯାଇଥାଏ । ସନିଦେବା ମଣିଷର ଭଲ ଖରାପ ଦିନର ଫଳ ନିଶ୍ଚିତ ଦେଇଥାନ୍ତି । ଯଦି କୌଣସି ମଣିସ ଶନି ଦେବଙ୍କୁ ଖୁସି କରି ଦେଇଥାଏ । ଶନି ଦେବ ତାଙ୍କ ସବୁ କଷ୍ଟ ଦୂର କରି ଦେଇଥାନ୍ତି । ଏହି ଏରାଶିର ଜାତକଙ୍କ ଉପରେ ଶନିଦେବ ବହୁତ କୃପା କରିବାକୁ ଯାଉଛନ୍ତି ।

ଏହି ରାଶିର ଲୋକଙ୍କ ପାଇଁ ଶନି ଦେବଙ୍କ କୃପାରୁ ବହୁତ ଭଲ ସମୟ ଆସିବାକୁ ଯାଉଛି । ଶନି ଦେବଙ୍କ ପୂଜା ଶନିବାର ଦିନ ହିଁ କରାଯାଇଥାଏ । ରାସୀ ଗ୍ରହରେ ବଡ ପରିବର୍ତନ ହେବାକୁ ଯାଉଛି । ଯାହା ପରେ ସବୁ ରାଶିରେ ଚେଞ୍ଜେସ ହେବାକୁ ଯାଉଛି ।

ଶନୀଙ୍କର ମହା ପରିବର୍ତନ ହେବାକୁ ଯାଉଛି । କୁହ ଯାଉଛିକି ଏହି ପରିବର୍ତନ ଦ୍ଵାରା ରାଶି ମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି । ଏହି ତିନି ରାଶି ଉପରେ ସନିଦେବ ଅଢେଇ ବର୍ଷ ପର୍ଯ୍ୟନ୍ତ ଧନର ବର୍ଷା କରିବାକୁ ଯାଉଛନ୍ତି । ଆସନ୍ତୁ ସେଇ ତିନୋଟି ରାଶି ବିଷୟରେ ।


ମେଷ :- ମେଷ ରାଶିର ଲୋକଙ୍କ ଭାଗ୍ୟ ଚମକିବା ପାଇଁ ଯାଉଛି । ଶନିଦେବ ଏହି ରାସୀ ଉପରେ କୃପା ବରଷା ଇବାକୁ ଯାଉଛନ୍ତି । ଏହି ରାଶିର ଜାତକଙ୍କୁ ଧନର ଲାଭ ହେବାକୁ ଯାଉଛି । ଆର୍ଥିକ ସ୍ଥିତିରେ ନାହୁତ ଚେଞ୍ଜେସ ଦେଖିବାକୁ ମିଳିବ ।


ମିଥୁନ ରାଶି :- ଏହି ମହା ପରିବର୍ତନ ଦ୍ଵାରା ମିଥୁନ ରାଶିକୁ ବହୁତ ଲାଭ ମିଳିବ । ଶନି ମହାରାଜଙ୍କର ଅଢେଇ ବର୍ଷ ପର୍ଯ୍ୟନ୍ତ କୃପା ରହିବ । ଶନିବାର ଦିନ ଶନି ଦେବଙ୍କ ପୂଜା କରିବା ଭୁଲନ୍ତୁ ନହିଁ । ଏହି ରାଶିର ଜାତକଙ୍କ ଜୀବନ ସାଥି ସହିତ ସାମାନ୍ଯ ମଧୁରତା ଆସିବ । ଧନର ବର୍ଷା ହେବ । ନିଜ ବ୍ୟବସାୟରେ ପରିଶ୍ରମ କରନ୍ତୁ ।


କର୍କଟ ରାଶି :- ଏହି ରାଶିର ଜାତକଙ୍କର ପରିବର୍ତନ ବହୁତ ଶୁଭ ମନା ଯାଉଛି । ୨୪ ଡିସେମ୍ବର ପରେ ଧନରେ ଅପାର ବୃଦ୍ଧି ହେବ । ସ୍ଵାସ୍ଥ୍ୟରେ ସୁଧାର ହେବାର ବହୁତ ସମ୍ଭାବନା ରହିଛି । ପୁରୁଣା ରୋଗରୁ ନିଯାତ ମିଳିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *