ବାଛନ୍ତୁ ଆପଣଙ୍କ ପସନ୍ଦର ଠାକୁର ଓ ଜାଣନ୍ତୁ ନିଜର ଭବିଷ୍ୟତ-PERSONALITY TEST

ବନ୍ଧୁଗଣ ଆଜିର ବିଷୟ ବସ୍ତୁ ଅଙ୍କ ବିଶିଷ୍ଟ ଆଧାରିତ ଆଟ ଏ । ଅର୍ଥାତ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଠାକୁରଙ୍କ ଚିତ୍ର । ସେଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ଠାକୁର ଙ୍କୁ ବାଛିବାକୁ ହେବ । ଏହା ପରେ ଆପଣ ନିଜର ସ୍ୱାସ୍ଥ୍ୟ, ବ୍ୟାପାର, ଦାଂପତ୍ଯ ଜୀବନ, ଛାତ୍ରଛାତ୍ରୀଙ୍କ ସ୍ଥିତି ବିଷୟରେ ସବୁ କିଛି ଜଣାଇ ପାରିବେ । ଆପଣଙ୍କୁ 3ଟି ଚିତ୍ର ମଧ୍ୟରୁ ଯେ କୌଣସି ଗୋଟେ ବାଛିବାକୁ ହେବ । ଭଗବାନ ଗଣେଶ, ଶ୍ରୀ କୃଷ୍ଣ ଓ ମହାଦେବଙ୍କ ଚିତ୍ର ରହିଛି । ଏବେ ବାଛନ୍ତୁ ନିଜର ପସନ୍ଦର ଠାକୁର ଓ ଜାଣନ୍ତୁ ନିଜର ଭବିଷ୍ୟତ ।

1- ଯଦି ଆପଣ ଭଗବାନ ଗଣେଶଙ୍କ ଫୋଟୋ ବାଛିଛନ୍ତି ତେବେ ଆପଣଙ୍କ ମନରେ କୌଣସି ବିଷୟକୁ ନେଇ ସନ୍ଦେହ ରହିଛି ତେବେ ତାହା ଦୂର କରନ୍ତୁ । ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ । ଯେଉଁ ମାନେ ବିବାହ ଅପେକ୍ଷାରେ ଅଛନ୍ତି ବିବାହ ପଶ୍ଚିମ ଦିଗରେ ହେବ । ଯଦି ଆପଣ ବିବାହିତା ତେବେ ସମ୍ପର୍କ ମଧୁର ରହିଲେ ବି କିଛି କଥା ପ୍ରତି ସତର୍କ ରହିବାର ଅଛି । ପରିବାର ଉପରେ ଗୁରୁତ୍ଵ ଦିଅନ୍ତୁ । ଆପଣ କାହାକୁ ବିଶ୍ଵାସ କରିବେ କି ନାହିଁ ତାହା ଜାଣିପାରୁ ନାହାନ୍ତି । କୌଣସି ସ୍ଥାନକୁ ଖବର ଦେବାର ଅଛି ବା ଭୟ କରୁକନ୍ତି ବା ମନର କଥା କହିବାକୁ ଚାହୁଁଛନ୍ତି ତେବେ ଆପଣ କରି ଦିଅନ୍ତୁ । ଏଥିରେ ନିଶ୍ଚୟ ସଫଳତା ମିଳିବ । ଭଗବାନ ଗଣେଶଙ୍କର ଆରାଧନା କରନ୍ତୁ । ଘରର ସାଜସଜା ପାଇଁ ଇଚ୍ଛା କରୁଥିଲେ ଟିକେ ଡେରି ହେବ ।

2- ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର କୁ ବାଛିଛନ୍ତି ତେବେ ବିଦ୍ୟା ପାଠ କରିଲେ ସଫଳତା ଲାଭ କରିବେ । ବିବାହ ଆପଣଙ୍କର ଘରର ପୂର୍ବ ଦିଗରେ ହେବ କିନ୍ତୁ ବିଳମ୍ବରେ ହେବ । ଯେଉଁ ମାନେ ପୁତ୍ର ସନ୍ତାନ ପାଇଁ ଇଚ୍ଛୁକ ଅଛନ୍ତି ତାହା ନିଶ୍ଚୟ ପୂରଣ ହେବ । କୌଣସି କାରଣ ପାଇଁ କାହାକୁ ଖୋଜୁଥିଲେ ସେ ଦକ୍ଷିଣ ଦିଗକୁ ଯାଇଛନ୍ତି । ପୂର୍ବ ଦିଗକୁ ଜୀବ ପାଇଁ ଇଚ୍ଛା କରୁଥିଲେ ତାହା ଭଲ ନୁହେଁ । ତୀର୍ଥ ଯାତ୍ରା କରିବେ । ବ୍ୟାପାରରେ ଅଧିକରୁ ଅଧିକ ଲାଭ ହେବ । ଦାଂପତ୍ଯ ଜୀବନରେ ଚାଲିଥିବା ମନାତର ଦୂର ହେବ ।

3- ଆପଣ ଭଗବାନ ଶିବଙ୍କର ଚିତ୍ର କୁ ବାଛିଛନ୍ତି ତେବେ ଆପଣଙ୍କର ମନ୍ଦ ଦଶା ବିଦାୟ ନେବା ପରେ ଶୁଭ ଦଶା ଟି ଆରମ୍ଭ ହେଉଛି । ଯାହା ଆପଣଙ୍କୁ ଚିନ୍ତାରେ ପକାଇବା ନାହିଁ । ଆପଣଙ୍କୁ କାମର ସମଧାନ କରିବାକୁ ଅଳ୍ପ ସମୟ ଲାଗିବ । ଉତ୍ତର ଦିଗକୁ ଯାଇ କାର୍ଯ୍ୟ କରିବାର ଯୋଜନା କରୁଛନ୍ତି । ସନ୍ତାନ ସୁଖ ପ୍ରାପ୍ତ ହେବ । ଯାହା କୁ ଆପଣ ସେଥିରେ ସଫଳତା ଲାଭ କରିବେ । ଜୀବ କୁ ନେଇ ବ୍ୟବସାୟ କରୁଥିଲେ ଲାଭ ହେବନି । ବିଦ୍ୟାର୍ଥୀ କମ ସମୟରେ ଯେତେ ପରିଷ୍ଟମ କରିଲେ ସଫଳତା ଲାଭ କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *