ଶ୍ରାବଣ ରେ ଏହି 5ଟି ପକ୍ଷୀ ଘରକୁ ଆସେ ତେବେ ଜାଣି ନିଅନ୍ତୁ ଶୁଭ ସମୟର ଆଗମନ ହେବାକୁ ଯାଉଛି ।

ବନ୍ଧୁଗଣ ଶ୍ରାବଣ ମାସରେ କିଛି ଖାସ ପକ୍ଷୀ ଘରକୁ ଆସିଥାଏ । ଏହି ମାସରେ ଏହି ପକ୍ଷୀ ଘରକୁ ଆସିବାର ଅର୍ଥ ମହାଦେବଙ୍କ ଆଗମନ ହେବ । ଶାସ୍ତ୍ର ଅନୁଯାୟୀ ଯେଉଁ ଜୀବଜନ୍ତୁ ଥାନ୍ତି ସେମାନେ ବାତବାରଣକୁ ଶୁଦ୍ଧ ରଖିଥାନ୍ତି । ଆମ ଆଖପାଖରେ ପଶୁପକ୍ଷୀ ରହିବା ସେତିକି ଜରୁରୀ ଅଟେ ଯେତିକି ଆମେ ପିଇବା ପାଇଁ ଜଳ ଆବଶ୍ୟକ ହୋଇଥାଏ । ଆଜି ଆମେ ଏମିତି 5ଟି ପକ୍ଷୀ ବିଷୟରେ କହିବୁ ଯଦି ଏହି ପକ୍ଷୀ ଘରର ଛାତ ଉପରକୁ ଆସି ଦାନା ଖାଏ ବା ପାଣି ପିଏ ତେବେ କିଛି ଏମିତି ହେବ ଯାହାର କଳ୍ପନା କେହି କରି ନ ଥିବେ । ଆସନ୍ତୁ ଜାଣିବା ସେହି ପକ୍ଷୀଙ୍କ ବିଷୟରେ ବିସ୍ତାର ଭାବେ ।

1- ନୀଳକଣ୍ଠ : ଶାସ୍ତ୍ର ଅନୁଯାୟୀ ନୀଳକଣ୍ଠ ପକ୍ଷୀ ମହାଦେବଙ୍କ ପ୍ରତୀକ ଅଟେ । ବହୁତ କମ ଲୋକଙ୍କ ଘରେ ଏହି ପକ୍ଷୀ ଆସିଥାଏ । ଆଉ ଦାନା ପାଣି ପିଅନ୍ତି । ଏହି ପକ୍ଷୀ କୁ ଦେଖିଲେ ବ୍ଯକ୍ତିର ସବୁ କଷ୍ଟ ସମାପ୍ତ ହୁଏ । ଏହି ପକ୍ଷୀ ଦାନା ଗ୍ରହଣ କରିଲେ ଭାଗ୍ୟ ଉଦୟ ହୋଇଥାଏ । ଭାଗ୍ୟଶାଳୀ ହୋଇଥାନ୍ତି ସେହି ଲୋକ ଯେଉଁ ମାନଙ୍କ ଘରେ ଏହି ପକ୍ଷୀ ଆସିଥାଏ ।

2- କାଉ : କାଉ ଯଦି ଆସି ଘରେ ଦାନ ଖାଏ ତେବେ ଘରେ କାହାର ଅକାଳ ମୃତ୍ୟୁ ହେବନି । କାଉ କୁ ଦାନା ପାଣି ଖୁଆଇବା ଦ୍ଵାରା ବ୍ଯକ୍ତିର ମୃତ୍ୟୁ ତଳିଯାଏ । ଯେଉଁ ବ୍ୟକ୍ତି କାଉର ସେବା କରେ ତାର ଗୁଣ କାଉ ଅନନ୍ତ କାଳ କାମ ଯାଏଁ ଗାଇଥାଏ । କାଉ ର ସେବା କରିବାର ଅର୍ଥ ଶନିଦେବଙ୍କ ସେବା କରିବା ସମାନ ହୋଇଥାଏ ।

3- ଘରଚଟିଆ : ଶସ୍ତ୍ର ଅନୁଯାୟୀ ଘରଚଟିଆ ପକ୍ଷୀ କୁ ପ୍ରବୁ ରାମଙ୍କ ଘରେ ଦେଖିବାକୁ ମିଳିଥିଲା । ଘରଚଟିଆ ଗୃହକୁ ଆସିବା ସାକ୍ଷାତ ଲକ୍ଷ୍ମୀ ଙ୍କ ଆସିବା ସମାନ ହୋଇଥାଏ । ଏହି ପକ୍ଷୀ ଘରକୁ ଆସି ଦାନା ପାଣି ଖାଇଲେ ବୁଝି ନଈ ମା ଲକ୍ଷ୍ମୀ ଙ୍କ ବାସ ହୋଇଛି । ଏହି ପକ୍ଷୀ ବସା ବାନ୍ଧିବା ଶୁଭ ହୋଇଥାଏ ।

4- ପାରା : ପାରା ଘରକୁ ଆସିବା ଶୁଭ ଅଟେ । ଯେଉଁ ବ୍ଯକ୍ତିର ଘରେ ପାରା ଆସି ଦାନା ପାଣି ଖାଏ ଭାଗ୍ୟ ଉଦୟ ହେବାର ସଂକେତ ଦେଇଥାଏ । ଏହା ସହ ଜୀବନରେ କିଛି ବଦଳିବାର ଦେଖିବାକୁ ମିଳିବ । ଏହି ପକ୍ଷୀ ଯାହା ଘରକୁ ଆସିଥାଏ ଭଲ ଭାଗ୍ୟ ନେଇକି ଆସିଥାଏ ।

5- ପେଚା : ଯଦି ଘରେ ସକାଳୁ ସକାଳୁ ପେଚା ଆସେ ବସେ ତେବେ ଜାଣି ରଖନ୍ତୁ ଘରେ ମା ଲକ୍ଷ୍ମୀ ଙ୍କ ନିବାସ ଅଛି । କାରଣ ପେଚା ମା ଲକ୍ଷ୍ମୀ ଙ୍କ ବାହନ ଅଟେ । ରାତି ସମୟରେ ପେଚା ଆସିଲେ କରଜ ଭାର ବଢିଥାଏ ଓ ଟଙ୍କା ଖର୍ଚ୍ଚ ହୁଏ । ପେଚା ଘରକୁ ସକାଳୁ ସକାଳୁ ଆସିଲେ ଏହାକୁ ଉଡାଇବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *