କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଜାଣନ୍ତୁ -LOVE QUIZ

ବନ୍ଧୁଗଣ ଆପଣ ଯାହାଙ୍କ ବିଷୟରେ ଜାଣିବାକୁ ଚାହୁଁ ଛନ୍ତି ବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ରହିଛି । ସେଥିପାଇଁ ଆପଣ 5ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟେ ନମ୍ବର ବାଛନ୍ତୁ । ଆପଣ ଯାହାଙ୍କ ପାଇଁ ଏହି ନମ୍ବର ବାଛୁଛନ୍ତି ଧ୍ୟାନ ରଖିବେ ଆପଣ କେଉଁ ନମ୍ବର ଟି ବାଛିବେ । ଯଦି ଆପଣ 5ଟି ନମ୍ବର ବାଛିବାକୁ ଚାହୁଁ ଛନ୍ତି ତେବେ ଅଲଗା ଅଲଗା ପାଇଁ ବାଛି ପାରିବେ । ସମସ୍ତଙ୍କ ଏହା କନେକ୍ଟ ସେମିତି କିଛି ଜରୁରୀ ନାହିଁ । ଏବେ ନିଜର ପର୍ଶନ ଙ୍କ ନାମ ନେଇ ବାଛନ୍ତୁ ଯେ କୌଣସି ଗୋଟେ ନମ୍ବର ।

1- ଯଦି ଆପଣଙ୍କୁ ପ୍ରଥମ ନମ୍ବରଟି ଅଧିକ ପସନ୍ଦ ଆସିଛି ତେବେ ଆପଣଙ୍କ ପର୍ଶନ ମେହନତୀ ହେବା ସହ ସ୍ଵପ୍ନକୁ ପୁରା କରିବାକୁ ଚେଷ୍ଟା କରିଥାନ୍ତି । ସେଥିପାଇଁ ଜୀବନରେ ବହୁତ ଉନ୍ନତି କରୁଛନ୍ତି । ଆପଣ ନିଜ ପରିଶ୍ରମ ଦ୍ଵାରା ପାଇବାକୁ ଚେଷ୍ଟା କରନ୍ତି । ଯାହା ପାଇଁ ଆପଣ ନିଜ ଉପରେ ଧ୍ୟାନ ଦେଇପାରନ୍ତିନି ।

2- ଯଦି ଆପଣ ଦ୍ଵିତୀୟ ନମ୍ବର ବାଛିଛନ୍ତି ତେବେ ଆପଣ ଭୁଲ ସ୍ଥାନରେ ପରିଶ୍ରମ କରିଥାନ୍ତି । ଆପଣ ନିଜ ଲୋକଙ୍କ ଉପରେ ଧ୍ୟାନ ଦେଉ ନାହନ୍ତି ଓ ଶତ୍ରୁ ଙ୍କ ଉପରେ ଧ୍ୟାନ ଦିଅନ୍ତି । ଆପଣ ଖର୍ଚ୍ଚାନ୍ତ ସ୍ଵଭବର ବ୍ୟକ୍ତି ହେବା ସହ ନ୍ୟାୟ କରନ୍ତିନି । ଆପଣ ନିଜ ସାଥିଙ୍କ ସହ କେବେ ବି ଭଲ କରି ନାହାନ୍ତି ।

3- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ଚୁଜ କରିଛନ୍ତି ଆପଣ କଞ୍ଜୁସ ସ୍ଵଭାବର ବ୍ୟକ୍ତି ଅଟନ୍ତି । ସେ ଆପଣଙ୍କ ସହ ଦୁଃଖି ଥିଲେ ମଧ୍ୟ ଖୁସି ଥିବାର ଦେଖାଇଥାନ୍ତି । ଆପଣ ନିଜର ସମୟ, ଟଙ୍କା, ଚିନ୍ତାଧାରାକୁ ଭୁଲ ଜାଗାରେ ଲଗାଇଥାନ୍ତି । ତାଙ୍କୁ ଲାଗିଥାଏ ଆପଣ ଯାହା କରନ୍ତି ପ୍ରଥମେ ନିଜ ପାଇଁ କରନ୍ତି । ସେ ଆପଣଙ୍କୁ ସ୍ଵାର୍ଥପର ଭାବୁଛନ୍ତି । ଆପଣ ଆଗରେ ଯେତେ ନିକଟତର ବ୍ୟକ୍ତି ଥିଲେ ମଧ୍ୟ ଆପଣ ନିଜ ବିଷୟରେ ଆଗ ଭାବିଥାନ୍ତି ।

4- ଆପଣ ଯଦି ଚତୁର୍ଥ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କେବେ କେବେ ଆପଣଙ୍କ ପ୍ରକୃତି ଆପଣଙ୍କର ଶତ୍ରୁ ହୋଇଯାଏ । ଏ ସବୁ ସେ ଆପଣଙ୍କୁ କହିବାକୁ ଚାହୁଁ ନାହାନ୍ତି । ଆପଣଙ୍କର ନିଜର ବ୍ୟକ୍ତିତ୍ବ, ସମ୍ମାନ ଅଛି । ଆପଣ ସବୁ କିଛି କରିପାରିବେ କିନ୍ତୁ ନିଜକୁ ନିଜେ କନଫିୟୁଜ ହୋଇଥାନ୍ତି । ସେ ଆପଣଙ୍କୁ ବୁଝିପାରୁ ନାହାନ୍ତି ।

5- ଆପଣ ଯଦି ପଞ୍ଚମ ନମ୍ବର ଟି ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ବହୁତ ଅଧିକ ମେହନତୀ ବ୍ୟକ୍ତି ଅଟନ୍ତି । କିନ୍ତୁ ଭାଗ୍ୟ ଆପଣଙ୍କର ସାଥ ଦେଉ ନାହିଁ । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ପସନ୍ଦ କରୁଛନ୍ତି । ଆପଣ ବହୁତ ଜଲ୍ଦି ସଫଳ ହେବେ । ଆପଣଙ୍କ ପାଖରେ ସବୁ କିଛି ହେବ । ଆପଣ ଭୟ କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *